ଅବକାରୀ ବିଭାଗର ବଡ଼ ସଫଳତା ; ମଦ ବୋଝେଇ କଣ୍ଟେନର, ଜବତ ୩ ଗିରଫ ସୂଚନା
ଆସମରୁ ଓଡ଼ିଶା ର ଝାରସୁଗୁଡା ଜିଲ୍ଲା କୁ ଆସୁଥିଲା ଏକ କଣ୍ଟେନର ଯେଉଁଥିରେ ଥିଲା ଶହ ଶହ କାଟୁନ ଚୋରା ମଦ । ହେଲେ ଜାଣିନଥିଲେ ବାଟରେ ଜଗିଥିଲେ ଅବକାରୀ ଅଧିକାରୀ । ଜବତ ହେଲା କଣ୍ଟେନର ଗିରଫ ହେଲେ ୩ ଜଣ ।
ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ବେଳେ ହିନ୍ଦୋଳ ଅଞ୍ଚଳରୁ!-->!-->!-->!-->!-->…