

ଆମର ପ୍ରଭାବ ; ସଚଳ ହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ,ଉପକୃତ ହେଲେ ୧୦ ଟି ଗ୍ରାମର ଉପଭୋକ୍ତା
ଓଡ଼ାପଡ଼ା ବ୍ଳକ୍ ନିମବାହାଳି ଛକରେ ଥିବା ଏକମାତ୍ର ଏଟିଏମ ଟି ଦୀର୍ଘ ମାସେ ହେବ ଅଚଳ ଅବସ୍ଥାରେ ପଡିରହିଥିଲା ଲୋକମାନେ ଟଙ୍କା ଉଠାଇବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ , ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇଥିଲା ।
ଏପୂଜା ସମୟରେ ଲୋକଙ୍କ ଆବଶ୍ୟକତା ଅନୁସାରେ!-->!-->!-->…
ଖବର ପ୍ରସାରଣ ପରେ , କବିଙ୍କୁ ମିଳିଲା ଜମିପଟା ; ଖବୁ ଶୀଘ୍ର ମିଳିବ ଘର
ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ରାମେଶ୍ୱରପୁର ୱାର୍ଡ ନଂ ୧୮ର ବାସିନ୍ଦା କବି ନାୟକ। ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟର ସକାଳୁ ସନ୍ଧ୍ୟା ଯାଏ ଟ୍ରଲି ଟାଣି ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି, ସାଙ୍ଗରେ ରୁହନ୍ତି ତାଙ୍କ ଧର୍ମପତ୍ନୀ।
ତେବେ ନିଜର ଜମିପଟା ଖଣ୍ଡେ ନଥିବା!-->!-->!-->…
ଖବର ପ୍ରସାରଣ ପରେ , ଭତ୍ତା ପାଇଲେ ଆଦିବାସୀ ଦମ୍ପତ୍ତି
ଗଁଦିଆ ବ୍ଲକର ଷୋରିସିଆପଦା ପଞ୍ଚାୟତର ପାହାଡ଼ ଜଙ୍ଗଲ ଘେରା ଚଟିଘର ଗାଁ। ଦେଓଗାଁ-ଟାଙ୍ଗି ରାସ୍ତାରେ ଥିବା ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଗାଁ। ନିର୍ବାଚନ ଛଡ଼ା ଅନ୍ୟ ବେଳେ କୌଣସି ନେତା ମନ୍ତ୍ରୀଙ୍କ ପାଦ ପଡ଼େ ନାହିଁ ଏହି ଗାଁ ରେ। ଏହି ଗାଁ ଆଦିବାସୀ ଦମ୍ପତ୍ତି ମଙ୍ଗୁ ଜଙ୍ଗ (୬୮) ଓ!-->…
ମାନସିକ ବିକୃତା ମହିଳାଙ୍କୁ ଉଦ୍ଧାର କରିବା ଦାବି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ରାସ୍ତା କଡ଼ ହାଟ ଭିତରେ ଜନୈକା ମହିଳା ଗତ ବର୍ଷେ ହେବ ପଡି ରହିଛି l ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ବିଧାୟିକା ତଥା ଅନ୍ୟ ରାଜନୈତିକ ବ୍ୟକ୍ତି ମାନେ ଯାତାୟାତ କରୁଥିଲେ ମଧ୍ୟ ସେମାନେ ନଜର ଅନ୍ଦାଜ କରି!-->…
ଖବର ପ୍ରସାରଣ ପରେ ପାଞ୍ଚାଳି ଙ୍କ ଚିକିତ୍ସା ଦାୟିତ୍ୱ ନେଲେ ସରକାର
ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଅଧୀନସ୍ଥ କେନ୍ଦୁମୁଣ୍ଡା ଗ୍ରାମର ଶୁକୁରୁ ଘଟୁଆଳ ଙ୍କ ଝିଅ ପାଞ୍ଚାଳି ଘଟୁଆଳ । ଆଜକୁ ତିନି ଚାରି ବର୍ଷ ହେବ ମାନସିକ ବିକୃତି ହେତୁ ବାୟାଣୀ ଭଳି ହେଉଛନ୍ତି ।ଅତ୍ୟନ୍ତ ଗରିବ ଏବଂ ଅସହାୟ ହେତୁ ଝିଅ କୁ ଡାକ୍ତରଖାନା କୁ ନେଇପାରୁନଥିଲେ ପିତାମାତା ।!-->…
ଜିଲ୍ଲା ରେ ପୁଣି ଥାନା ଅଧିକାରୀ ଙ୍କ ମନମାନି ; ନାବଳିକା ଅପହରଣ ଘଟଣ।ରେ ଚୁପ ପୋଲିସ୍ , ନ୍ୟାୟ ପାଇଁ ଏସପି ଙ୍କ…
ନାରୀ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ହେଲେ ଖୋଦ୍ ସୁରକ୍ଷା ଦାୟିତ୍ବ ନିର୍ବାହ କରିବା ପାଇଁ ନିଯୁକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଯେଉଁ କାରଣ ପାଇଁ ସରକାରଙ୍କ ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ ହେଉଛି।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆ!-->!-->!-->…
ଖରାପ ରାସ୍ତା ସାଜିଲା ବାଧକ ଷ୍ଟ୍ରେଚରରେ ବୁହା ହେଲେ ମା’ ସହ ନବଜାତ
ସ୍ଵାଧୀନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ରହିଛି ବହୁ ଅପହଞ୍ଚ ଇଲାକା , ସେଠାରେ ପହଁଚି ପାରି ନାହିଁ ସରକାରୀ ସହାୟତା ଯୋଜନା ସେଠାରେ କେବଳ କାଗଜପତ୍ର ରେ ସୀମିତ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ!-->!-->!-->…
ରବି ଙ୍କ ମୃତ୍ୟୁ ପରେ ଅବହେଳା ଅବସ୍ଥାରେ ଅଛନ୍ତି ପରିବାର, ନା ଅଛି ଆଧାର କାର୍ଡ ନା ମିଳୁଛି କୌଣସି ସରକାରୀ ସାହାଯ୍ୟ
ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ପୁରୁଣା କୋର୍ଟ ବିଲ୍ଡିଂର ପରିତ୍ୟକ୍ତ ଗ୍ୟାରେଜରେ ପରିବାରସହ ରହୁଥିବା ରବି ମହାରଣା ଙ୍କର ଖାଦ୍ୟଅଭାଵ ଯୋଗୁ ମୂର୍ତ୍ୟୁ ହୋଇଯାଇଛି । ସେ ଦୀର୍ଘ ୧୨ବର୍ଷ ହେଲା ସ୍ୱାମୀ ପରିତ୍ୟକ୍ତା ଭଉଣୀ ସହ କଳି ହେବାରୁ ଘରୁ ବାହାରି ଆସି ଦୋକାନ ବାରଣ୍ଡା ଏବଂ ଗଛ!-->…
ଅସ୍ବଭାବିକ ଭାବରେ ଫୁଲୁଛି ଶରୀର ର ବିଭିନ୍ନ ଅଂଶ ,ଯନ୍ତ୍ରଣ। ରେ ଛଟପଟ ସମା
ଦୁନିଆକୁ ଭଲରେ ଦେଖି ନାହିଁ ହେଲେ ଦଇବ ଏମିତି ଯନ୍ତ୍ରଣା ଦେଉଛି ଯେ ଦେଖିଲେ ଆଖିରୁ ଆପେ ଆପେ ଲୁହ ଝରି ପଡିବ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ!-->!-->!-->…
ସୋସିଆଲ ମିଡ଼ିଆ ଝଡ଼
ଆଜିକାଲିର ଦୁନିଆ ସୋସିଆଲ ମିଡ଼ିଆର ଦୁନିଆ ଏହା ମୁ ନୁହେଁ ଆମେ ସମସ୍ତେ କହୁଚେ । ତେବେ ମୁଦ୍ରାର ଦୁଇ ପାର୍ଶ୍ଵ ପରୀ ପ୍ରତିଟି ଜିନିଷର ସଦ ଓ ଅସଦ ଦୁଇଟି ବ୍ୟବହାର ରହିଛି ।
ସଦ ବ୍ୟବହାର ଯେପରିକି କୌଣସି ପର୍ଯ୍ୟଟନ ସ୍ଥଳୀ ର ସୂଚନା ମିଳିପାରିବା, କୌଣସି ସମସ୍ୟା ନେଇ କର୍ତ୍ତୃପକ୍ଷ ଙ୍କ!-->!-->!-->…