

ଟ୍ରେନ ଲାଇନ ରେ କାର୍ଯ୍ୟରତ କର୍ମଚାରୀ ଗୁରୁତର
ଢେଙ୍କାନାଳ ରେଳ ଷ୍ଟେସନ ନିକଟରେ ରେଳ ଧାରଣା କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟି ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି ।
କର୍ମଚାରୀ ଜଣକ କୃଷ୍ଣଚନ୍ଦ୍ର ମହାରଣା ବୋଲି ଜଣାଯାଇଛି । ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଛି । କାମ କରୁଥିବା କର୍ମଚାରୀ ମାନେ ତାଙ୍କୁ ଜିଲ୍ଲା ମୁଖ୍ୟ!-->!-->!-->…
ଷଣ୍ଢ ଆକ୍ରମଣରେ ଚାଲିଗଲା ଟ୍ରଲି ଚାଳକଙ୍କ ଜୀବନ
ଖମାର ସାହି ନିକଟରେ ଷଣ୍ଢ ଆକ୍ରମଣରେ ଜଣେ ଟ୍ରଲି ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ସେହି ଖମାର ସାହିର ଗଗନ ନାଏକ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ , ଗଗନ ଟ୍ରଲି ଚଳାଇ ପରିବାର ଚଳାଇଥାନ୍ତି । ଗତକାଲି କାମ ସାରି ରାତି ପ୍ରାୟ ୯ଟା ବେଳେ ଘରକୁ ଫେରୁଥିଲେ । ରାସ୍ତାରେ ଷଣ୍ଢ!-->!-->!-->…
ଜନ ପ୍ରତିନିଧି ଠୁ ସରକାରୀ ଅଧିକାରୀ ସମସ୍ତେ ଚୁପ୍, ପୌରଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛି କିଏ ?
ଢେଙ୍କାନାଳ ପୌରପାଳିକାର ପିଛା ଛାଡ଼ୁନି ଦୁର୍ନୀତି । ଲାଇଟ , ସଫେଇ ଠାରୁ ଆରମ୍ଭ କରି ଡ୍ରେନ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ବାରମ୍ବାର ଛନ୍ଦି ହେଉଛି ଢେଙ୍କାନାଳ ପୌରପାଳିକା । ବିଗତ ଦିନରେ ଅଲୌକିକରଣ କାର୍ଯ୍ୟ ରେ ୧୭ ଲକ୍ଷ ର ହିସାବ ମିଳିନଥିବା ବେଳେ ଟାକ୍ସ କଲେକ୍ସନ ରେ ୧୦!-->!-->!-->…
ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ ! ବୈଠକ ପରେ ବସୁଛି ବୈଠକ,…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ଥରିୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ସରକାରୀ ଅଧିକାରୀ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଦେଇଯାଇଥିବା ୫୫ ନମ୍ବର!-->!-->!-->…
ପିକ୍ଅପ ଧକ୍କାରେ ଜଣେ ମୃତ ,୧ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଗୋବରୀ ଗାଁ ନିକଟରେ ପିକ୍ ଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଜଣଙ୍କ ମହାବିରୋଡ଼ ଥାନା ଡୋଲିଆ ଗାଁର ମିଲୁ ସିଂହ । ଗୁରୁତର ଯୁବକ ଜଣକ!-->…
ପିକ୍ଅପ ଧକ୍କାରେ ଜଣେ ମୃତ ,୧ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଗୋବରୀ ଗାଁ ନିକଟରେ ପିକ୍ ଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଜଣଙ୍କ ମହାବିରୋଡ଼ ଥାନା ଡୋଲିଆ ଗାଁର ମିଲୁ ସିଂହ । ଗୁରୁତର ଯୁବକ ଜଣକ!-->…
ନାବାଳକ କୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୪ ନମ୍ବର ୱାର୍ଡରେ ଭଡାଘରେ ରହୁଥିବା କାର୍ଯ୍ୟରତ କିରାଣୀ ଏକ ନାବାଳକ କୁ ବାଡ଼ିରେ ମରଣାତ୍ମକ ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ , ହିନ୍ଦୋଳ ଏନ୍ ଏ ସି ୩ ନମ୍ବର ୱାର୍ଡ଼ ର ଅଶୋକ ସାହୁ ଙ୍କ ସାନ ପୁଅ ସରୋଜ ସାହୁ (୧୪) ଘର!-->!-->!-->…
ଦୀପରୁ ଲାଗିଲା ନିଆଁ, ବୃଦ୍ଧା ଗୁରୁତର
ଦୀପରୁ ଲାଗିଲା ନିଆଁ, ଢେଙ୍କାନାଳ ସହର ସ୍ଥିତ ସିଦ୍ଧ ବଳଦେବ ଜୀଉ ଙ୍କ ମନ୍ଦିରରେ ଅଘଟଣ । ବୃଦ୍ଧା ଙ୍କ ଦେହରେ ନିଆଁ ଲାଗିବାରୁ ବୃଦ୍ଧା ଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।ବୃଦ୍ଧା ଜଣଙ୍କ ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ!-->…
ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲା ଗ୍ରାମପଞ୍ଚାୟତର କଂସରକୁଟୁ ସାହିର କସଟୁ ପ୍ରଧାନଙ୍କର ପୁତ୍ର ଶ୍ରୀନିବାସ ପ୍ରଧାନ ୪୫ ବର୍ଷ ବୟସ ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି l ୫ ଦିନ ପୂର୍ବରୁ ଘର ଭିତରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ!-->…
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ କମ୍ପାନୀରେ କାର୍ଯ୍ୟକରୁଥିବା ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନା ଅଞ୍ଚଳର ଆନନ୍ଦ!-->!-->!-->…