News
WhatsApp Image 2023-10-04 at 17.25.00
samparksetu

ନିୟମ ଉଲଘଂନ କରି ଘାଟରେ ବେଧଡ଼କ ଡଙ୍ଗା ଚାଲିବା ଘଟଣା , ଖବର ପ୍ରସାରଣ ପରେ ଡ଼ଙ୍ଗା ଜବତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ରେ ଖଡକ ପ୍ରାସାଦ ପଞ୍ଚାୟତର ଡଙ୍ଗା ଘାଟ ଓ ଚିନ୍ତା ପୋଖରୀ ପଞ୍ଚାୟତର ଅନେକ ଘାଟରେ ନିୟମ ଉଲଘଂନ କରି ଡ଼ଙ୍ଗା ଚାଲିଥିବା ଦେଖିବାକୁ ମିଲିଥିଲା। ଯାହା ଢେଙ୍କାନାଳ ଅପଡେଟ ରେ ଗତ ୪ଦିନ ତଳେ ପ୍ରସାରିତ ହୋଇଥିଲା । ତେବେ ଖବର ପ୍ରସାରଣ ପରେ ତପ୍ତର ହୋଇଛି ପ୍ରଶାସନ ।

ଆଜି ଓଡ଼ାପଡ଼ା ତହସିଲଦାର ନିବେଦିତା ପାଣି ଓ ଅତିରିକ୍ତ ତହସିଲଦାର ସୁମନ୍ତ ବେହେରା ଙ୍କ ଦ୍ଵାରା ବାଙ୍ଗୁରୁସିଂହ ଘାଟରୁ ଏକ ବେଆଇନ ଡଙ୍ଗା ଜବତ କରାଯିବା ସହ ଚାଳକଙ୍କୁ ମୋଟଙ୍ଗା ପୋଲିସ ଜିମା ଦିଆଯାଇଛି।

new life
You might also like
error: Content is protected !!