News
lipub
samparksetu

ଖବର ପ୍ରସାରଣ ର ପ୍ରଭାବ ; ବବିତା ଙ୍କ ପାଖରେ ପହଞ୍ଚିଲା ଡାକ୍ତରୀ ଟିମ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ (ଖ ) ପଞ୍ଚାୟତ ଅନ୍ତର୍ଗତ ମଠଖୋକସା ଗ୍ରାମରେ ।ଭିଓ-୧_ ଗ୍ରାମର ଶ୍ରୀଧର ଦାସଙ୍କ ଝିଅ ବବିତା ଦାସ ୨୫ ବର୍ଷ । ବବିତାର କପାଳ ଓ ଆଖି ଭୃଲତାରେ ଧୀରେ ଧୀରେ ମାଂସ ବଢିବାରେ ଲାଗିଛି ଅସ୍ବାଭାବିକ ମାଂସ ବୃଦ୍ଧି ଯୋଗୁଁ ସେ କିଛି ଦେଖି ପାରୁନାହିଁ ।

ସାରା ବିଶ୍ୱ ପାଳୁଛି ଖ୍ରୀଷ୍ଟମାସ ହେଲେ ଜାଣିଛନ୍ତି କି କଣ ରହିଛି ଖ୍ରୀଷ୍ଟମାସ ପଛର କାହାଣୀ

ଡିସେମ୍ବର ୨୫କୁ ସାରା ବିଶ୍ୱ ବଡ଼ଦିନ ବା ଖ୍ରୀଷ୍ଟମାସ ରୂପେ ପାଳନ କରିଥାଏ । ଖ୍ରୀଷ୍ଟମାସ ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ସବୁଠାରୁ ବଡ଼ ପର୍ବ, ତେବେ ୨୫ ଡିସେମ୍ବର ଦିନ ହିଁ କାହିଁକି ପାଳନ ହୁଏ ବଡ଼ଦିନ ବା ଖ୍ରୀଷ୍ଟମାସ । ଖ୍ରୀଷ୍ଟମାସ ଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ । ବାଇବେଲ ଅନୁସାରେ

ଆଜି ପବିତ୍ର ସୁଦଶାବ୍ରତ, ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ୱ

ଯେକୌଣସି ମାସର ଶୁକ୍ଲପକ୍ଷର ଦଶମୀ ତିଥିରେ ଗୁରୁବାର ପଡିଲେ ,ସେହି ତିଥିରେ ସୁଦଶାବ୍ରତ ପାଳନ କର ଯାଇଥାଏ । ଗୁରୁବାର ସୁଦଶାବ୍ରତ ପାଳନ କରାଯାଉଥିବା ବେଳେ, ବିଭିନ୍ନ ଲକ୍ଷ୍ମୀ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରରେ ମହିଳାମାନେ ପୂଜାର୍ଚ୍ଚନା କରିଥାଆନ୍ତି । କୁହାଯାଏ ପରିବାର

ମୁହଁରେ ବଢୁଛି ମାଂସ ପିଣ୍ଡୁଳା ,ଯନ୍ତ୍ରଣାରେ ଛଟପଟ ବବିତା ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଆଖି ଥାଇ ଅନ୍ଧୁଣୀ, ଦୁନିଆଁ କଣ ଦେଖିବା ଆଗରୁ ସବୁ ଅନ୍ଧାର । ଦିନକୁ ଦିନ ମୁହଁରେ ବଢୁିବାରେ ଲାଗିଛି ମାଂସ ପିଣ୍ଡୁଳା । ଅପରେସନ ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା । କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ କିନ୍ତୁ ଗତ ବର୍ଷ ଅଗ୍ନିକାଣ୍ଡ ରେ ସର୍ଵଶ୍ୱ ହରାଇଥିବା ପରିବାରକୁ…

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ! ଗତ ବର୍ଷ ହୋଲି ବେଳେ ଅଗ୍ନିକାଣ୍ଡ ଘଟି ଚାରି ଚାରିଟି ପରିବାର ସର୍ବସ୍ବାନ୍ତ ହରାଇ ବସିଛନ୍ତି। ଦୀର୍ଘ ଦିନ ହେଲା ପିଲାଛୁଆ ଧରି ପଲିଥିନ ତଳେ ଜୀବନ ବିତାଇବାକୁ ପଡୁଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ

ରାସ୍ତା କଡ଼ରେ ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟି

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ବିଦ୍ୟୁତ୍ ଖୁଣ୍ଟ ବାଟୋଇ ମାନଙ୍କ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ ଖୁଣ୍ଟ ଅଛି। ଏତେ ବର୍ଷର ଲୁହା ଖୁଣ୍ଟ ମୂଳ କଳଙ୍କି

ନୂତନ ଏଡିଏମଙ୍କ ଯୋଗଦାନ

ଢେଙ୍କାନାଳ ରେ ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ଶଶାଙ୍କ ଶେଖର ଦାସ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ । ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଭାଗୀୟ ଅଧିକାରୀ ଓ

ଖବର ପ୍ରସାରଣ ପରେ କାର୍ଯ୍ୟକାରୀ ହେଲା ଦୀର୍ଘ ବର୍ଷ ଧରି ଖତ ଖାଉଥିବା ଟ୍ରାନ୍ସଫର୍ମର

ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ତେବେ କିଛିଦିନ ଟ୍ରାନ୍ସଫର୍ମରଟି କାର୍ଯ୍ୟ କରିବା ପରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା ।

କାଳିଆର ହତ୍ୟାକାରୀକୁ ଗିରଫ କଲା ପୋଲିସ୍, ଜାଣନ୍ତୁ କିଭଳି ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ

ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା , ପୋଲିସ ହାତରେ କାଳିଆର ହତ୍ୟାକାରୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋମଳ ଶିଶୁକୁ ଶ୍ୱାସରୁଦ୍ଧ କରି ମାରିଦେଲା  ପଡୋଶୀ ମହିଳା  । ୧୬ ଡିସେମ୍ବର ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ
error: Content is protected !!