News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲା ଗସ୍ତ ରେ ସୂଚନା ବିଜ୍ଞାନ ଅଧିକାରୀ

ଢେଙ୍କାନାଳ ଜିଲ୍ଲାକୁ ଓଡିଶା ମୁଖ୍ୟ ତଥା ସୂଚନା ବିଜ୍ଞାନ ଅଧିକାରିଣୀ । କବିତା ରାୟ ଚୌଧୁରୀ ଜିଲ୍ଲା ଗସ୍ତ କରିବାସହ ଜିଲ୍ଲାରେ ଚାଲିଥିବା ବୈଷୟୀକ ଶିକ୍ଷାର ସମୀକ୍ଷା କରିଥିଲେ ।

ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ମୃତ୍ୟୁଞ୍ଜୟ ନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ଵୈଷୟୀକ ଶିକ୍ଷା ସମ୍ବନ୍ଧରେ ପାୱ।ର ପଏଣ୍ଟ ମାଧ୍ୟମରେ ଦର୍ଶାଇଥିଲେ । ଜିଲ୍ଲା ୱେବସାଇଟରେ
ବିଷୟ ବସ୍ତୁ ନିୟମତି ଅପଡେଟ ହେବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଵୈଷୟୀକ ଶିକ୍ଷାର ଉପଯୋଗ କରି ରାଜସ୍ୱ ସଂଗ୍ରହ ଏବଂ ବିଭାଗରନକାର୍ଯ୍ୟକୁ କିପରି ଲୋକାଭିମୁଖୀ କରାଯାଇପାରିବ ତା
ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଵୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକ ଶେଷରେ ସୂଚନା ବିଜ୍ଞାନ ଅଧିକାରୀ ସଦର ତହସିଲ ଗସ୍ତ କରି ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି
କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଵୈଷୟୀକ ଜ୍ଞାନ କୌଶଳ ସହାୟତାରେ ସରକାରଙ୍କର ବିଭିନ୍ନ କାର୍ଯ୍ୟର ସଫଳ ରୂପାୟନ କରିବାକୁ ପରାମର୍ଶ ଦେଇଥିଲେ ।

new life
You might also like
error: Content is protected !!