ଅଗ୍ରପୂଜ୍ୟ ଅଗ୍ରଗଣ୍ୟ
ଗଜାନନ ଲମ୍ବୋଦର
ଅଖୁରଥ ଅଭନିଶ୍
ଏକଦନ୍ତ ଏକାକ୍ଷର ।
ସିଦ୍ଧିଦାତା ହସ୍ଵଗ୍ରୀବ
ଗଣାଧକ୍ଷ ମହାବୀର
ବିଘ୍ନହର୍ତ୍ତ। ବିଶ୍ଵନେତ୍ର
ମହେଶାୟ ସର୍ବେଶ୍ଵର ।
ସୁଖନିଧି ସୁପ୍ରଦୀପ
ବିନାୟକ ବିଘ୍ନରାଜ
ମହାବଳା ମହାକାଳ
ଭାଲଚନ୍ଦ୍ର ସୁରଗ୍ରଜ ।
ଧୁମ୍ରବର୍ଣ୍ଣ ମନୋମୟ
ଗୌରୀସୂତ ରୁଦ୍ରପ୍ରିୟ
ବକ୍ରତୁଣ୍ଡ ଗଜକର୍ଣ୍ଣ
ବାକ୍ -ପତି ବିଷ୍ଣୁ -ପ୍ରିୟ ।
ପ୍ରମୁଖ ସୁମୁଖ ବଳା
ଶ୍ରୀପତି ଶାଶ୍ଵତ ଶ୍ୱେତ
ପ୍ରମୋଦ ପୁରୁଷ ଦୁର୍ଜ୍ୟ
କବିଶ କପିଳ ରକ୍ତ ।
ସ୍ୱରୂପ ଭୂପତି ଭୀମ
ଓଁ କାର ତରୁଣ କୀର୍ତ୍ତି
ଅମିତ ଗୁଣିନ କ୍ଷୀପ୍ର
କୃପାଳୁ ମଙ୍ଗଳମୂର୍ତ୍ତି ।
ଅଭିଜ୍ଞ ଉଦଣ୍ଡ ପ୍ରଜ୍ଞା
ସର୍ବାୟ ଵିଦ୍ୟାବାରିଧି
ନନ୍ଦନ ଧାର୍ମିକ ମନ୍ୟ
ପ୍ରଥମ ଭୁବନପତି ।
✍️ ଡ. ସୌମ୍ୟେନ୍ଦ୍ର ମିଶ୍ର