News
WhatsApp Image 2023-10-04 at 17.25.00
samparksetu

” ପିଣ୍ଡୁଳାଏ ନାଲି ରକ୍ତ “

କେଉଁ ଏକ ରାସ୍ତା ବୁଦା ବନେନାଲି ରକ୍ତର ଦିଶେ ପିଣ୍ଡୁଳା ଟିଏକ୍ଷତାକ୍ତରେ ଭିଜା ଲାଳ ଆଉ ନାଲି ରକ୍ତଏ ଅବାଂଛିତ ନାଲି ରକ୍ତର ପିଣ୍ଡୁଳା କିଏ ? ରକ୍ତରେ ଲୁଟପୁଟ ଏ ମାଂସ ଶରୀରକୁନି ହାତ ଗୋଡ କୁନି ଅଧରପରିଟିଏ ପରି ଦିଶେ ଶରୀରଶିଶୁ କନ୍ୟା ଥିଲା ମାତୃ ଗର୍ଭର || ଶେଷ ହୋଇଯାଏନିଶ୍ୱାସ

ଚନ୍ଦାରରେ ଅବକାରୀ ବିଭାଗର ଚଢ଼ାଉ; ୨୦୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗାଁରେ ଅବକାରି କମିଶନରଙ୍କ ନିର୍ଦ୍ଧେଶ କର୍ମେ ସଦର ଅବକାରି ଅଧିକାରୀ ସମିର ମହାନ୍ତି,କାମାକ୍ଷାନଗର ଅବକାରି ଅଧିକାରୀ ଅଶୋକ କୁମାର କାଲସେନା ଙ୍କ ସହ ଭୁବନର ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝିଙ୍କ ମିଳିତ ଚଡାଉ ହୋଇଥିଲା । ଏହି

ଭରସା ତୁଟିଲା ରାସୋଳ ପୋଲିସ ଉପରେ, ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତ ମହିଳା

ଆମ ସରକାର ଆଇନି ଶୃଙ୍ଖଳ ପରିସ୍ଥିତି କୁ ସୁଦୃଢ କରିବା ନିମନ୍ତେ ଓଡିଶା ରେ ପୋଲିସ ଥାନା ମାନ ସ୍ଥାପନ କରିଛନ୍ତି l ଏମିତି କି ମୋ ସରକାର ଓ 5T ଭଳି ଯୋଜନା କୁ ପୋଲିସ ବିଭାଗ ରେ ଅନ୍ତର୍ଭୁକ୍ତ କରାଇଛନ୍ତି l କିନ୍ତୁ ତାହା ଗ୍ରlଉଣ୍ଡ ଜିରୋରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଜଣେ

ବଳଦେବ ଜୀଉ ମନ୍ଦିରରେ ରେଖା ପଞ୍ଚମୀ ପୂଜା ଅନୁଷ୍ଠିତ

ଢେଙ୍କାନାଳ ସହରସ୍ଥିତ ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିର ପରିସରରେ ରେଖା ପଞ୍ଚମୀ ଅବସରରେ ବିଶେଷ ପୁଜାର୍ଚ୍ଚନା କରାଯାଇଛି । ପ୍ରାତଃ ସମୟରେ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ଫୁଲହାର, ତୁଳସୀ ମାଳ ସହ ଆଳତି କରାଯାଇଥିଲା । ବଲ୍ଲବ ଭୋଗ ବଳଦେବଜୀଉଙ୍କ ଠାରେ ଲାଗି କରାଯାଇଥିଲା ।

ଡିଜେ ସାଉଣ୍ଡ ଏବଂ ଶୋଭାଯାତ୍ରାକୁ ଅନୁମତି ଦାବି

ଢେଙ୍କାନାଳ ଜିଲ୍ଲାରେ ୨ଶହରୁ ଆଧିକ ସାଉଣ୍ଡ,ଲାଇଟ୍ ମାଲିକ ରହିଥବା ବେଳେ ୬ ହଜାରରୁ ଅଧିକ କର୍ମଚାରୀ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କରୋନାମହାମାରୀ ହେତୁ ଦିର୍ଘ ୧୭ ମାସ ଧରି ବନ୍ଦ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗଣେଶ ପୂଜାଠାରୁ ଡିଜେ ସାଉଣ୍ଡ ଏବଂ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-19Institutional Quarantine-NilHome Quarantine-15Local Contacts-NilIn Hospital-04 Block/ULB wise new Positive cases : Dhenkanal Municipality-08 (Deulasahi-3, Dakhinakali-2, Gudianali-1, Similia-1,

ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ଆୟୋଜିତ ହେବ ଗଣେଶ ପୂଜା ; ମୂର୍ତ୍ତିର ଉଚ୍ଚତା ରହିବ ୪ଫୁଟ

ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଆରମ୍ଭ ହେବ ଗଣେଶ ପୂଜା ଏବଂ ୧୨ ରେ ହେବ ଭସାଣି ଉତ୍ସବ । ଏ ନେଇ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ ପ୍ରଟୋକଲ ମାନି ପୂଜା ଅନୁଷ୍ଠିତ ହେବ । ମଣ୍ଡପର ସମ୍ମୁଖ ଭାଗକୁ

ସଡ଼କ ଦୁର୍ଘଟଣାରେ ଆହତ ଅଥାନି ; ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ

ସରକାର ସ୍ୱାସ୍ଥ୍ୟ ସେବାରେ ବିଭିନ୍ନ ଯୋଜନା କରୁଥିବା ବେଳେ ଗତ ୨୨ ତାରିଖ ରବିବାର ଦିନ ଓଡାପଡା ବ୍ଲକ ଖୁଣ୍ଟଝରୀ ପଞ୍ଚାୟତ ବଳଭଦ୍ର ପୁର ଗ୍ରାମର ଋଷିମଣୀ ବେହେରାଙ୍କ ପୁଅ ଅଥlନି ବେହେରା (୨୩) ପରଜଙ୍ଗ ରୁ ଫେରିଲା ବେଳେ କାମାକ୍ଷାନଗର ଆଳତୁମା ସ୍ଥିତ ରାମିଆଳ ସେତୁ ନିକଟ ରେ ଏକ ମର୍ମନ୍ତକ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-14Institutional Quarantine-NilHome Quarantine-04Local Contacts-NilIn Hospital-10 Block/ULB wise new Positive cases : Hindol Block-02 (Badabahal-1, Iswarpal-1) Sadar block-02(Talabarkote-1,
error: Content is protected !!