ଢେଙ୍କାନାଳ ରଥଯାତ୍ରାରେ ଅଘଟଣ, ଅଂଶୁଘାତରେ ପ୍ରାଣ ହରାଇଲେ ବୃଦ୍ଧ !
ଢେଙ୍କାନାଳ ରଥଟଣା ବେଳେ ଅଘଟଣ, ଅଂଶୁଘାତ ରେ ବୃଦ୍ଧଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଜଗନ୍ନାଥ ଦର୍ଶନ କରିବାକୁ ମୁକ୍ତାଦେଇପୁର ଶାସନ ଅଞ୍ଚଳର ନିରୋଦ କୁମାର ରଥ (୭୨) ଏବଂ ତାଙ୍କ ପତ୍ନୀ ଆସିଥିଲେ । ହେଲେ ରଥଟଣା ସମୟରେ ହଠାତ ନିରୋଦ ପଡି ଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା!-->!-->!-->…