ଉପରିସ୍ଥ ଅଫିସରଙ୍କ ଉପରେ ଆଖିବୁଜା ଗୁଳିମାଡ କଲେ ଓଡିଆ ଯବାନ
କୋଲକାତା ସ୍ଥିତ ଦେଶର ସର୍ବପୁରାତନ ମ୍ୟୁଜିୟମରେ ଅଘଟଣ, ଓଡ଼ିଆ ସିଆଇଏସଏଫ ଯବାନ ଙ୍କ ଆଖିବୁଜା ଗୁଳିମାଡ ରେ ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଥିବାର ସୂଚନା । ଗୁଳିମାଡ କରିଥିବା ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ଅକ୍ଷୟ ମିଶ୍ର ବୋଲି ଜଣାପଡିଛି । ଅନ୍ୟପଟେ !-->!-->!-->…