

ଖବର ପ୍ରସାରଣ ର ପ୍ରଭାବ ସରକାରୀ ସୁବିଧା ପାଇବେ ବେବିନା ଏବଂ ତାଙ୍କ ପରିବାର
ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା(୬୬ ) ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି ସନ୍ତାନ!-->…
ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବିଭୁତି!
ଦୃଢ଼ ଇଚ୍ଛା ଶକ୍ତି ହିଁ ଜଣେ ଦିବ୍ୟାଙ୍ଗ ଯୁବକ ଙ୍କୁ କରିପାରିଛି ସ୍ୱାବଲମ୍ବୀ ନିଜସ୍ୱ ଉଦ୍ୟମରେ ଜଣେ ସଫଳ ଚାଷୀ ହୋଇଥିବାବେଳେ ଅନେକଙ୍କୁ ସେ ଦେଇଛନ୍ତି ରୋଜଗାର । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତର କଟାବାହାଳ ଗାଁ ର କିଶୋର ଚନ୍ଦ୍ର ପ୍ରଧାନଙ୍କ ପୁଅ ବିଭୁତି।
ଏକ!-->!-->!-->…
ରାସ୍ତା କାମ କୁ ନେଇ ଗଣ୍ଡଗୋଳ ; ୩ ଆହତ , ୩ ଗିରଫ
ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଁଳାବେଡା ଗ୍ରାମରେ ରାସ୍ତା କାମ ଓ ଗଛ କଟା କୁ ନେଇ ତୁମୁଳକାଣ୍ଡ । ଦୁଇ ଗୋଷ୍ଠି ମଧ୍ୟରେ ଠେଙ୍ଗା ଓ ଭୁଜାଲି ରେ ଆକ୍ରମଣ । ଫଳରେ ଉଭୟ ପକ୍ଷରୁ ତିନିଜଣ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ କି , ଅଁଳାବେଡା ଗ୍ରାମରେ ଏକ ରାସ୍ତା କାମ ଚାଲୁଥିବା ବେଳେ!-->!-->!-->!-->!-->…
କୂଅ ଭିତରୁ କାଳିଆ ର ମୃତଦେହ ଉଦ୍ଧାର ; ଗତକାଲି ଠାରୁ ଥିଲେ ନିଖୋଜ
ଗତକାଲି ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର ଖୋଜ ଖବର ପାଇ ନ ଥିଲେ।ପରେ ପରିବାର ଲୋକେ ଥାନା ରେ ଏକ ଏତଲା ଦେଇଥିଲେ!-->…
ରୋଗୀନେଇ ଯାଉଥିବା ସମୟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଦୁର୍ଘଟଣା ଗ୍ରସ୍ତ
ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଅଞ୍ଚଳର ଏକ ୧୦୮ ଆମ୍ବୁଲାନ୍ସ ରୋଗୀ କୁ ଆଜି ଭୋର ୪ ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସୁଥିବା ସମୟରେ
ଢେଙ୍କାନାଳ ସହର ଦକ୍ଷିଣ କାଳୀ ରୋଡ ରେ ଗାଡିଟି ଭରସ୍ୟ।ମ ହରାଇ ବିଲ ଭିତରକୁ ଓଲଟି ପଡିଛି ।ଗାଡ଼ିରେ ରୋଗୀଙ୍କ ସମେତ ୨ ଜଣ!-->!-->!-->…
ବିଲରେ ଧାନ କାଟୁଥିବା ସମୟରେ କାମୁଡିଲା ସାପ
କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ଥାନା କଣ୍ଟାପାଳ ପଂଚାୟତ ର ଓଡିଶ ଗ୍ରାମ ରେ ଗତକାଲି ସାପ କାମୁଡା ରେ ଜଣଙ୍କ ର ମୃତ୍ୟୁ ହୋଇଛି ମୃତକ ଜଣଙ୍କ ହେଲେ ସେହି ଗ୍ରାମ ର ପରେଶ ସିଂହ ।
ସୂଚନା ଅନୁସାରେ ପରେଶ କାଲି ସଂନ୍ଧ୍ୟା ସମୟରେ ନିଜ ବିଲ କୁ ଧାନ କାଟିବାକୁ ଯାଇଥିଲେ । ବିଲରେ ଧାନ!-->!-->!-->…
ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ୩ ବର୍ଷର ବାଳକ ନିଖୋଜ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଖଙ୍କିରା ଗ୍ରାମରେ ଆଜି ସଂନ୍ଧ୍ୟା ସମୟରେ ଏକ ଦେଢ଼ ବର୍ଷର ବାଳକ ଗାଁ ଦାଣ୍ଡ ରେ ଖେଳୁଥିବା ସମୟରେ ନିଖୋଜ ଅଛନ୍ତି ।
ସୂଚନାଯୋଗ୍ୟ କି ,ଉକ୍ତ ଗ୍ରାମର ଚନ୍ଦନ ସାହୁ ଙ୍କ ଦୁଇ ପୁଅ ନିଜ ଘର ଦାଣ୍ଡ ରେ ଖେଳୁଥିଲେ । ବଡ଼ ପୁଅ ସଉଚ ହେବାକୁ ଗଲା ପରେ ଏବେ!-->!-->!-->…
ଇଲେକ୍ଟ୍ରି ସବ-ଷ୍ଟେସନର ନାମକରଣ ନେଇ ଭୁବନ ବ୍ଲକ ମୃଦଙ୍ଗା ଗ୍ରାମବାସୀ ଅସନ୍ତୋଷ ; କାର୍ଯ୍ୟ କ୍ଷମ ପୂର୍ବରୁ ପକାଇଲେ…
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତର ମୃଦଙ୍ଗା ଗ୍ରାମବାସୀ ବିଦ୍ୟୁତ୍ ସବ-ଷ୍ଟେସନର ନାମକରଣ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ସ୍ଥାନୀୟ ବିଧାୟକ ତଥା ଖଣି ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର!-->…
ବ୍ରାହ୍ମଣୀ ନଦୀରେ ଯୁବକଙ୍କ ନିଖୋଜ ଘଟଣା, ୨ ଦିନ ପରେ ମୃତଦେହ ଉଦ୍ଧାର
ଗାଧୋଇବାକୁ ଯାଇ ନଦୀରେ ବୁଡି ଯାଇଥିବା ନିଖୋଜ ଆମ୍ବୁଜ ଙ୍କ ମିଳିଲା ମୃତ ଦେହ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଡିସେମ୍ବର ୧୪ ରେ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିଲେ!-->…
ଗଡଦାତ୍ରୀ ମା ରଙ୍କେଈଙ୍କ ମନ୍ଦିର ପରିସରରେ ଭାଜପାର ପ୍ରଶିକ୍ଷଣ ଶିବିର
ହିନ୍ଦୋଳ ନଗର ସଭାପତି ତଥା ଆଈନଜିବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା ଆବାହକତ୍ଵରେ ହିନ୍ଦୋଳ ଗଡଜାତ ର ଗଡଦାତ୍ରୀ ମା ରଙ୍କେଈଙ୍କ ମନ୍ଦିର ପରିସରରେ ହିନ୍ଦୋଳ ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିବିରରେ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ନାୟକ,!-->!-->!-->…