

ହାଇୱା ଗାଡ଼ି ଓଲଟି ଡ୍ରାଇଭର ମୃତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ଡିହଡୋଳ ଛକରୁ ମହାବିରୋଡ , ପଙ୍ଗାତିରା ଓ ପଳାଶୁଣି ଦିଗକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ଅପରାହ୍ନ ସମୟରେ ଏକ ହାଇୱା ଗାଡ଼ି ଓଲଟି ପଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ପାଉଁଶ ବୋଝେଇ ହାଇୱା ଗାଡ଼ି ମହାବିରୋଡ ଦିଗକୁ ଦୃତ ଗତିରେ!-->!-->!-->…
ଟ୍ରକ୍ ଚୋରି
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଳୀ ବଜାର ଅଞ୍ଚଳ ରୁ ଟ୍ରକ୍ ଚୋରି ହୋଇଥିବା ଭୁବନ ଥାନା ରେ ଅଭିଯୋଗ ହୋଇଛି ।
ଭୂଷଳ ଗ୍ରାମର ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଭୀମ ସେନ ହୋତା ଙ୍କ ପୁଅ କମଲ କୁମାର ହୋତା ଙ୍କ ଗାଡ଼ି କୁ ଭୁବନ!-->!-->!-->…
କାମାକ୍ଷାନଗର ରେ ପୁଣି ମାତିଲେ କଳା ପଲସର ଲୁଟେରା,ଲୁଟିନେଲେ ଲକ୍ଷାଧିକ ଟଙ୍କା
କାମାକ୍ଷାନଗର ଥାନା ଅଞ୍ଚଳ ରେ ଲୁଟ ଆତଙ୍କ ର ଅନ୍ତ ହେଉନି l କିଛି ଦିନ ବ୍ୟବଧାନ ରେ ଆଜି ପୁଣି କଳାପଲସର ଗ୍ୟାଙ୍ଗ ଦ୍ୱାରା ଲୁଟ ର ଶିକାର ହୋଇଛନ୍ତି ଦମ୍ପତି l
ସୂଚନା ଅନୁସାରେ , କନ୍ତିଓ ପୁଟସାହି ଗ୍ରାମର ରୀନା ସାହୁ ଆଜି ନିଜ ସ୍ୱାମୀ ସୁଦାମ ଚରଣ ସାହୁ ଙ୍କ ସହ କାମାକ୍ଷାନଗର ସ୍ଥିର!-->!-->!-->…
ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ସହ ତିନି ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ଆଜି ସକାଳ ୯ ଘଟିକା ସମୟରେ ହିନ୍ଦୋଳ ଏନଏସି ର ଦୁଇଜଣ କଲେଜ ଛାତ୍ର ସାଗର ବେହେରା(ୱାର୍ଡନଂ-୪), ରାଜା ମହାପାତ୍ର(ୱାର୍ଡନଂ-୧୧) ଏକ ବାଇକ ଯୋଗେ ସ୍ଥାନୀୟ ରିଜିଓନାଲ!-->!-->!-->…
ନ୍ୟାୟ ପାଇଁ ପରିବାର ସହ ଏସ୍ପିଙ୍କ ଦ୍ୱାରସ୍ଥ
ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁକ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ନିକଟକୁ ନ୍ୟାୟ ପାଇଁ ପରିବାର ସହିତ ଏକ!-->…
କାଉଁରିଆପାଳ ପ୍ରିମିୟର ଲିଗ୍ ଉଦଯାପିତ, ଚାନ୍ଦପୁର ଚାମ୍ପିୟନ
ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କାଉଁରିଆପାଳ ପ୍ରିମିୟର ଲିଗ୍ -୨୦୨୪ ଉଦଯାପିତ ହୋଇଯାଇଛି ।
ଫାଇନାଲ ମ୍ୟାଚରେ ଚାନ୍ଦପୁର ଓ ଆଠଗଡ଼ ଏକ ସିରିଜ ଫର୍ମାଟରେ ପରସ୍ପରକୁ ସାମ୍ନା କରିଥିଲେ ।
ନିର୍ଦ୍ଧାରିତ ମୋଟ ୩ ମ୍ୟାଚ ରୁ ପ୍ରଥମ ୨ ମ୍ୟାଚ!-->!-->!-->!-->!-->…
ରାସ୍ତା ନିର୍ମାଣରେ ବାଧା ଦେବାକୁ ନେଇ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଅଞ୍ଚଳରେ ଏକ ରାସ୍ତା ନିର୍ମାଣରେ ବାରମ୍ବାର ବାଧା ସୃଷ୍ଟି କରାଯାଉଥିବାରୁ ସମ୍ପୃକ୍ତ ୱାର୍ଡବାସି ଆଜି ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ।
ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ସିଙ୍କୋଳ,ଜାମ୍ମୁ ସାହି, ନୁଆସାହି, ବରଗୋଜ, କୁଳିଆତୋଟା!-->!-->!-->…
ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ଏକ ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ଓ ଅନିୟମିତତାକୁ ନେଇ କଂସରା ବାସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , କଂସରା ପଂଚାୟତର କଂସରା ଗ୍ରାମରେ ସରକାରୀ ଜାଗା ଖାତା ନଂ-୨୦୬ , ପ୍ଲଟ!-->!-->!-->…
ସାଂସଦ ଙ୍କ ଗାଡ଼ି ଧକ୍କାରେ ଜଣେ ମୃତ
ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କା ରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନା ଅଞ୍ଚଳର ସର୍ବେଶ୍ୱର ଚୌଧୁରୀ ।
ସୂଚନା ଅନୁଯାୟୀ , ଜୁଏଲଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱର ରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ ସର୍ବେଶ୍ୱର ଚୌଧୁରୀ ଙ୍କ!-->!-->!-->…
ମହିଳାଙ୍କୁ ଆକ୍ରମଣ , ଥାନାରେ ଏତଲା
ଭୁବନ ଏନ୍ ଏ ସି ରେ ମହିଳାଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ରେ ଗୋପାଳ ସାହି ନିକଟରେ।
ସୂଚନା ଅନୁଯାୟୀ , ଘର ରାସ୍ତାରେ ଅଳିଆ ଆବର୍ଜନା ପଡିବାକୁ ନେଇ ତନୁଶ୍ରୀ ସାହୁ ବଡ ଜାଆ ତଥା ପୂର୍ବତନ ନଗରପାଳ ସରୋଜ ନଳିନୀ!-->!-->!-->…