News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଜଣେ ମୃତ

ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ସନାତନ ସାମଲଙ୍କର ପୁଅ କହ୍ନେଇ ସାମଲ( ୪୮) ଆଜି କାଜୁବଗିଚାକୁକାଜୁ ମଞ୍ଜି ତୋଳିବାକୁ ଯାଉଥିବା ସମୟରେ ନଳଗଜି ତଇଲା ଠାରେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ତାଙ୍କୁ ଦନ୍ତା କଚାଡି ମାରିଦେଇଥିବା ବେଳେ ।

ଖବର ପାଇ କପିଳାଶ ରେଞ୍ଜ ଅଧିକାରୀ ତରୁଣ କୁମାର ମହାନ୍ତି ଘଟଣା ସ୍ଥଳରେ ପହଁଚି ଘଟଣା ସମ୍ପର୍କରେ ଗଁଦିଆ ପୋଲିସ
କୁ ଅବଗତ କରାଇଥିଲେ । ଆସନ୍ତାକାଲି ମୃତକଙ୍କ ଶବ ବ୍ୟବଚ୍ଛେଦ ଢେଙ୍କାନାଳ ମେଡିକାଲରେ ହେବବୋଲି ସେ କହିଛନ୍ତି ।

new life
You might also like
error: Content is protected !!