News
lipub
samparksetu

ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଅଘଟଣ, ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ଅଘଟଣ ପୋଖରୀ ରେ ବୁଡି ଜଣେ ପ୍ରାଣ ହାରିଛନ୍ତି ୭୦ ବର୍ଷୀୟ ବୃଦ୍ଧ । ସୂଚନା ଅନୁଯାୟୀ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୫ ନମ୍ବର ଓ୍ବାର୍ଡର ନରୋତ୍ତମ ଗୁରୁ ( ୭୦ ) ଗତକାଲି ଧାନ ଅମଳ କରି ପୋଖରୀ କୁ ଯାଇ ଆଉ ଫେରି ନଥିଲେ । ବହୁ

ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ

ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଚଳିତ ବର୍ଷ କରୋନା କଟକଣାରେ ପାଳନ ହେଭି ସାଧାରଣ ତନ୍ତ୍ର ଦିବସ । କରୋନାକୁ ଦୃଷ୍ଟିରେ ରଖି ଏଥର ସାଧାରଣତନ୍ତ୍ର ଦିବସରେ କେବଳ ପୁଲିସ ବାହିନଷ ଅଂଶଗ୍ରହଣ କରିବେ ସେହିପରି ଛାତ୍ର ଓ ଏନସିସି କ୍ୟାଡେଟ ଅଂଶଗ୍ରହଣ

ଢେଙ୍କାନାଳରେ ପହଁଚିଛି କରୋନା ଟିକା ; ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ

ବହୁ ଅପେକ୍ଷା ର ଅନ୍ତ ଘଟିଛି । ଢେଙ୍କାନାଳରେ ପହଁଚିଛି କରୋନା ଟିକା । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ବୁଧବାର ସଂନ୍ଧ୍ୟାରେ ପ୍ରଥମ ଦଫା ରେ ଏକ ସ୍ୱତନ୍ତ୍ର ଭ୍ୟାକସିନ ଭ୍ୟାନ ଯୋଗେ ଭୁବନେଶ୍ୱରରୁ ୫୦୦୦ କୋଭିସିଲ୍ଡ ଟିକା ଆସି ପହଁଚିଛି । ଏହାକୁ ଡାକ୍ତରଖାନାର

ଆଜି ଭାରତୀୟ ସେନା ଦିବସ

ଆଜି ୭୩ ତମ ଭାରତୀୟ ସେନା ଦିବସ । ଭାରତୀୟ ସେନାକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନଟିଏ । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍‌ କେସ କରିୟମ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜିର ଗ୍ରହପ୍ରଭାବରେ ଅନୁକୂଳ ପରିବେଶ କାମ ହାସଲ କରିବାରେ ସାହାଯ୍ୟ କରିବ। ଚନ୍ଦ୍ର ସମାଗମସ୍ଥ ହେତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁ ଅନୁତପ୍ତ ହେବେ। ପ୍ରତୀକ୍ଷିତ ବନ୍ଧୁଟି ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ପାଖରେ ପହଞ୍ଚିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ

ରାତି ଅଧରେ ମହିଳା ଚା’ଦୋକାନୀ ଙ୍କୁ ଆକ୍ରମଣ , ଲୁଟିନେଲେ ଟଙ୍କା ଏବଂ ସୁନା ଗହଣା ; ଅପରାଧୀ ଙ୍କୁ ଗିରଫ୍ ନକରି…

ଗତ ୨୫ ଡିସେମ୍ବର ରାତିରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଛକରେ ଜନୈକ ମହିଳା ଚା'ଦୋକାନୀ ତାଙ୍କ ପରିବାର ଉପରେ ସ୍ଥାନୀୟ ଅଂଚଳ ର କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କ ଘରର ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ଭଙ୍ଗାରୁଜା କରିି ନଗଦ ଟଙ୍କା, ସୁନା

ସଚେତନ ନାଗରିକ ଫୋରମ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥିଙ୍କ ଉପସ୍ଥିତରେ ଫୋରମର ସମସ୍ତ ସଦସ୍ୟ ମାନେ ଉତ୍ସବର ମୁଖ୍ୟ ଆକର୍ଷଣରେ ମକର ସଂକ୍ରାନ୍ତିର ପରମ୍ପରା ଅନୁଯାଇ ବିଭିନ୍ନ

ଗାନ୍ଧୀ ମାର୍ଗରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ ଠାରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଢେଙ୍କାନାଳ ଗାନ୍ଧୀ ମାର୍ଗରେ ଥିବା ଫକିର ମୋହନ ସ୍ମୃତି ସଦନଠାରେ ଜିଲ୍ଲାପାଳ ଭୂମେଶଚନ୍ଦ୍ରକ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ

ନିର୍ମାଣଧୀନ ଓପିଟିସିଏଲ୍ ର ମେସିନ୍ ପୋଡି ଘଟଣାରେ ୩ ଗିରଫ

କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ଠାରେ ଗତ ଡିସେମ୍ବର ୧୮ତାରିଖରେ ନିର୍ମାଣଧୀନ ଓପିଟିସିଏଲ୍ ର ଟାଉନ୍ ସିପ ଗୃହ ନିର୍ମାଣ ପାଇଁ ଜମି ସମତାଳରେ ଆୟୋଜିତ ୬ ଟି ମେସିନ୍ ପୋଡି ଘଟଣାରେ ପୋଲିସ୍ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀଙ୍କ ୫୫ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ; ସୁରକ୍ଷା ର ପ୍ରତିଶ୍ରୁତି…

ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବାଙ୍ଗୁରିସିଂହା ଗାଁରେ ବାରଂ ବାରଂ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଘର ଭାଙ୍ଗିବା ସହ ଚାଷ ଉଜାଡିଦେଉଛନ୍ତି ହାତୀପଲ । ଏହାକୁ ବିରୋଧ କରି ଆଜି ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ । ବୁଧବାର ବିଲମ୍ବିତ ରାତିରେ ହାତୀପଲ ଗାଁରେ ପଶି
error: Content is protected !!