ଓଡ଼ିଶା ବାହାରେ ଗଡ଼ିଲା ଶ୍ରାବଣ ସ୍ପେସିଆଲ ଟ୍ରେନ, ଓଡ଼ିଶାରେ ସ୍ପେସିଆଲ ଟ୍ରେନ ନାମରେ ରେଳ କର୍ତ୍ତୃପକ୍ଷ ଙ୍କ ଶୋଷଣନିତୀ
ଶ୍ରାବଣ ମେଳାକୁ ଭୁଲିଗଲେ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଜରୁରୀକାଳୀନ ସମୟରେ କଲେ ଏକାଧିକ ଟ୍ରେନ ବାତିଲ । ନାହିଁନଥିବା ହନ୍ତସନ୍ତ ହେଲେ ରେଳଯାତ୍ରୀ ଅନ୍ୟପଟେ ପାସେଞ୍ଜର ଟ୍ରେନ ଚାଳନା ସମୟରେ ରେଳ ଧାରଣା ମରାମତି କାର୍ଯ୍ୟ କରିବାରୁ ଦୀର୍ଘ ୧ ଘଣ୍ଟା ଭୁବନେଶ୍ୱର ଷ୍ଟେସନରେ ପଡି ରହିଲା ମେମୁ!-->…