News
WhatsApp Image 2023-10-04 at 17.25.00
samparksetu

ରକ୍ତଦାନ ପାଇଁ ଆହ୍ବାନ କଲେ ଯୁବକର୍ମୀ- ଅଶୋକ ପଣ୍ଡା

ସାରା ଦେଶରେ କାୟା ବିସ୍ତାର କରୁଛି କରୋନା, ସକ୍ରିୟ ଅଛନ୍ତି ଡାକ୍ତରୀ ଟିମ୍। କେଉଁଠି ଚାଲିଛି ରକ୍ତ ନମୁନା ପରୀକ୍ଷା ତ କେଉଁଠି ଚାଲିଛି ଆଇସଲେସନ ବ୍ୟକ୍ତିଙ୍କ ଚିକିତ୍ସା। ଏହି ସମୟରେ ବିଭିନ୍ନ ସ୍ଥାନରେ ରକ୍ତ ର ଆବଶ୍ୟକତା ବହୁମାତ୍ରାରେ ଦେଖା ଦେଇଥାଏ ତେବେ ଏହି ଅସୁବିଧା କୁ ଦୂର କରିବାକୁ ଆଗେଇ ଆସିଛନ୍ତି ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଗ୍ରାମର ଅଶୋକ ପଣ୍ଡା।

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ନିଜେ ରକ୍ତ ଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଭଳି ବିଭୀଷିକା ସମୟରେ ରକ୍ତଦାନ କରିବାକୁ ଅଶୋକ ଅନୁରୋଧ କରିଛନ୍ତି।

new life
You might also like
error: Content is protected !!