News
WhatsApp Image 2023-10-04 at 17.25.00
samparksetu

ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ଜିଅନ୍ତା ସ୍ତ୍ରୀ କୁ ପୋତିଦେଲା ସ୍ୱାମୀ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ସ୍ତ୍ରୀ କୁ ମାଡ଼ମାରି ଲହୁ ଲୁହାଣ କରିବାପରେ ଜିଅନ୍ତା
ପୋତିଦେଲା ସ୍ୱାମୀ ।

ସୂଚନା ଅନୁଯାୟୀ ରଞ୍ଜନ ସାହୁ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ମଧ୍ୟରେ ପୂର୍ବରୁ ମନମାଳୀନ ଲାଗି ରହୁଥିବା ବେଳେ ଏହାର ସମାଧାନ ହେଇ ଯାଉଥିଲା । ହେଲେ ଗତକାଲି ର ବଚସା ନେଇଥିଲା ଉଗ୍ରରୂପ ରଞ୍ଜନ ତାଙ୍କ ସ୍ତ୍ରୀ ଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରିଦେଇଥିଲେ ଏପରିକି ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଗାତରେ ପକାଇଦେଇଥିବା ଅଭିଯୋଗ ଆଣିଛନ୍ତି ସୁକାନ୍ତି ଙ୍କ ପରିବାର ଲୋକେ ।

ତେବେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥିତିରେ କୌଣସି ସୁଧାର ଆସି ନଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେପରେ କଟକ  ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ।

new life
You might also like
error: Content is protected !!