News
WhatsApp Image 2023-10-04 at 17.25.00
samparksetu

ସିଓଆର ନଥାଇ ଚାଲିଛି ଘରୋଇ ବିଦ୍ୟାଳୟ , ସରକାରୀ ବିଦ୍ୟାଳୟ ପଡୁଛି ଖାଲି

ଢେଙ୍କାନାଳ ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥିବାରୁ ସ୍କୁଲ ଖାଲି ପଡୁଛି , ନଚେତ ସରକାର ଛାତ୍ରଛାତ୍ରୀ ନଥିବାରୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରୁଛନ୍ତି । ସରକାରଙ୍କ ବିନା ଅନୁମତିରେ ଶହ ଶହବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଜିଲ୍ଲା

ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ (ସ.ଅ.ସ) ଏକ ଭବିଷ୍ୟତ ବାଣୀ କରିଥିଲେ ଯେ ଏପରି ଏକ ଯୁଗ ଆସିବ ଯେତେବେଳେ ଲୋକମାନଙ୍କର ନୈତିକ ଅଧଃପତନ ଘଟିବ , ଇସଲାମ କେବଳ ନାମକୁ ମାତ୍ର ରହିଯିବ ଏବଂ ଲୋକମାନେ ଏହାର ପ୍ରକୃତ ଶିକ୍ଷାର ପାଳନ କରିବା ଛାଡ଼ିଦେବେ । ଏହା ସହିତ ସେ ଏକ ଶୁଭ

ଭୁବନରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ, ବିଲମାଳ ରେ ଶବ ଝୁଣିଲା ବୁଲା କୁକୁର

ଉଦୁଉଦିଆ ଖରା ଚାରି ଆଡ଼ ସୁନସାନ, ବିଲ ମାଲରେ ପଡିରହିଛି ବୃଦ୍ଧା ଙ୍କ ଶବ ଏଭଳି ଦୃଶ୍ୟ ଦେଖି ଅତିଷ୍ଠ ସ୍ଥାନୀୟ ବାସିନ୍ଦା । କୁକୁର ଙ୍କୁ ଘଉଡାଇବା ସହ ତାଙ୍କ କବଳରୁ ରକ୍ଷା କରିଥିଲେ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ । ସୂଚନା

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଉତ୍କଳ ଦିବସ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏପ୍ରିଲ ୧ ତାରିଖ ଦିନ ଓଡ଼ିଶାର ପ୍ରତିଷ୍ଠା ଦିବସ-ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର) ବିଭାଗ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲା

ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା , ୩ ଜଣ ଗୁରୁତର

ଢେଙ୍କାନାକ ସଦର ଥାନା ଅନ୍ତର୍ଗତ କପିଳାସ- ଢେଙ୍କାନାଳ ମୁଖ୍ୟ ରାସ୍ତା ନାଗିଆପସି ଛକ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ସୂଚନା ଥାଉକି ତିନିଜଣ ବାଇକ ଯୋଗେ କପିଳାସ ବୁଲିବାକୁ ଆସିଥିଲେ । ଘରକୁ ଫେରୁଥିବା ସମୟରେ ନାଗିଆପସି ଛକ ନିକଟରେ ଏକ ଟ୍ରକ ଓ ବାଇକ ମୁହାଁମୁହିଁ

ମୋ ଓଡ଼ିଶା

ଓଡ଼ିଶା ମୋରି ରାଇଜ ନାଆଁ                            ଯେତେ ଦେଖେ ମୋତେ ଲାଗେ ନୂଆଁ ନୂଆଁଏଇ ରାଇଜର ପାହାଡ଼ ବଣ                      କରେ ସଭିଙ୍କ ମନ ହରଣ   ।ବାରମାସେ ଏଠି ତେର ପରବ                      ଓଡ଼ିଆ ଘର ପାଇଁ ଅତି ଗରବ   ।ଆରିସା କାକରା ସାଙ୍ଗକୁ

ବୀରଭୂମି ସାହିତ୍ୟ ସଂସଦ ସମାବେଶ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଡିହଡୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିରଭୂମି ସାହିତ୍ୟ ସଂସଦର ର କବିତା ପାଠ ଉତ୍ସବ ଓ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ମଧୁବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ

ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ଜିଅନ୍ତା ସ୍ତ୍ରୀ କୁ ପୋତିଦେଲା ସ୍ୱାମୀ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ସ୍ତ୍ରୀ କୁ ମାଡ଼ମାରି ଲହୁ ଲୁହାଣ କରିବାପରେ ଜିଅନ୍ତାପୋତିଦେଲା ସ୍ୱାମୀ । ସୂଚନା ଅନୁଯାୟୀ ରଞ୍ଜନ ସାହୁ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ମଧ୍ୟରେ ପୂର୍ବରୁ ମନମାଳୀନ ଲାଗି ରହୁଥିବା

କାର୍ଡ ଥାଇ ମିଳିଲାନି ସିଟ

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ବିଦ୍ୟାର୍ଥୀ । ଆଡମିଟ କାର୍ଡ ଥାଇ ମଧ୍ୟସେମାନଙ୍କୁ ମିଳିଲାନି ସିଟ। ଖବର ନେବାରୁ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ଛାତ୍ର ଛାତ୍ରୀ। ଆଡମିଟ କାର୍ଡ ଥାଇ

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅବସ୍ଥାପିତ ତଥା ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ

ତା.୨.୦୩.୨୦୨୨ରିଖ(ବୁଧବାର) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (କନିଷ୍ଠ) ଙ୍କର ମାର୍ଗଦର୍ଶନରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ
error: Content is protected !!