

ବାଟମଙ୍ଗଳା ମନ୍ଦିର ପାଇଁ ଭୂମି ପୂଜା
ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ପନେଇଲୋ ଓ ଜରଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମଙ୍ଗଳବାର ଦିନ ମା ବାଟ ମଙ୍ଗଳା ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପନ୍ନ ହୋଇଛି ।
ଶ୍ରୀକ୍ଷେତ୍ର ରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଯଥା ବିଧି ଭୂମି ପୂଜନ କାର୍ଯ୍ୟ!-->!-->!-->…
ରାସୋଳ ନୂଆପାଟଣା ଗ୍ରାମରେ ଛୁରା ମାଡ଼
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମରେ ଛୁରା ମାଡ଼ । ସେହିଗ୍ରାମର ଗ୍ରାମର ବିରିପୁଟ ସାହିର ସହଦେବ ନାଏକ ଗୁରୁତ୍ତର । ସଙ୍କଟାପନ୍ନ ଅବସ୍ଥାରେ ସହଦେବଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ପରେପରେ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତରିତ!-->…
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମର ବାସିନ୍ଦା ପ୍ରମୋଦ ଶତପଥୀ । ପ୍ରମୋଦଙ୍କ ପୁଅ ବାହାଘର ଠିକ ହୋଇଥିବାରୁ ତାଙ୍କ ଘରେ ସୁନା ଏବଂ ଲକ୍ଷାଧିକ ଟଙ୍କା ରଖିଥିଲେ । ହେଲେ ଗତକାଲି ରାତିରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଘରୁ ସବୁ କିଛି ଲୁଟି!-->…
ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ
ଢେଙ୍କାନାଳ ସଦର ରେଞ୍ଜ ଘଟିପିରି ସେକ୍ସନ ବୁଢ଼ୀବେରେଣି ପଞ୍ଚାୟତ ଚାତକ ଗ୍ରାମର ଚାଷୀ ଚଇନ ସାହୁ (୬୦) ଗତକାଲି ରାତିରେ ହାତୀ ଆକ୍ରମଣ ରେ ପ୍ରାଣ ହରାଇଛନ୍ତି ।
ବିଭାଗ ସୂତ୍ରରୁ ପ୍ରକାଶ ଯେ , ଚଇନ ଗତକାଲି ରାତି ୯ ଘଟିକାରେ ବିଲକୁ ଧାନ ଜଗିବାକୁ ଯାଇଥିଲେ , ସେଠାରେ ସେ ଏକ ହାତୀ!-->!-->!-->…
ଷଡଙ୍ଗୀ ଅଞ୍ଚଳରେ ହାତୀ ଉପଦ୍ରବ
ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ଅଞ୍ଚଳରେ ଦୀର୍ଘଦିନ ହେବ ୧୬ଟି ହାତୀପଲ ଉପଦ୍ରବ ଚଳାଇଛନ୍ତି। ସଂନ୍ଧ୍ୟା ହେବା ମାତ୍ରେ ହାତୀପଲ ଜନବସତି ମୁହାଁ ହେବା ସହିତ ଧାନ କ୍ଷେତରେ ପଶି ଫସଲପାତି ନଷ୍ଟ କରୁଛନ୍ତି।
ଯେତେ ଅଭିଯୋଗ କରିଲେ ମଧ୍ୟ ବନବିଭାଗ ପକ୍ଷରୁ ଏଥିପ୍ରତି କୌଣସି ଦୃଷ୍ଟି ଆକର୍ଷଣ!-->!-->!-->…
ଢେଙ୍କାନାଳ ବନ ବିଭାଗର ବଡ଼ ସଫଳତା : କପିଳାସ ରେଞ୍ଜ ଜାମୁନାଳୀ ଗ୍ରାମରୁ ବାଘ ଛାଲ ଜବତ, ୩ ଜଣ ଗିରଫ
ଆକ୍ସନ ମୁଡ ରେ ଢେଙ୍କାନାଳ ବନବିଭାଗ, କପିଳାସ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଗ୍ରାମରୁ ୨ଟି ଚିତା ବାଘ ଛାଲ ସହ, ହରିଣ, ବାଘ ନଖ, ବାଘ ଦାନ୍ତ, ହାତୀ ଦାନ୍ତ, ଭାଲୁ ନଖ ଆଦି ଜବତ କରାଯାଇଛି । ସମ୍ପୃକ୍ତ ଘଟଣାରେ ଯାମୁନାଳୀର ନରେନ୍ଦ୍ର ଦିଘି, କଙ୍କଡାହାଡ଼ ବ୍ଳକ କଳସପୁର ଗାଁର!-->…
ଯମୁନା କୋଟ ସତ୍ୟସାଇ ମନ୍ଦିରରେ ସ୍ବଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଭୁବନ ବ୍ଲକ ଯମୁନାକୋଟ ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣ କ୍ଲବ ଓ ଶ୍ରୀ ସତ୍ୟସାଇ ସେବା ସମିତିର ମିଳିତ ଉଦ୍ୟମରେ ବୃକ୍ଷ ରୋପଣ ସହ ଚତୁଃପାର୍ଶ୍ଵକୁ ପରିଷ୍କାର କରାଯାଇଥିଲା । ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳର ଏକ ପରିଚିତ ସ୍ଥାନ। ଭକ୍ତ ଙ୍କ ବ୍ୟତୀତ ବୟସ୍କ ଲୋକ!-->!-->!-->…
ପିଲାଟି ଦିନରୁ ଦେଶପ୍ରତି ଥିଲା ଭଲପାଇବା, ରୁଷିଆରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ଢେଙ୍କାନାଳ ପୁଅ ଅଭିଷେକ
ଦେଶଭକ୍ତି ଦେଶ ପ୍ରତି ଅହେତୁକ ଭଲପାଇବା ପିଲାଟି ଦିନରୁ ଯେପରି ତାଙ୍କ ଆତ୍ମାରେ ରେ ହିଁ ରହିଯାଇଥିଲା । ଦେଶ ସୁରକ୍ଷା ପାଇଁ ୟୁନିଫର୍ମ ପ୍ରତି ପାଗଳ ଥିଲେ ଅଭିଷେକ ।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ଚିନ୍ତାପୋଖରୀ ଗ୍ରାମର ପ୍ରମୋଦ କୁମାର ମହାନ୍ତି ଏବଂ ସସ୍ମିତା!-->!-->!-->…
ସ୍ବଜଳଧାରା ଯୋଜନା କୂଅ ଭୁଶୁଡିବା ଘଟଣାର ତଦନ୍ତ କଲେ ବିଭାଗୀୟ ଅଧିକାରୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କଳଦା ପଞ୍ଚାୟତ ଅନ୍ତର୍ଗତ କୁଣ୍ଢେଖୋଲ ଅଁଳାହତା ବସ୍ତି ବାସିନ୍ଦାଙ୍କ ନିମନ୍ତେ ସ୍ବଜଳଧାରା ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଣ ନିମନ୍ତେ ନିର୍ମାଣାଧୀନ କୂଅଟି ଶୁକ୍ରବାର ସନ୍ଧ୍ୟାରେ ଭୁଶୁଡିପଡିଥିଲା। ବିଭାଗୀୟ ଅଧିକାରୀଙ୍କ ଦେଖାଶୁଣା ଅବହେଳା!-->…
ହନୁମାନ ମନ୍ଦିର ହୁଣ୍ଡି ତାଡ଼ି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ !
ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟସ୍ଥ ହନୁମାନଙ୍କ ମନ୍ଦିର ହୁଣ୍ଡି ତାଡ଼ି ଦୁବୃର୍ତ୍ତମାନେ ସେଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି।
ସୂଚନାଯୋଗ୍ୟ କି , ଗତକାଲି ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ହନୁମାନ ମନ୍ଦିର ରୁ ଚୋରି ହୋଇଥିବାର ସୂଚନା ମିଳିଛି । ପ୍ରଥମେ ମନ୍ଦିର!-->!-->!-->…