News
lipub
samparksetu

କାମ ପୋଲା ରାସ୍ତା ଖୋଲା, ପୁଣି କୁଞ୍ଜକାନ୍ତ ରେ ଦବିଲା ରାସ୍ତା

ବାରମ୍ବାର ଢେଙ୍କାନାଳ ପୌରପାଳିକାର ବିଭିନ୍ନ ଅପାରଗତାର ଖବର ପ୍ରସାରଣ ପରେ ମଧ୍ୟ ପୁଣି ସେହି ଭୁଲ ଦୋହରାଇ ଚାଲିଛନ୍ତି ପୋୖରପାଳିକା କର୍ତ୍ତୃପକ୍ଷ । ରାସ୍ତା ମରାମତି ହେଉ ବା ଅଳିଆ ସଫା ବା ହେଉ ଭଙ୍ଗା ଡ୍ରେନ ସବୁଥିରେ ପଛଘୁଞ୍ଚା ଦେଇଛନ୍ତି କର୍ତୁପକ୍ଷ । ଆଜି ଢେଙ୍କାନାଳ

ଦେଶ ସ୍ଵାଧୀନତା ପାଇଁ ଜୀବନକୁ ବାଜି ଲଗାଇଥିଲେ ଢେଙ୍କାନାଳର ବୀର ପୁତ୍ର ସହିଦ୍ ବାଜି ରାଉତ

ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ ‘ବାଜି ରାଉତ’ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲ୍ଳାର ଭୁବନଠାରୁ ପ୍ରାୟ ୩ କିଲୋମିଟର ଦୂରବର୍ତ୍ତୀ ବ୍ରହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଗ୍ରାମ ର ଏକ ଖଣ୍ଡାୟତ ପରିବରରେ ଜନ୍ମ ଗ୍ରହଣ କରିଥିଲେ ସହିଦ୍ ବାଜି ରାଉତ

ଖବର ପ୍ରସାରଣ ର ପ୍ରଭାବ ; ପୁନଃନିର୍ମାଣ ହେଲା ସୁରକ୍ଷା ବାଡ଼

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମର ରେଙ୍ଗାଳି କେନାଲ ଉପରେ ନିର୍ମିତ ପୋଲର ଦୁଇ ପାର୍ଶ୍ଵରେ ଥିବା ୨୫ ବର୍ଷ ପୁରୁଣା ସୁରକ୍ଷା ବାଡ଼ । ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜୀବନ ହାନିର ଆଶଙ୍କା ମଧ୍ଯ ସୃଷ୍ଟି ହୋଇଥିଲା । ନିକଟ ଅତୀତରେ ଦୁର୍ଘଟଣା ଘଟିବା ପରେ ଆମ

“ହାତୀ ବନାମ ଐରାବତ ” ଢେଙ୍କାନାଳକୁ ଆସିଲା “ଐରାବତ”

ହାତୀ ବନାମ ଐରାବତ କଥା ଶୁଣିଲେ ଭିନ୍ନ ଲାଗୁଥିବ କିନ୍ତୁ କଥା ହେଲା ଜଙ୍ଗଲୀ ହାତୀ ମାନଙ୍କ ଉପଦ୍ରବରୁ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାଧୁନିକ ବସ୍ ଆସିଛି ଢେଙ୍କାନାଳକୁ । ଆଗାମୀ ମାସରେ ପାଚିଲା ଧାନର ବାସ୍ନା ହାତୀ ପଲଙ୍କୁ କ୍ଷେତକୁ ଟାଣି ଆଣିବ ତାହା ସୁନିଶ୍ଚିତ । ତେବେ

ଖବର ପ୍ରସାରଣ ର ପ୍ରଭାବ ; ଜାହାଜ ଦେହୁରୀ ପରିବାର ପାଖରେ ପହଞ୍ଚିଲା ସରକାରୀ ସହାୟତା

ପରିଣତ ବୟସରେ ଦେହରେ ଶକ୍ତି ନାହିଁ, ଏପଟେ ଭୁତାଣୁର ଭୟ ସେପଟେ ପେଟର ଭୋକ ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଖସିପଡୁଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ କରଗୋଳା ଗାଁ କୁଣ୍ଡିସାହିରେ ବାସ କରୁଥିବା ଆଦିବାସୀ ଭୂଇଁଆ ସଂପ୍ରଦାୟର

ବାର୍ଦ୍ଧକ୍ୟ ଭତ୍ତା କୁ ଚାହିଁ ରହିଛନ୍ତି ହରିପୁରର ହରିଆ

ଢେଙ୍କାନାଳ ଜିଲ୍ଲା ହରିପୁରର ହରିଆ ଦେହୁରୀ, ନା ଅଛି ପକ୍କାଘର ନା ମିଳି ପାରୁଛି କିଛି ସହାୟତା କିନ୍ତୁ ଚାହିଁ ରହିଛନ୍ତି କେବେ ମିଳିବ ମୋ ବାର୍ଦ୍ଧକ୍ୟ ଭତ୍ତା। ସଦର ମହକୁମା ଗୁଣ୍ଡିଚା ପଡ଼ା ପଞ୍ଚାୟତ ହରିପୁର ଗ୍ରାମର ହରିଆ ଦେହୁରୀ। ବୟସ ଦେଖିଲେ ଲାଗୁଛି, କେବେଠୁ ଷାଠିଏ ଟପିଲାଣି

ଗାଁ କୁ ଅପହଞ୍ଚ ସରକାରୀ ଯୋଜନା ; ଗାଁ କୁ ନାହିଁ ପକ୍କା ରାସ୍ତା

ଗାଁ କୁ ଅପହଞ୍ଚ ସରକାରୀ ଯୋଜନା। ସାଧିନତାର ୭୪ ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ପକ୍କା ରାସ୍ତା।ସରକାର କରୁଛନ୍ତି ମାଳ ମାଳ ଯୋଜନା କିନ୍ତୁ ବାସ୍ତବ ପକ୍ଷେ ପରଜଙ୍ଗ ବ୍ଳକ୍ ଜୟ ପୁରାକଟେଣି ଗ୍ରାମ ପଞ୍ଚାୟତର ପଦ୍ମପୋଖରୀ ବାସିଙ୍କ ପାଇଁ ଯୋଜନା ସାତ ସପନ। ଗାଁ ଦାଣ୍ଡରେ ଅଣ୍ଠୁଏ ପାଣି।

ଦ୍ଵିତୀୟ ଘଟ ଗାଁ ରୂପେ ପରିଚିତ ଗଡଖଙ୍କିରା ମା ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଗଡଖଙ୍କିରା ମା ତାରିଣୀ ମନ୍ଦିର ମା ଙ୍କ କୃପାରୁ ପର୍ଯ୍ୟଟନ କ୍ଷେତ୍ରରେ ଏହା ୨ୟ ଘଟ ଗାଁ ର ସୂଚନା ପ୍ରଦାନ କରୁଛି । ଏହି ମନ୍ଦିର ଟି ୨୦୧୨ ଅକ୍ଟୋବର ୧ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ର ନିର୍ମାଣ କାର୍ଯ୍ୟ ୨୦୦୮ ଆରମ୍ଭ ହୋଇ ୨୦୧୨ ଶେଷ

ଖବର ପ୍ରସାରଣ ପରେ ଠିକ୍ ହେଲା ଷ୍ଟ୍ରୀଟ ଲାଇଟ

ଢେଙ୍କାନାଳ ପୌରାଞ୍ଚଳ ଲଳିତନଗର ୱାର୍ଡ ନଂ ୩ ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଯାହା ବହୁତ ଦିନ ହେବ ଖରାପ ହେବାରୁ ଠିକ୍ ରେ ଜଳୁନଥିବା ଖବର ୧୦ ସେପ୍ଟେମ୍ବର ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା । ପୂର୍ବରୁ ପ୍ରସାରିତ ଖବର ତେବେ ଖବର ପ୍ରସାରଣ ପରେ ଉକ୍ତ ଷ୍ଟ୍ରୀଟ ଲାଇଟ ଟିକୁ

ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଢେଙ୍କାନାଳ ପୋୖରପାଳିକା ଅଧିକାରୀଙ୍କ ଦୁର୍ନୀତିରେ ତାଲା ପକାଇବେ ସାଂସଦ

ଢେଙ୍କାନାଳ ପୋୖରପାଳିକା ମହାମାରୀ କରୋନା ସମୟରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ମନମାନି କରୁଛି ବୋଲି ସାଂସଦ ମହେଶ ସାହୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖ ରେ ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ସାଂସଦ, ତେବେ ଏ ନେଇ ସାଂସଦ
error: Content is protected !!