କହ୍ନେଇପାଳ ସ୍କୁଲରେ ଚାଉଳ ବିକ୍ରି ଧରିଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟାଣାବିଲ ପଞ୍ଚାୟତ କହ୍ନେଇପାଳ ନୋଡାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ପାଚେରୀ ଡେଇଁ ରୋଷେୟା ନେଉଥିବା ବେଳେ ଧରିଲେ ଗ୍ରାମବାସୀ , ଘଟଣା ସ୍ଥଳ ରେ ଉତ୍ତେଜନା ବୃଦ୍ଧି ପାଇବାରୁ ଛୁଟିପରେ ଵି ଏକଘଣ୍ଟା ଅଟକ ରହିଥିଲେ ଶିକ୍ଷକ ଶିକ୍ଷୟତ୍ରୀ । ସରପଞ୍ଚ!-->!-->!-->…