News
lipub
samparksetu

ମୋ ଭଉଣୀ ଚିନୁ

ଅଭୁଲା ଅତୀତ ଅକୁହା କଥା
           ମନେ ପଡ଼ିଯାଏ ଅତୀତ ର କଥା
ମଧ୍ୟବିତ୍ତ ପରିବାର କୁ ତିନି ଭାଇ ଭଉଣୀ
          ହେଲେ ସମସ୍ତଙ୍କୁ ଆଦର କରେ
ଏମିତି ମୋ ସୁନା ଭଉଣୀ  ।।
   ସେହି ସମୟ ରେ କେତେ ସହର ବୁଲା
କେତେ ଥର ପୁଣି ରାସ୍ତା ରେ ଚାଲ
         ଦେଖୁ ଦେଖୁ କେତେଦିନ ବିତିଗଲା
ମୋ ଭଉଣୀ ର ସ୍ନେହ ଆଜି ବି ଜୀବିତ
            ଭୁଲି ଯାଇଥିବ ଏହି ଅତୀତ
କିନ୍ତୁ ଚିର ଦିନ ପାଇଁ ମୋ ଭଉଣୀ ର ସ୍ମୃତି      
                          ମୋ ପାଇଁ ଜୀବିତ।।
ଭାଇ ଥାଉ ଥାଉ ତୁ ଆଖି ରେ ଦେବିନି ମୁଁ
                                       ଦୁଃଖ
            ଏ ଭାଇ ଉପରେ ଭରସା ଥାଉ
ଆଣି ଦେବି ତୋତେ ଦୁନିଆ ର ସୁଖ।।
          ହୃଦୟ ମୋହର କାନ୍ଦେଲୁ ଭଉଣୀ
ଆଖି ରୁ ଝରିଲେ ଟୋପାଏ ତୋ ପାଇଁ
             ଏମିତି ମୋ ସୁନା ଭଉଣୀ
ତୁ ଥିଲୁ ମୋର ପ୍ରିୟ ଭଉଣୀ
     ମୋ ପାଇଁ ତୁ ହିଁ ତା ଲକ୍ଷ୍ମୀ ଠାକୁରାଣୀ
  ଏମିତି ମୋ ସୁନା ଭଉଣୀ ।।
       ଖୁସି ରେ ଡାକେ ମୁ ଆଲୋ ଫୁଲେଇ
       ମୋ ଆଗରେ ହୁଏ ଗେହ୍ଲେଇ
      ଏମିତି ମୋ ସୁନା ଭଉଣୀ।

ହୃଦୟ ରୁ ଚିନୁ।

✍️ ବିକାଶ ସେଠୀ

new life
You might also like
error: Content is protected !!