

ନଗାରୀ ରୁ ସୁରଭୀ ରାସ୍ତା ର ୧କିମି ରାସ୍ତା ଶୋଚନୀୟ
ଗୋଟିଏ ଅଞ୍ଚଳର ବିକାଶ ସେ ଅଞ୍ଚଳ ଗମନାଗମନ ସୁବିଧା ଉପରେ ନିର୍ଭରଶୀଳ। କିନ୍ତୁ ଆଜି ବି ଜିଲ୍ଲାର କେତେକ ଗାଁ ଅଛି ଯେଉଁ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ପଞ୍ଚାୟତ ଅନ୍ତର୍ଗତ ନଗାରୀ ରୁ ସୁରଭି ତାଳଡଙ୍ଗା ଦେଇ ଯାଇଥିବା ରାସ୍ତା ୨.୫ କିଲୋମିଟର । ଏହି ରାସ୍ତା!-->!-->!-->…
୫୦ ବର୍ଷ ହେଲା କଣ୍ଟାପାଳ ଗାଁ କୁ ନାହିଁ ରାସ୍ତା
କାମାକ୍ଷାନଗର ବ୍ଳକ୍ କଣ୍ଟାପାଳ ଗ୍ରାମପଞ୍ଚାୟତ କଣ୍ଟାପାଳ ଗ୍ରାମର ଶବରସାହି - ପାତୁଆବିଲ ରାସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଗ୍ରାମବାସୀ ଙ୍କର ଯାତାୟତରେ ଅସୁବିଧା ହେଉଛି ।ଏହି ଗ୍ରାମରେ ପ୍ରାୟ ୭୫ ଟି ପରିବାର ବାସ କରୁଛନ୍ତି । କିନ୍ତୁ ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ବଜେଲ!-->…
ଶେଷରେ ବନ୍ଦ ହେବ ଝିଲ୍ଲୀ ପଥର ଖଣି
କଙ୍କଡ଼ାହାଡ଼ ତହସିଲ ଅଧିନ ଝିଲ୍ଲୀ ଗାଁରେ ବେଆଇନ ଚାଲିଥିବା ପଥର ଖଣି ବିଷୟରେ ପୂର୍ବରୁ ଅନେକ ବାର ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ହୋଇଛି । ତେବେ ଶେଷରେ ଉକ୍ତ ପଥର ଖଣି କୁ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
କଙ୍କଡାହାଡ଼!-->!-->!-->!-->!-->…
ବର୍ଷା ହେଲେ ଉବୁଟୁବୁ ରଥଗଡା
ଅଦିନିଆ ବର୍ଷାରେ ବେହାଲ ଢେଙ୍କାନାଳ ସହର କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ରାସ୍ତାଉପର ଖାଲ ରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତେବେ ସବୁଠାରୁ ଅଧିକ ଦୁର୍ଦ୍ଦସା ଦେଖିବାକୁ ମିଳିଛି ରଥଗଡା ମାର୍କେଟ ରେ । ସହରର ବ୍ୟବସାୟିକ କେନ୍ଦ୍ରବିନ୍ଦୁ ପାଲଟିଥିବା ରଥଗଡାର ହାଲ ସାମାନ୍ୟ ବର୍ଷା ହେଲେ!-->…
ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ରୁଣୀ ରହିବି ; ନବୀନ ପଟ୍ଟନାୟକ
ନବୀନ @ ୭୫ ; ସଫଳ ଓ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନ ଶୈଳୀରେ ବିଶ୍ବାସ ରଖିଥିବା ନବୀନ ଜଣେ ପ୍ରବୀଣ ଓ ଚତୁର!-->…
ଆବେଦନ ର ୧୧ ମାସ ପରେ ମଧ୍ୟ ମିଳିନାହିଁ ଭିନ୍ନକ୍ଷମ ସାର୍ଟିଫିକେଟ
ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗାଁର କୈଳାସ ବେହେରା( ୫୦) । ଗୋଟିଏ ବୋଲି ଝିଅ ବିବାହ ପରେ ଦୁଇ ପୁଅ ଓ ପତ୍ନୀ ସହ ଏବେ ଗୋଟିଏ ବଖରା ପୁରୁଣାକାଳିଆ ଘରେ ରହୁଛନ୍ତି। ଯେଉଁ ଘରେ ବର୍ଷା ହେଲେ ପାଣି ଗଳେ ବୃତି ରେ ଜଣେ ଚାଷୀ ।
ତିନି ବର୍ଷ ତଳେ ହଠାତ୍ ଏକଅଙ୍ଗିଆ ବାତ ଧରିବାରୁ ସେ!-->!-->!-->…
ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବେଆଇନ ଗଛ କଟା କୁ ନେଇ ବିବାଦ
ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍ ମକୁଆକାଟେଣୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବେଆଇନ ଗଛ କଟା ନେଇ ନାଏବ ସରପଞ୍ଚ ପ୍ରତିବାଦ କରିବାରୁ ବିବାଦ ସୃଷ୍ଟି ହୋଇଛି।
ନାଏବ ସରପଞ୍ଚ ଙ୍କ ସୂଚନା ଅନୁଯାୟୀ , ସ୍ଥାନୀୟ ଅଞ୍ଚଳର ଶାସକ ଦଳର କିଛି କର୍ମୀ ପଞ୍ଚାୟତ ପରିସରରେ ଥିବା ଆମ୍ବ, ବେଲ!-->!-->!-->…
ଖବର ପ୍ରସାରଣ ର ପ୍ରଭାବ ବସନ୍ତଙ୍କ ଚିକିତ୍ସା ନିମନ୍ତେ, ନିଷ୍ପତ୍ତି ନେଲେ ଜିଲ୍ଲା ପ୍ରଶାସନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ରଙ୍ଗଥଳି ଗ୍ରାମର ବସନ୍ତ ପଧାନଙ୍କ ସମ୍ପର୍କରେ ଗତ ୫ ତାରିଖ ଦିନ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ହୋଇଥିଲା । ତାଙ୍କ ବାପା ୧୫ବର୍ଷ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାବେଳେ ଘରର ସମସ୍ତ ବୋଝ!-->…
ବିପଦ ସଙ୍କୁଳ ଟ୍ରାନ୍ସଫର୍ମର
ଢେଙ୍କାନାଳ ପୌରାଞ୍ଚଳ ୧୩ ନଂ ୱାର୍ଡ ଭାଗିରଥି ବିହାର, ସି'ବ୍ଲକ, ନୂଆ ପୋଖରୀ ନିକଟରେ ରହିଛି ଏକ ଟ୍ରାନ୍ସଫର୍ମର । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ଏହା ଆଜିକୁ ପ୍ରାୟ କୋଡିଏ ବର୍ଷରୁ ଉର୍ଦ୍ଧ୍ୱ ହେବ ଏଠାରେ ସ୍ଥାପିତ ହୋଇଛି । ତେବେ ନା ସୁରକ୍ଷା ବାଡ଼ ନା ଅଛି ତାରବାଡ଼ । ଜନ ଗହଳି!-->…
ଖବର ପ୍ରସାରଣ ର ପ୍ରଭାବ ; ବୃଦ୍ଧା ଙ୍କୁ ମିଳିଲା ରାସନ
ରାସନ୍ କାର୍ଡରେ ନାମ ଥିଲା ଏବଂ ସେ ପରିବାର ମୁଖ୍ୟ ମଧ୍ୟ କିନ୍ତୁ ମିଳୁ ନଥିଲା ତାଙ୍କ ହକ୍ ର ଚାଉଳ ବା ଗହମ। ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ଆଧାର ଲିଙ୍କ ହୋଇନଥିବା କହୁଥିବେ। ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ବିଛାଖଣ୍ଡି ଗାଁ ର ନିରାଶ ସାମଲ ନାମକ ଜଣେ ୭୭!-->…