News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ୍ଡା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ପରିସରରେ ବର୍ତ୍ତମାନ ଅଶାନ୍ତର ବାତାବରଣ ଦେଖା ଦେଉଛି ।କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଓ ଯୁବକମାନେ ଏଠାରେ ଦିନରାତି ଆଡ୍ଡା ଜମାଇ ରହୁଛନ୍ତି ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ଅଫିସ ସମେତ ଆଖପାଖରେ ଦିନରାତି ଆଡ୍ଡା ଜମାଇ ରହିବା ସହ ମାଦ୍ୟପାନ ପାନର ଆସର କରି

ପୁଅ କୁ ଭେଟିବାକୁ ଆସିଥିଲେ ବିଦ୍ୟାଳୟ , ଦୁର୍ଘଟଣାରେ ଚାଲିଗଲା ଜୀବନ

କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ର ଗଙ୍ଗାମୁଣ୍ଡା ଗାଁର ସୋମନାଥ ଟୁଡୁ, ସରାଙ୍ଗ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ କୁ ନିଜ ପୁଅ ରତନ ଟୁଡୁ ଙ୍କୁ ଆଜି ଭେଟିବାକୁ ଆସିଥିଲେ । ଭେଟି ସାରି ସେ ନିଜ ଘରକୁ ଯିବାକୁ ବାହାରିଥିବା ବେଳେ ବିଦ୍ୟାଳୟର ଗେଟ୍ ସମ୍ମୁଖରେ ଏକ ଅଜଣା ଗାଡ଼ି

ଢେଙ୍କାନାଳ ଜିଲ୍ଲାର ସମୁହ ଗ୍ରାହକ ସେବାକେନ୍ଦ୍ର ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲାର ଆଠ ଗୋଟି ବ୍ଲକ ଅନ୍ତର୍ଗତ ୨୧୨ ଟି ଗ୍ରାମ ପଞ୍ଚାୟତରେ କାଯ୍ୟରତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ସ୍ଵତାଧିକାରୀ ସମେତେ ରାଜ୍ୟର ଅଲ ଓଡିଶା ଏସଵିଆଇ ସିଏସପି କିଓସ୍କ ଅପେରଟର ୟୁନିଅନ ର ରାଜ୍ୟ ସମ୍ପାଦକ ଅଞ୍ଜନ କୁମାର ପଣ୍ଡା, ରାଜ୍ୟ ଉପସଭାପତି ଗୋପବନ୍ଧୁ

କପିଳାସରେ ଯାତ୍ରୀଙ୍କୁ ସୁବିଧାକୁ ଗୁରୁତ୍ୱ ,ଗାଡି ପାର୍କିଂରେ ଆର୍ଥିକ ଶୋଷଣକୁ ରୋକିବାକୁ ପ୍ରୟାସ

ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ କପିଳାସରେ ଜଳାଭିଷେକ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ସୁଯୋଗ ଏବଂ ଗାଡି ପାର୍କିଂରେ ଆର୍ଥିକ ଶୋଷଣକୁ ନେଇ ଆଲୋଚନା କରାଯାଇଛି । ଶ୍ରାବଣ ମାସରେ ପୀଠରେ ଭକ୍ତମାନଙ୍କ ଭଡି ଲାଗିରହିଛି । ଏହାର ସୁଯୋଗ ନେଇ ସେଠାରେ ଯାତ୍ରୀ ମାନଙ୍କ ଠାରୁ ଗାଡି

ନାଶିକ କାମ କରିବାକୁ ଯାଇ ଶ୍ରମିକ ନିଖୋଜ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଓଡାପଡା ବ୍ଲକ କାଉଁରିଆପାଳ ଗ୍ରାମର ଜଣେ ବ୍ୟକ୍ତି ମହାରାଷ୍ଟ୍ରର ନାସିକକୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବାର ଜଣାପଡିଛି ଏହାକୁ ନେଇ ତାଙ୍କ ପତ୍ନୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି । କାଉଁରିଆପାଳ ଗ୍ରାମର ମମତା

ହିନ୍ଦୋଳରୋଡ ବଜାର ତରଫରୁ ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହିନ୍ଦୋଳରୋଡ ବଜାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଏବଂ ବଜାର ମଧ୍ୟରେ ଡ୍ରେନ ନିର୍ମାଣ କାର୍ଯ୍ୟକୁ ନେଇ ହିନ୍ଦୋଳରୋଡ ବଜାର ବାସୀ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଠିକାଦାର ବଜାର ମଧ୍ୟରେ ଡ୍ରେନ ନିର୍ମାଣ ପାଇଁ ରାସ୍ତାର ଦୁଇ ପାର୍ଶ୍ଵର ମାଟି ଖୋଳି

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକକୁ ସୁରକ୍ଷା ବୀମାରାଶି ପ୍ରଦାନ

ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିରରେ ବ୍ୟାଙ୍କର ସମସ୍ତ କର୍ମଚାରୀ, ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ,ସ୍ୱୟଂ ସହାୟକ ଗୋଷ୍ଠୀ, ସିରାପି ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ

ଜେଲରେ ଅଧ୍ୟାପିକାଙ୍କ ଷାଠିଏ ଘଣ୍ଟା

ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ସରକାରୀ କଲେଜର ଜଣେ ଅଧ୍ୟାପିକା ନିଜ ବୋହୁକୁ ତାୱା ଚେଙ୍କ ଦେଇ ଜେଲ ଯିବାର ଷାଠିଏ ଘଣ୍ଟା ରୁ ଅଧିକ ବିତି ଗଲାଣି । ଘଟଣାରୁ ଜଣାଯାଏ ଯେ , ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ

ପୁଣି ଫେରିଲା ଦନ୍ତା ,ଆତଙ୍କରେ ଅଂଚଳ ବାସି

ପୁଣି ଫେରିଛି ଗୋଟିକିଆ ଦନ୍ତା ,ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଂଚଳ ବାସି । ମଠତେନ୍ତୁଳିଆ ବରଦା ଷଡ଼ଙ୍ଗୀ ପୋରୁହଖୋଜ ଓ ଗଁ ଦିଆ ଗ୍ରାମ ପଂଚାୟତ ର ଅନେକ ଗ୍ରାମ ଯଥା ମଠତେନ୍ତୁଳିଆ ସୁରପ୍ରତାପ ରାଜକିଶୋରପୁର, ଇଲେଇଜଙ୍ଗ, ମୁଗପଦା, ଷଡ଼ଙ୍ଗୀ ବରଦା ,କୁସିଦା ଆଦି ଗ୍ରାମ ଗୁଡିକର ଜନସାଧାରଣ

ଜାତୀୟ ରାଜପଥର ଦୂରାବସ୍ଥା ନେଇ ଜନ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ାର ରସାସିଂହ ଠାରୁ କଣ୍ଟାବଣିଆ ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥ ସଂମ୍ପସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ , ରାସ୍ତା ରେ ଥିବା ଖାଲଖମଣ କୁ ମରାମତି ନ କରିବା , ରାସ୍ତା ରେ ପ୍ରଚୁର ଧୁଳି ଉଡ଼ିବା, ଫଳରେ ଦୈନଦିନ ଦୃଘଟଣା
error: Content is protected !!