News
WhatsApp Image 2023-10-04 at 17.25.00
samparksetu

ଏସ୍‌ଆର୍‌ଏଫ୍‌ଟିଆଇ ନିର୍ଦ୍ଦେଶକ ହେବେ ହିମାଂଶୁ ଶେଖର ଖଟୁଆ

ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କୁ କଲିକତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ ପକ୍ଷରୁ ପ୍ରକାଶିତ ଆଦେଶରେ ଏହା କୁହାଯାଇଛି ସେହିପରି ଏ ସଂପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଅବଗତ କରାଯାଇଛି।

ଶୂନ୍ୟ ସ୍ୱରୂପ ଓ କଥାନ୍ତର ଭଳି ଅନନ୍ୟ ସିନେମା ତିଆରି କରି ଶ୍ରୀଯୁକ୍ତ ଖଟୁଆ ନିର୍ଦ୍ଦେଶନା କ୍ଷେତ୍ରରେ ବହୁ ଜାତୀୟ ତଥା ଆନ୍ତର୍ଜାତିୟ ପୁରସ୍କାର ପ୍ରାପ୍ତ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ସାଉଁଟିଛନ୍ତି ।

new life
You might also like
error: Content is protected !!