

ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ
ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ଶନିବାର ଦିନ ହେବାକୁ ଥିବା ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ଯେପରି!-->…
ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ ଘଟଣାର ପର୍ଦ୍ଦାଫାଶ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଖମାର ସାହିର ଲକ୍ଷ୍ମୀପୂଜା କମିଟି ସମ୍ପାଦକ ତଥା ରିୟଲ ଇଷ୍ଟେଟ ମାଲିକଙ୍କ ଘର ଉପରକୁ ଲକ୍ଷ କରି ୨ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ବୋମାମାଡ କରିଥିବା ଘଟଣାର ତିନି ଦିନ ପରେ ପୋଲିସ ପର୍ଦ୍ଦାଫାଶ କରିବା ସହିତ ଦୁର୍ବୃତ୍ତଙ୍କୁ ଗିରଫ କରିଛି ।
ଖମାର!-->!-->!-->…
ହାତୀ ଆକ୍ରମଣରେ ଚାଷୀ ଙ୍କ ଜୀବନ ଗଲା
ହିନ୍ଦୋଳ ଉପଖଣ୍ଡ ରେ ଗୋଟିଏ ବର୍ଷ ରେ କେବଳ ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡି ୧୦ ଜଣରୁ ଉର୍ଦ୍ଧ ମୃତ୍ୟୁ ବରଣ କରିସାରିଛନ୍ତି ।
ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଥାନା ଵାଵନ୍ଧ ଗ୍ରାମର ଚାଷୀ ବାବାଜୀ ବିଶ୍ଵାଳ ( ୫୮ ) ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡିଛି।ଖବର!-->!-->!-->…
ଘର ଉପରକୁ ବୋମାମାଡ଼
ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଖମାର ସାହିରେ ବୋମାମାଡ଼। ସାହିର ସୁଶାନ୍ତ କୁମାର ସାହୁଙ୍କ ଘରକୁ ବୋମାମାଡ କରାଯାଇଥିବା ସୂଚନା ।ବୋମାମାଡ଼ରେ ସୁଶାନ୍ତ ଙ୍କ ଘର ଗେଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଦୁଇଜଣ ଯୁବକ ବୋମାମାଡ କରି ଫେରାର ହୋଇଯାଇଥାବା ସିସିଟିଭିରୁ ଦେଖାଯାଇଛି ।
!-->!-->!-->…
ଦୁର୍ଘଟଣାରେ ଜଣେ ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ। ଅନୁଗୋଳ ରୁ କଟକ!-->!-->!-->…
ଦରମା ବୃଦ୍ଧି ଦାବିରେ ସ୍ୱଚ୍ଛସାଥି ଙ୍କ ଦାବିପତ୍ର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜରମାନେ ସେମାନଙ୍କ ଦରମାବୃଦ୍ଧି ଦାବି କରି ଆଜି ସ୍ଥାନୀୟ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ କି ,ସାରାରାଜ୍ୟରେ ସରକାରଙ୍କ ଅଧୀନରେ ବିଭିନ୍ନ!-->!-->!-->…
ସମ୍ପର୍କ ଓ ବିଶ୍ଵାସ
ବିଶ୍ୱାସ ସୁସ୍ଥ ସମ୍ପର୍କର ପରିଚାୟକ। ଦୁଇ ଜଣ ଯଦି ପରସ୍ପର ଉପରେ ବିଶ୍ଵାସ ରଖନ୍ତି ଓ ଯେ କୌଣସି ପରିସ୍ଥିତିରେ ଏହା ପ୍ରଶ୍ନବାଚୀ ନହୁଏ , ତେବେ ଏହାକୁ ଦୃଢ଼ ସମ୍ପର୍କ ବୋଲି ଧରି ନିଆଯାଏ। କିନ୍ତୁ , ସ୍ଥଳବିଶେଷରେ ଦେଖାଯାଏ ଯେ କିଛି ବ୍ୟକ୍ତି ଅଲଭ୍ୟ ରେ କିଛି ପାଇବା ପାଇଁ!-->…
ପାଉଁଶ ଗଦାକୁ ବିରୋଧ କରିବାରୁ ଗାଁ ରାସ୍ତାରେ ମାଟି ଗଦାଇଲେ ଦୁର୍ବୃତ୍ତ
ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଉପରପାଳ ଛକ ନିକଟରୁ ନିମିଧା ଗ୍ରାମକୁ ଯାଇଥିବା ରାସ୍ତାକୁ ମାଟି ଗଦାଇ ଦେଇଛନ୍ତି ଦୁର୍ବୃତ୍ତ ।ଯାହାଫଳରେ ନିମିଧା ଗାଁକୁ ଯାତାୟତ ଠପ ହୋଇଯାଇଛି ।
ଅଭିଯୋଗ ଅନୁଯାୟୀ , ଗାଁ ରାସ୍ତା ପାର୍ଶ୍ଵରେ କିଛି ମୁଷ୍ଟିମେୟ ଲୋକ କାରଖାନାର!-->!-->!-->…
ବମ୍ପା ଜଙ୍ଗଲ ରେ ୩ ବର୍ଷ ର ହାତୀ ଛୁଆର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ହାତୀ ଆକ୍ରମଣ ରେ ସାଧାରଣ ମଣିଷ ମୃତ୍ୟୁ ହେବା ଓ ଶିକାରୀ ଆକ୍ରମଣ ରେ ହାତୀ ମୃତ୍ୟୁ ଘଟଣା ଲାଗି ରହିଛି । ଗତକାଲି ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅନ୍ତର୍ଗତ ବମ୍ପା ଗ୍ରାମଠାରୁ ଚାରି କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଏକ ଛୁଆ ହାତୀର!-->…
ରାଜପଥ ଲୁଟେରା ଗ୍ୟାଙ୍ଗ୍ କୁ ଧରିଲା ପୋଲିସ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ପୋଲିସ୍ ଗତକାଲି ରାତିରେ ପେଟ୍ରୋଲିଙ୍ଗ୍ ସମୟରେ ନିମିଧା କେନାଲ ନିକଟରେ ଚାରି ପାଞ୍ଚ ଜଣ ସନ୍ଦିଗ୍ଧ ଯୁବକ ମାନଙ୍କୁ ସନ୍ଦେହ କରି ଅଧିକ ପୋଲିସ୍ ସହାୟତା ରେ ସେମାନଙ୍କୁ ଗିରଫ କରିବାକୁ ସଫଳତା ହାସଲ କରିଥିଲା।
ତଦନ୍ତ କରିବାରେ!-->!-->!-->…