News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ,ଜଳିଗଲା ୪ ବଖରା ଘର

କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ରେ ବିଦ୍ୟୁତ ସର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ l ବିଦ୍ୟୁତ ସଟସର୍କିଟ ରୁ ଜଳିଗଲା ୪ ବଖରା ଘର l

ସୂଚନା ଅନୁସାରେ ଗ୍ରାମର ସୁବଳ ବେହେରା ଙ୍କ ଘରେ ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ ହୋଇଥିଲା l ଯାହା ଫଳରେ ତାଙ୍କର ୪ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି l ଏହି ଅଗ୍ନିକାଣ୍ଡ ଫଳରେ ତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ଓ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି l ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ କରିଥିଲେ l

new life
You might also like
error: Content is protected !!