News
WhatsApp Image 2023-10-04 at 17.25.00
samparksetu

ଏ ଜନ୍ମର ଅଷ୍ଟମୀ…… ଖାଲି ତୁମର

ତୁମେ ଜନ୍ମ ଦେବକୀ ଗର୍ଭରଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରଅନ୍ଧର ଲଉଡ଼ି ଯଶୋଦା ମା'ରବତ୍ସଲ୍ୟ ମମତା କୋଳ ଅତିଥିର || ଅନ୍ଧାର କୋଠରୀରେ..... ଜନ୍ମ ତୁମରଦୂର କରିବାକୁ..... ଏ ଦୁନିଆ ଅନ୍ଧାରସାଥେ ଆଣିଥିଲ ବିଜୁଳି ଚମକମେଘ ମଲ୍ହାର.....ନା ଥିଲ ମଥୁରାର ....ନା ଗୋପର କିଏ କହେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-23Institutional Quarantine-NilHome Quarantine-17Local Contacts-NilIn Hospital-06 Block/ULB wise new Positive cases : Hindol Block-07(Patala-4, Khanditiri-1, Balasar-1, Ward No-5=1) Bhuban

କାର୍ଯ୍ୟ ନକରି ଫଳକରେ ଲୁଟିନେଲେ ଲକ୍ଷାଧିକ ଟଙ୍କା!

ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଏହାକୁ କିପରି ବୃଦ୍ଧି କରିହେବ ସେଥିପାଇଁ ମୁକ୍ତା ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନାରେ କାମ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। କେଉଁଠି କାର୍ଯ୍ୟ ନକରି ଫଳକରେ ଲୁଟିଛନ୍ତି କେଉଁଠି ନିଜ

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର !

ଭାଲୁ ଆକ୍ରମଣ ରେ ଆଜି ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ।ବୃଦ୍ଧ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ୍ ପଶ୍ଚିମାଞ୍ଚଳ ରେଞ୍ଜ କିର୍ତ୍ତନପୂର ଗ୍ରାମର ପ୍ରହଲାଦ ପ୍ରଧାନ।ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ବିତିୟ ଘଟଣା।ଆଜି ଭୋର ସମୟରେ ସୌଚ ପାଇିଁ ଯାଇଥିବା ବେଳେ ୩ଟି ଭାଲୁ

ବୁଝେଇଦେ ମନକୁ ଏବେ

ବୁଝାଇ ଦିଅନ୍ତୁ ଏବେ ' ଚଞ୍ଚଳ' ମ'ନକୁ'ସବୁ ପାଇଅଛ ପାଇ ' ବଡ଼ ଠା'କୁ'ରକୁ'ଯାହାକୁ' ପୂଜୁଛ ' ତୁମେ' .......ଯୋଗୀଙ୍କ ବେଶରେ ତାଙ୍କୁ ' ପାଇଅ'ଛୁ' ଆମେ ' -------- ( 1 ) କଲ୍ୟାଣ ମାଗନ୍ତି ଧରି ' ଥାଳକୁ ' ନି'ଜର'ଜଗନ୍ନାଥ ଦେଉଥାନ୍ତି ' ବଢ଼ାଇ'କି' କର'ତହୁଁ ତୁ'ମେ ମାଗି'ନିଅ

ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ

ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ। ଗୋଟିଏ ପରେ ଗୋଟିଏ ଠିକଣା ବଦଳିଛି ହେଲେ ସ୍ଥାୟୀ ଠିକଣା ମିଳି ପାରି ନାହିଁ। ଦୁଇ ବର୍ଷ ତଳେ ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ବିଭାଗ ଯୁଦ୍ଧକାଳୀନ

ସ୍କୁଲ ପାଚେରି ନିର୍ମାଣ ବେଳେ ଶ୍ରମିକ ମୃତ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ହାଇସ୍କୁଲ -ପାଚେରି ନିର୍ମାଣ ପାଇିଁ ନିଅଁ ଖୋଳୁଥିବା ବେଳେ ଜଣେ ଶ୍ରମିକ ର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ମୃତକ ଜଣଙ୍କ ହେଲେ ତେନ୍ତୁଳିଶିଙ୍ଗା ଗ୍ରାମର ସୁର ପଧାନଙ୍କ ପୁଅ ମିଥୁନ ପଧାନ। ସୂଚନା ଅନୁଯାୟୀ , ବ୍ଲକ

ଦିନିକିଆ କାମାକ୍ଷାନଗର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିନିକିଆ କାମାକ୍ଷାନଗର ଗସ୍ତ ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଢେଙ୍କାନାଳ ସଦାଶିବପୁର ଠାରେ ଏକ ପ୍ରକଳ୍ପ ର ଭୂମିପୂଜନ ପରେ କାମାକ୍ଷାନଗର ଠାରେ ପହଞ୍ଚିଥିଲେ l ସହର ର ମହିମାମନ୍ଦିର ଠାରେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ

ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ପରିଦର୍ଶନରେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଖଣୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତ ଠାରେ ଅବସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ ଗ୍ରହଣ କରିଥିଲେ। ମନ୍ତ୍ରୀ ଏହି ସ୍କୁଲ କୁ ପୋଷ୍ୟ

ମହିମା ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଜୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ରେଡ ରିବନ କ୍ଳବ, ଜାତୀୟ ସେବା ଯୋଜନା ଓ ଏନ ସି ସି ମିଳିତ ଆନୁକୂଲ୍ୟରେ ଏବଂ ଢେଙ୍କାନାଳ ଏଚ ଡି ଏଫ ସି ବ୍ୟାଙ୍କ ମିଳିତ ଭାବରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ
error: Content is protected !!