ପୁଣି ଢେଙ୍କାନାଳ ସହର ନିକଟରେ ସେକ୍ସ ରାକେଟ ଠାବ: ଜଣେ ରାଣୀ ମହୁମାଛି ଏବଂ ଜଣେ ଯୁବତୀ ସହ ୪ ଗ୍ରାହକ ଗିରଫ
ଢ଼େଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗର ସ୍ଥିତ ଏକ ଘରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିବା ବେଳେ, ସମ୍ପୃକ୍ତ ଘରେ ସେକ୍ସ ରାକେଟ ଚାଲୁଥିବାର ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦ ନଗର ଅଞ୍ଚଳରେ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଏକ ଘରଭଡା ନେଇଥିଲେ । ଦୀର୍ଘ…