News
lipub
samparksetu

ବ୍ୟସ୍ତବହୁଳ ଜୀବନ ଭିତରେ ଆଉ ଖସିଯିବନି ଖବର। ଡେନମାର୍କ ରେ ଥାନ୍ତୁ କିମ୍ବା ଦିଲ୍ଲୀରେ, ଢେଙ୍କାନାଳ ସହ ସମସ୍ତ ଦେଶ ବିଦେଶର ଖବର ଏବେ ଆପଣଙ୍କ ହାତ ମୁଠାରେ। ଢେଙ୍କାନାଳର ପ୍ରଥମ ଡିଜିଟାଲ ମିଡିଆ, ଯେଉଁଠି ଅତି ଛୋଟରୁ ଛୋଟ ଖବରକୁ ମଧ୍ୟ ଆମେ ପହଁଚାଇଥାଉ ଆପଣଙ୍କ ପାଖରେ। ତେବେ ଡିଜିଟାଲ ମିଡିଆ ଦୁନିଆରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରି ଢେଙ୍କାନାଳର ପ୍ରତିଘରର ସଦସ୍ୟ ପାଲଟିଛି ଢେଙ୍କାନାଳ Update। ଢେଙ୍କାନାଳ ସହ ଆପଣଙ୍କ ନିବିଡ ସମ୍ପର୍କକୁ ଆମେ ଆହୁରି ଦୃଢ କରିବା ସହ  ବିଗତ ଦିନରେ ଯେଉଁ ଭରଷା ଓ ବିଶ୍ୱାସ ଆମେ ଆପଣଙ୍କଠାରୁ ପାଇଛୁ ତାହା ଆଗାମୀ ଦିନରେ ବଜାୟ ରଖିବାକୁ ଆମେ ପ୍ରତିଜ୍ଞାଵଦ୍ଧ।

new life
error: Content is protected !!