

ମେରାମଣ୍ଡଳୀ ବିଦ୍ୟୁତ୍ ଗ୍ରୀଡକୁ କାର୍ଯ୍ୟକ୍ଷମ କରିବାକୁ ଦାବି
ତାଳଚେର ବିଦ୍ୟୁତ୍ ଖଣ୍ଡ ଚାଇଁପାଳ ଅନ୍ତର୍ଗତ ମେରାମଣ୍ଡଳୀ ସେକ୍ସନର ୩୩\୧୧ କେଭିଏ ବିଦ୍ୟୁତ୍ ଗ୍ରୀଡ୍ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଅଞ୍ଚଳର ଲୋକ ପ୍ରତିନିଧି ଓ ବିଦ୍ୟୁତ୍ ଉପଭୋକ୍ତା ମାନେ ଏ ସମ୍ପର୍କିତ ଦାବିପତ୍ର ଶକ୍ତିମନ୍ତ୍ରୀଙ୍କ ଉଦେଶ୍ଯରେ ଢେଙ୍କାନାଳ ସାଂସଦ!-->…
ଫାଙ୍କା ପଡିଛି ଅତ୍ୟାବଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷାଗାର: ଅତ୍ୟାବଶ୍ୟକୀୟ କର୍ମଚାରୀ ର ଅଭାଵ
ଅତ୍ଯାବଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷାଗାର ଖୋଲା ଅଛି, ସକାଳ ୮ଟା ୩୪ ସୁଦ୍ଧା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଥିବା ଅତ୍ୟାଵଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷା ଗାରଟି ମହାମାରୀ କରୋନା ସମୟରେ ଖୋଲା ପଡିଛି। ଏଭକି କିଛି ଦୃଶ୍ୟ ସ୍ଥାନୀୟ ବାସିନ୍ଦା ଦୃଷ୍ଟିକୁ!-->…
ଖବର ପ୍ରସାରଣର ପ୍ରଭାବ; ସ୍କୁଲ ଆଗରେ ତିଆରି ହେଲା ହମ୍ପ୍ସ
ଢେଙ୍କାନାଳ ଜିଲ୍ଲା କପିଳାସ ଯିବା ରାସ୍ତା ଭଗବାନପୁର ଠାରେ ଗଢିଉଠିଥିବା ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରେ ଘଟିଚାଲିଥିଲା ନାହିଁ ନଥିବାର ଦୁର୍ଘଟଣା, କାରଣ ବିଦ୍ୟାଳୟ ଦେଇଯାଇଥିବା ମୁଖ୍ୟ ରାସ୍ତାରେ ନଥିଲା ହମ୍ପ୍ସ । ବିଗତ କିଛିଦିନ ତଳେ ସେହି ଜାଗାରେ ବହୁ ଦୁର୍ଘଟଣା!-->…
ଢେଙ୍କାନାଳ ବସଷ୍ଟାଣ୍ଡ ରାସ୍ତା ସାଜିଛି ମରଣ ଯନ୍ତା
କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ ।
ଢେଙ୍କାନାଳ ସହର ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର ଅବସ୍ଥା ସଂକଟାପନ୍ନ!-->!-->!-->…
ଭୁବନର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଵାବା ବୁଦ୍ଧେଶ୍ୱର ନାଳର ପୁନରୁଦ୍ଧାର ଦାବି
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ଠାରେ ରହିଛି ରାଜ୍ୟର ସୁପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାବା ବୃଦ୍ଧେଶ୍ୱର ମନ୍ଦିର। ଯେଉଁଠିକି ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ପର୍ଯ୍ୟଟକ ପରିଦର୍ଶନରେ ଆସିଥାନ୍ତି।କିନ୍ତୁ ଏବେ କରୋନା ମହାମାରୀ ହେତୁ ସରକାରୀ କୋଭିଡ ନିୟମ ଅନୁସାରେ ଏହି!-->…
ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କମଗରା ରାୟନୃସିଂହ ଶାସନ ଭଗବତ୍ ମନ୍ଦିର ଭିତରେ ରହିଥିଲା ୩ଟି ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟି । ପାଣି ପାଇଁ ହେଉ କିମ୍ବା ପୁରୁଣା ହେବା କାରଣରୁ ହେଉ ବିଦ୍ୟୁତ୍ ଖୁଣ୍ଟି ୨ଟି ର ତଳ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଯାହକୁ ଅନେକ ଅଭିଯୋଗ ପରେ!-->…
ଷ୍ଟିଲ କମ୍ପାନୀ ର ବର୍ଜ୍ୟ ପରିଚାଳନାରେ ଅବହେଳା
ପର୍ଜଙ୍ଗ ବ୍ଲକ ଗେଙ୍ଗୁଟିଆ ରାଜସ୍ବ ସର୍କଲ କୁଲେଇ ଗାଁ ନିକଟ ଥିବା ଜି.ଏମ.ଆଇରନ ଓ ଷ୍ଟିଲ କମ୍ପାନୀ ର ଲାଭଖୋର ମନବୃତ୍ତି ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗୁରୁତର ଅଭିଯୋଗ ଆଣିଛନ୍ତି।
କମ୍ପାନୀ ବର୍ଜ୍ୟ!-->!-->!-->…
ଖବର ପ୍ରସାରଣ ର ପ୍ରଭାବ ସୁସ୍ଥ ହୋଇ ଘରକୁ ଫେରିଲା ସମା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗ୍ରାମର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ । ବାପା ମାଆଙ୍କର ଗୋଟିଏ ବୋଲି ପୁଅ ସମା । ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଥିବା ବେଳେ ଆଖିକୁ ମଧ୍ୟ ଭଲରେ ଦେଖାଯାଉ ନଥିଲା ।
ଏହି ଖବର ଢେଙ୍କାନାଳ!-->!-->!-->!-->!-->…
ଖବର ପ୍ରସାରଣ ର ପ୍ରଭାବ; ସଚଳ ହେଲା ସଵଷ୍ଟେସନ୍ ଖୁବଶୀଘ୍ର ଦୂରହେବ ବିଦ୍ୟୁତ୍ ସମସ୍ୟା କର୍ତ୍ତୃପକ୍ଷ ଦେଲେ ସୂଚନା
ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ସୁଆଖାଇ ଗ୍ରାମପଞ୍ଚାୟତ କଳାପାଣି ଛକ ନିକଟରେ ବିଦ୍ୟୁତ ବିଭାଗର ଏକ ସଵଷ୍ଟେସନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ୩ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଛି ଫଳରେ ଅନ୍ୟୁନ ୨୦ ଟି ଗ୍ରାମରେ ନାହିଁ ନଥିବା ବିଦ୍ୟୁତ କାଟ ଭଳି ସମସ୍ୟା ଦେଖାଦେଇ ଦେଇଛି ବୋଲି!-->…
ମେଣ୍ଢାପଦା ଗାଁ ରେ ପାନୀୟ ଜଳ ସମସ୍ୟା
ମାସେ ପାଖାପାଖି ହେବ ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ର ଲୋକ ପାନୀୟ ଜଳ ସମସ୍ୟା ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି।
ଦୁଇଟି ଓ୍ବାର୍ଡ ର ଲୋକ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିଲେ। କିନ୍ତୁ ଏହି ପ୍ରକଳ୍ପର ବିଦ୍ୟୁତ ଟ୍ରାନ୍ସଫର୍ମ ଟି ପୋଡ଼ି!-->!-->!-->…