ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ମତଦାନ, ଭୋଟ ଦେବା ପାଇଁ ଭୋଟର ଙ୍କ ମଧ୍ୟରେ ଉତ୍ସାହ ; ଆସନ୍ତା ୨୬ ତାରିଖରେ ଦ୍ୱିତୀୟ…
ଆରମ୍ଭ ହୋଇଛି ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟଦାନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମୋଟ ୧୮୩ଟି ସମବାୟ ସମିତି ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ରହିଛି ମୋଟ ୮୦ ଗୋଟି ସମବାୟ ସମିତି । ଯେଉଁ ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ରବିବାର ଦିନ ୨୩ଟି ଏବଂ ଜୁନ ୨୬ ତାରିଖ!-->!-->!-->…