News
lipub
samparksetu

ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମଠାରୁ କିଛି ଦୂରରେ ଏକ ଆମ୍ବ ଗଛରେ ଏକ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଦେଖିଲେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ରାସୋଳ ପୋଲିସର ତଦନ୍ତ ଜାରି। ମୃତ ଯୁବକ ଜଣକ ହେଉଛନ୍ତି ରାସୋଳ ଥାନା ନବକିଶୋରପୁର ଗ୍ରାମପଞ୍ଚାୟତ ଖଇରାବାହାଳି ଗ୍ରାମର ଅରକ୍ଷିତ ନାଏକଙ୍କ ପୁଅ ଅଜିତ ନାଏକ (୩୫) ବୋଲି ଜଣା ପଡ଼ିଛି । ରାସୋଳ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ।

new life
You might also like
error: Content is protected !!