

ଖୁବଶୀଘ୍ର ବାଇପାସ୍ ରାସ୍ତା ସହ ସଂଯୋଗ କରୁଥିବା ଏକ ନୂତନ ରାସ୍ତା ହେବ ନିର୍ମାଣ
ଜିଲ୍ଲା ସ୍ବାସ୍ଥ୍ୟ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ରୋଗୀ କଲ୍ୟାଣ ସମିତିର ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର!-->!-->!-->…
ଦଳ ପରିବର୍ତ୍ତନ କରିନାହାନ୍ତି ସୁମିତ୍ରା, ଜାରିକଲେ ଘୋଷଣା ପତ୍ର
ଦଳ ପରିବର୍ତ୍ତନ କରି ନାହାନ୍ତି ପୂର୍ବତନ ଉପ ନଗରପାଳ ସୁମିତ୍ରା ଭୋଇ । ଏନେଇ ଏକ ଘୋଷଣା ପତ୍ର ଜାରି କରିଛନ୍ତି ନିଜେ ସୁମିତ୍ରା । ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ଗତକାଲି ହୋଇଥିବା ମିଶ୍ରଣ ପର୍ବରେ ବିଭିନ୍ନ ନେତା ଏବଂ କର୍ମୀଙ୍କ ଫଟୋ ମଧ୍ୟରେ ସୁମିତ୍ରା ଙ୍କ ଫଟୋ ଥିବା ବେଳେ ବିଭିନ୍ନ!-->…
ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନ ମ୍ୟାଚ ରେ ୟୁନିକ କ୍ରିକେଟ ଏକାଡେମୀ ବିଜୟ
ଭୁବନ ମିନି ଷ୍ଟାଡିୟମରେ ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ୨ୟ ଦିନ ମ୍ୟାଚରେ ଫ୍ରେଣ୍ଡସ କ୍ରିକେଟ କ୍ଲବ (ତାଳଚେର) ଓ ୟୁନିକ କ୍ରିକେଟ ଏକାଡେମୀ (କେଉଁଝର) ଅନୁଷ୍ଠିତ ହୋଇଥିଲା।
ଏହି ମ୍ଯାଚରେ ୟୁନିକ କ୍ରିକେଟ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୨୬.୩ ଓଭରରେ!-->!-->!-->…
ଫିଟର ୱାର୍କସପରୁ ଆଇପିଏସ ଅଫିସର, କିଛି ଏଭଳି ଥିଲା ତାଙ୍କ ଯାତ୍ରା
ଢେଙ୍କାନାଳ ଜିଲ୍ଲାର ନବ ନିଯୁକ୍ତି ଆରକ୍ଷୀ ଅଧିକାରୀ କେ.ଶିବା ସୁବ୍ରମଣି । ଆଇପିଏସ ସ୍ଥରରେ ଅଦଳ ବଦଳ ପରେ ୨୦୦୯ ବ୍ୟାଚ ର ଏହି ଆଇପିଏସ ଅଫିସର ଙ୍କୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଆରକ୍ଷୀ ଅଧିକାରୀ ଦାୟିତ୍ୱ ।
ତେବେ ଜାଣିଛନ୍ତି ଆଇପିଏସ ଅଫିସର ସୁବ୍ରମଣି ଙ୍କ ଯାତ୍ରାର କାହାଣୀ ।!-->!-->!-->…
ଖବର ପ୍ରସାରଣ ପ୍ରଭାବ, ମିଳିଲା ଦିବ୍ୟାଙ୍ଗ ଭତ୍ତା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗ୍ରାମ ଆଦିବାସୀ ସମ୍ପ୍ରଦାୟର ଟିପୁ ଦେହୁରୀ(୪୦) ଙ୍କ ଗୋଟିଏ ବୋଲି ପୁଅ ରାହୁଲ (୧୧ ) ।
ରାହୁଲ ଜନ୍ମରୁ ଦିବ୍ଯାଙ୍ଗ , ଜଣେ ମଜୁରୀଆ ଭାବେ ଟିପୁ ପରିବାର ଚଳାଇବା ସହ ପୁଅର ବୋଝ ସମ୍ଭାଳନ୍ତି । ପୁଅର!-->!-->!-->!-->!-->…
ଘର ତିଆରି କରୁଛନ୍ତି କି ତେବେ ଏହି ଦିଗ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ
ତେବେ ବସ୍ତୁଶାସ୍ତ୍ର କାହାକୁ କୁହାଯାଏ ? ଯେକୌଣସି ଘରେ କିମ୍ବା ଭବନରେ ପାଞ୍ଚ ଭୁତର ସଠିକ ସନ୍ତୁଳନକୁ ବସ୍ତୁ ଶାସ୍ତ୍ର କୁହାଯାଏ । ଯଦି ତାକୁ ସରଳ ଭାଷାରେ କହିବା ବସ୍ତୁ ହେଉଛି ଗୋଟିଏ ପ୍ରାଚୀନ ବିଜ୍ଞାନ , ଯାହାକୁ ପୂର୍ଵ କାଳର ଲୋକମାନ ପ୍ରୟୋଗ କରି ନିଜର ମନ ପସନ୍ଦର ଗୃହ ନିର୍ମାଣ!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ କୁନି ଝିଅ ମିକି
ଜନ୍ମଦିନ କିଏ କେକ କାଟି ପାଳନ କରେ ତ କିଏ ମଉଜ ମଜଲିସ ରେ ଦିନଟି କାଟେ ହେଲେ, ଅନ୍ୟକୁ ଖୁସି କରି ନିଜର ଜନ୍ମଦିନ ପାଳିବା ବ୍ୟକ୍ତିତ୍ୱ ସତରେ ଖୁବ କମ ।
ଏଭଳି ଜନ୍ମ ଦିନ ପାଳନ କରିଛନ୍ତି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଗ୍ରା.ପ ଅନ୍ତର୍ଗତ ତାଳଡ଼ଙ୍ଗା ଗ୍ରାମର ସୁମନ୍ତ ସାହୁ ଏବଂ ମିଲି!-->!-->!-->…
ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତ ର ଦଲକ ଗ୍ରାମରେ ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା ।
ଗୋଚର ଜମି ଉପରେ ବିନା ଫଳକରେ ଏବଂ ମେସିନ ଦ୍ୱାରା NREGS କାମ ହେଉଛି । ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କହିବା କଥା ସେ ଏହିସବୁ!-->!-->!-->!-->!-->…
ବିଦ୍ୟୁତ୍ ବିଭ୍ରାଟ ଦୂର କରିବା ପାଇଁ ୨ ବର୍ଷ ତଳେ ସ୍ଥାପିତ ହୋଇଥିଲା ଟ୍ରାନ୍ସଫର୍ମର ; ଆଜିଯାଏଁ ହୋଇପାରିଲା ନାହିଁ…
ଢେଙ୍କାନାଳ ଜିଲ୍ଲାର ବିଦ୍ୟୁତ୍ ସେବାର ଅବସ୍ଥା ଦିନକୁ ଦିନ ଅବହେଳିତ ହୋଇ ଚାଲିଛି। ଏହି କାରଣରୁ ଉପଭୋକ୍ତା ହଟହଟା ହେବାକୁ ମଧ୍ୟ ପଡୁଛି। ବିଦ୍ୟୁତ୍ ବିଲ୍ ଠାରୁ ଆରମ୍ଭ କରି ସେବା ପ୍ରଦାନର ବିଭିନ୍ନ ପ୍ରକାର ତୃଟି ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଉଛି।
ଜିଲ୍ଲାର ଗଁଦିଆ ବ୍ଲକ!-->!-->!-->…
ସପ୍ତମ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଦା ଖେଳ ପଡିଆରେ କାରନ୍ଦା ଗ୍ରାମ ପକ୍ଷରୁ କେ.ସି.ସି କ୍ରିକେଟ୍ କପ୍ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ପଡା ଓ ଶିରିଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ପଡା ପ୍ରଥମେ ଟସ୍ ବିଜୟୀ ହୋଇ ଶିରିଡି କ୍ରିକେଟ୍ ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ!-->!-->!-->…