News
WhatsApp Image 2023-10-04 at 17.25.00
samparksetu

ତାଳ ଗଛ ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି ଶୁଭ୍ରାଂଶୁ

ଦିନକୁଦିନ ବଜ୍ରପାତ ଜନିତ ମୃତ୍ୟୁ ଲାଗି ରହୁଥିବା ବେଳେ ଏହାର ପ୍ରମୁଖ କାରଣ ତାଳଗଛ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ପୂର୍ବକାଳରେ ଗ୍ରାମର ମୁଖଶାଳା କିମ୍ବା ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା, ଯାହାକି ଚାଷୀ ଭାଇ ମାନଙ୍କୁ କିମ୍ବା ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ

ବନ୍ଦ ହେବା ସ୍ଥିତିରେ ଆଇ.ଆଇ.ଏମ.ସି ଢେଙ୍କାନାଳ !

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ.ସି) ର ପ୍ରଥମ ଶାଖା ଓଡିଶାର ଢେଙ୍କାନାଳରେ ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଓ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ହେଲେ ପୂର୍ବ ଭାରତର ଏହି ପ୍ରଥମ ଶାଖା ବନ୍ଦ ହେବା ସ୍ଥିତିରେ ପହଞ୍ଚିଲାଣି ।

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଗତକାଲି ବିଳମ୍ବିତ ରାତିରେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ଛକ ନିକଟରେ ଏକ ମର୍ମତୁନ୍ତ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ଠାରୁ ପ୍ରକାଶ । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହି ଟ୍ରକ ଯାହାର ନଂ OR 06 F7087 ଢେଙ୍କାନାଳ ଆଡୁ ଆସୁଥିବା ସମୟରେ

ଶିକ୍ଷକ ମାନଙ୍କ ଆନ୍ଦୋଳନରେ ପାଠ ପଢା ଠପ

ଓଡାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଯାହାକି ଆଜି ଷଷ୍ଠ ଦିବସରେ ପହଞ୍ଚିଥିଲେ ମଧ୍ୟ ଧାରଣା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବାର ବ୍ଲକ ସଂଗଠନ ନେତୃତ୍ୱମାନେ ଏକ

ପୂଜା ଚାନ୍ଦା ୫ ଲକ୍ଷ ଦାବି, ଥାନାରେ ମାମଲା

ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ବାରଣ ରହିଥିଲା । ଚାନ୍ଦା ମାଗିବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଥିଲେ । ମାତ୍ର ଏହାକୁ କେତେକ ଯୁବକ ସଂଘ ନମାନି ସଂଧ୍ୟା ହେଲାମାତ୍ରେ ଘର, ବଜାର ବୁଲି ଚାନ୍ଦା ମାଗୁଛନ୍ତି ।

ଠିକାଦାରୀକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ସକାଳେ ଏକ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମରୁ ଅଳ୍ପକେ ଜଣେ ଯୁବକ ବର୍ତ୍ତୀ ଯାଇ ଗୁରୁତର ଆହତ ହୋଇଥିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ହିନ୍ଦୋଳ ବ୍ଲକର ମାଧପୁର ପଂଚାୟତର ହିନ୍ଦୋଳ ଥାନା ଅନ୍ତର୍ଗତ କୁଡିଭଙ୍ଗା ଗ୍ରାମରେ ଏକ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା

କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ସ୍ୱାସ୍ଥ୍ୟ ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଂଟର ପାରିପାଶ୍ୱିର୍କ ଅଂଚଳରେ ଡେଙ୍ଗୁ ଓମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଅଭିଯାନ

ପଡୋଶୀ ଙ୍କ କାନ୍ଥ ପଡି ଶିଶୁ ମୃତ

ଭୁବନ ବ୍ଲକ ବାଲିବୋ ପଂଚାୟତ ର ଗରୁଡ଼ବନ୍ଧି ଗ୍ରାମର ପିଣ୍ଟୁ ନାୟକ ଙ୍କ ୩ ବର୍ଷ ର ପୁଅ ଘର ଅଗଣାରେ ଆଜି ଖେଳୁଥିବା ବେଳେ ପଡୋଶୀ ପିତବାସ ନାୟକ ଙ୍କ ମାଟି କାନ୍ଥ ଧସି ପଡିବାରୁ ଘଟଣା ସ୍ଥଳରେ ଶିଶୁର ମୃତ ହୋଇଥିବା ଜଣାପଡିଛି । କାନ୍ଥ ପଡିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତାରେ ଭୁବନ

ମହାବିରୋଡ଼ ଡାକ୍ତରଖାନାର ଦୂରାବସ୍ଥା, ବିନା କର୍ମଚାରୀରେ ଚାଲିଛି ମେଡିକାଲ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ଠାରେ ୧୯୭୨ ମସିହାରୁ ସ୍ଥାପିତ ଏକ ସରକାରୀ ଡାକ୍ତରଖାନା ରହିଛି ।ଏହି ଡ଼ାକ୍ତରଖାନାକୁ ଦୀର୍ଘ ଦିନ ଧରି ଆବଶ୍ୟକୀୟ କର୍ମଚାରୀ ଆସୁନଥିବାରୁ ରୋଗୀ ମାନେ ଅନେକ ହିନସ୍ତା ଭୋଗୁଛନ୍ତି । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ
error: Content is protected !!