News
WhatsApp Image 2023-10-04 at 17.25.00
samparksetu

ଲାଞ୍ଚ ନେଉଥିଲେ ଡାକ୍ତର ବାବୁ, ମାଡି ବସିଲେ ଭିଜିଲାନ୍ସ ଅଧିକାରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆ । ବୀମା ପ୍ରମାଣପତ୍ର ନେଇ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବାର ସୂଚନା ।

ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗ୍ରାମର ନନ୍ଦିନୀ ନାୟକ ଙ୍କ ବୀମା କ୍ଲେମ ନିମନ୍ତେ ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ଠାରୁ ୧୧ ହଜାର ଟଙ୍କା ଦାବି କରିଥିଲେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ କାର୍ଯ୍ୟରତ ଡାକ୍ତର ଉମାକାନ୍ତ ଖେଜୁରିଆ ।  ତେବେ ଲାଞ୍ଚ ନେଉଥିବା ସମୟରେ ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ଏକ କ୍ଲିନିକ ରେ ମାଡି ବସିଥିଲେ ଭିଜିଲାନ୍ସ ବିଭାଗ ।

new life
You might also like
error: Content is protected !!