News
lipub
samparksetu

କୃଷି ଅଧିକାରୀଙ୍କ ପ୍ରସଂଶନୀୟ କାମ, ଅସନ୍ତୁଷ୍ଟ ଚାଷୀଙ୍କୁ ନିଜେ ସାର, ଔଷଧ ଯୋଗାଇ ଦେଲେ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର କିଛି ଚାଷୀ ସ୍ଥାନୀୟ ପଞ୍ଚାୟତର କୃଷକ ସାଥୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ସମାଜସେବୀକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର ଓ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସିଂହଙ୍କୁ ଭେଟିଥିଲେ। ସରକାରୀ ବିହନ, ଔଷଧ ଓ ସାର

ଆସୁଛି ଖରାଦିନ ଅଚଳ ପଡିଛି ନଳକୂପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମ ପଞ୍ଚାୟତ ଚକ୍ରଧର ପୁର ରେ ସବୁବେଳେ ପାଣି ସମସ୍ୟା ଲାଗିରହିଛି । ଗତ କିଛି ଦିନ ତଳେ ଗୋଟିଏ ନଳକୂପ ଖରାପ ହୋଇ ଠିକ ହୋଇ ଥିବାବେଳେ, ଏକ ସପ୍ତାହ ନ ପୁରୁଣୁ ଅନ୍ୟ ଏକ ନଳକୂପ ଖରାପ ହୋଇ ପଡ଼ିଛି ଯାହା ଫଳରେ ଜନସାଧାରଣ ପାଣି

ଟାଟା ବିଏସ୍ଏଲ୍ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ୨୦୨୧ ପାଳନ

ଛାତ୍ରଛାତ୍ରୀ,ଗ୍ରାମବାସୀ ଏବଂ ଏନ୍ଏଚ୍ ୫୫ ର ଯାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଢେଙ୍କାନାଳ ଆରଟିଓ ଶ୍ରୀଯୁକ୍ତ ବସନ୍ତ କୁମାର ମାଝୀ। ଜାତୀୟ ସଡ଼କ ସୁରକ୍ଷା ମାସର ଏକ ଅଂଶ ଭାବରେ ଟାଟାଷ୍ଟିଲ ବିଏସ୍ଏଲ୍ କମ୍ପାନୀ ଦ୍ବାରା ସମସ୍ତ କର୍ମଚାରୀ , ସ୍ଥାନୀୟ

ପୁଣି ଶଙ୍ଖ ନାଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୋନ- ୩ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଜେଡି ପ୍ରାର୍ଥୀ ମମତା ପାଣି ବିପୁଳ ଭୋଟରେ ବିଜୟଲାଭ କରିଛନ୍ତି ସେହିଭଳି ଜୟପୁରା କାଟେଣୀ ପଞ୍ଚାୟତ ଉପନିର୍ବାଚନରେ ସରପଞ୍ଚ ଭାବେ ରୋଜାଲିନ କାଣ୍ଡି ମଧ୍ୟ ବିଜୟ ମୁକୁଟ

ଆସିଛି ପ୍ରେମ ଋତୁ

ଆସିଛି ପ୍ରେମଋତୁସଭିଙ୍କର ମନ କୁତୁକୁତୁ।୦।ଚାରିଆଖି ହେଲେ ମିଳନଚାଲିଆସେ ପ୍ରେମଫଗୁଣସପନର ହୁଏ ମେଲଣରଙ୍ଗ ଭରା ଲାଗେ ଜୀବନପ୍ରେମତ ଶାସ୍ଵତ ନୁହେଁତ ଦୈହିକଦେହଧର୍ମୀ ପ୍ରେମ ଦେଇଥାଏ ଦୁଃଖପଵିତ୍ର ପ୍ରେମରେ ଏ ମନ ମାତୁ।୧। ପ୍ରେମରେ ରହିଲେ ସର୍ତ୍ତଛଳନା ସନ୍ଦେହ ସ୍ଵାର୍ଥପ୍ରେମ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ଅତ୍ୟଧିକ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପରିବହନରେ ଲାଭବାନ୍‌ ହେବେ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ନ୍ୟାୟୋଚିତ କଥା କହି ପରିସ୍ଥିତିକୁ

ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ତାଲା ଭାଙ୍ଗି ଲୁଟ୍ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁଆଳୁ ପଞ୍ଚାୟତ ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ଲୁଟ୍ ଅଭିଯୋଗ ।ପରମହଂସପୁର ଛକଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ଶୁକ୍ରବାର ବ୍ୟାଙ୍କ କାର୍ଯ୍ୟାଳୟ ଖୋଲିଲା ବେଳକୁ ମୁଖ୍ୟ

ହିନ୍ଦୋଳରେ ଆପ୍ ର କର୍ମୀ ସମାବେଶ

ହିନ୍ଦୋଳରେ ଆପ୍ ର କର୍ମୀ ସମିଳନୀ ରାତ୍ନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୋଳ ନିର୍ବାଚନ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରିବା, ହିନ୍ଦୋଳ ବିଜ୍ଞାପିତ ଅଂଚଳ ଓ ବ୍ଲକର ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ

ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ

ଆଧୁନିକ ଯୁଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏକ ଅପରିହାର୍ଯ୍ୟ। ଛାତ୍ର ଛାତ୍ରୀମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା ସମୟରେ ଏହାର ଆବଶ୍ୟକତା ଅନୁଭବ କରି ସରକାର ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ହେବା ସହ କୋଟି କୋଟି ଟଙ୍କା

ଦନ୍ତା ଆକ୍ରମଣରେ ହାତୀ ଶାବକର ମୃତ୍ୟୁ !

ହିନ୍ଦୋଳ ରେଞ୍ଜ ଗୋବିନ୍ଦପୁର ଗ୍ରାମ ନିକଟ କନ୍ଧରା ସଂରକ୍ଷିତ ବନାଞ୍ଚଳରେ ଏକ ହାତୀ ଶାବକର ମୃତଦେହ ମିଳିଛି । ୩-୪ ଦିନ ହେବ ହାତୀ ଶାବକ ଟିର ମୃତ୍ୟୁ ଘଟିଥିବା ର ଅନୁମାନ କରାଯାଉଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପ୍ରକୃତ କାରଣ ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ
error: Content is protected !!