

ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ମାଙ୍କଡ଼ା ପଥର ଖଣି ମାଫିଆ , ବନ ବିଭାଗ ଚୁପ
କଥାରେ ଅଛି ବୃକ୍ଷ ହିଁ ଜୀବନ। ବୃକ୍ଷ ରୁପଣ କରି ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ଜଙ୍ଗଲ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ଜଂଗଲୀ ଚୋର ।
ଘଟଣା ଟି ହେଉଛି କାମାକ୍ଷାନଗର ବ୍ଲକ ତୁମୁସିଂହା ଗ୍ରାମର ଖୁଦଖାଇ ରଗୋଡି ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ!-->!-->!-->…
୩ ମାସ ହେଲାଣି ଅଚଳ ଷ୍ଟ୍ରୀଟ ଲାଇଟ ; ଅନ୍ଧାରରେ ନାଠୁଆ ବିଶ୍ରାମ ଗାର ଅଞ୍ଚଳ
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ସୁଗରପଶି ପଞ୍ଚାୟତ ର ନାଠୁଆ ଗ୍ରାମରେ ଥିବା ବିଶ୍ରାମ ଗାର ନିକଟରେ ଥିବା ଷ୍ଟ୍ରୀଟ ଲାଇଟ ଗତ ୩ମାସ ହେବ ଅଚଳ ହୋଇପଡିଛି । ଯାହା ଫଳରେ ସଂନ୍ଧ୍ୟା ହେବା ମାତ୍ରେ ଏହି ଅଞ୍ଚଳ ରେ ଜାତାୟତ ରେ ଅସୁବିଧା ହେବ ସହ ଵିଶ୍ରାମ ଗାଁର ଟି ମଧ୍ୟ ଅନ୍ଧକାର ରେ!-->…
ଖବର ପ୍ରସାରଣ ପରେ ଦୂର ହେଲା ଗେହ୍ଲୀ ମାଉସୀ ଙ୍କ ଦୁଃଖ ;୧୨ ବର୍ଷ ଅପେକ୍ଷା ପରେ ମିଳିଲା ବିଧବା ଭତ୍ତା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବାବନ୍ଧ ଗ୍ରାମ ହରିଜନ ସାହିର ଜୈନିକା ୬୯ ବର୍ଷ ବୟସ୍କା ବିଧବା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଥିବା ଗତ ୧୩ ସେପ୍ଟେମ୍ବର ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ ହୋଇଥିଲା ।
ପୁର୍ବରୁ ପ୍ରସାରିତ ଖବର
ହରିଜନ ସାହିର!-->!-->!-->!-->!-->…
୫୩ ନଂ ଜାତୀୟ ରାଜପଥ ମରାମତି ଆରମ୍ଭ
ଭୁବନ ସହର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଢେଙ୍କାନାଳ ଉପଡେଟ ସହ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଗତ ସପ୍ତାହରେ ଖାଲ ଗୁଡ଼ିକରେ ମେଣ୍ଟାଲ ଫିଲିଙ୍ଗ କରାଯାଇଥିବା ବେଳେ , ଗତକାଲି ଚିପ୍ସ , ବିଜୁରୀ ଓ ପିଚୁରେ ରାସ୍ତାକାମ ଆରମ୍ଭ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନର!-->!-->!-->…
ଖବର ପ୍ରସାରଣ ପରେ ଶୁଣିଲେ ସରକାର ; ସଞ୍ଜୁ ଙ୍କୁ ମିଳିଲା ବିଧବା ଭତ୍ତା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ଲୋଧଣୀ ପଞ୍ଚାୟତର ପାଳସାହିର ସଞ୍ଜୁ ସାହୁ । ଆରପାରିରେ ସଞ୍ଜୁଙ୍କ ସ୍ୱାମୀ, ଜମିବାଡ଼ି କହିଲେ କିଛି ନାହିଁ । ହେଲେ ବିଧବା ଭତ୍ତା ଟିକିଏ ପାଇଁ ଏ ଦ୍ୱାର ସେ ଦ୍ୱାର ଦଉଡି ଦଉଡି ହତାସ ହେଉଥିଲେ , ଏ ଖବର ଆମେ ଗତ ଜୁନ ମାସ ୧୪ ତାରିଖରେ ପ୍ରକାଶ!-->…
ଖବର ପ୍ରସାରଣ ପରେ ଦୂର ହେଲା କଂଗେଇଲ ଗ୍ରାମବାସୀ ଙ୍କ ଜଳ କଷ୍ଟ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଜଗନ୍ନାଥପୁର ପଞ୍ଚାୟତ କଂଗେଇଲ ଗାଁରେ ୧୦୦ ରୁ ଅଧିକ ପରିବାର ଲୋକ ବସବାସ କରନ୍ତି । ଏହି ଗାଁ ରେ ପିବା ପାଣି ମୁଖ୍ୟ ସମସ୍ୟା ବିସୟ ରେ କିଛି ଦିନ ତଳେ ଖବର ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ପରେ ଉକ୍ତ ଗ୍ରାମବାସୀ ଙ୍କ ଦୁଃଖ ଦୂର ହୋଇଛି ।
!-->!-->…
ସ୍ନାୟୁ ଜନିତ ରୋଗରେ ପୀଡିତ ସମୀର : ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଲେ କର୍ତ୍ତୃପକ୍ଷ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ରାଇତଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋକେଇଦା ଗ୍ରାମର ପୁରୁଷୋତ୍ତମ ସାହୁ ଙ୍କ ପୁଅ ସମୀର କାନ୍ତ ସାହୁ(୩୫) l ସମୀର ଗତ କିଛି ମାସ ହେବ ସ୍ନାୟୁ ଜନିତ ରୋଗରେ ପୀଡିତ, ତେଲଲୁଣ ସଂସାର ଘରର ଏକ ମାତ୍ର ରୋଜଗାର କ୍ଷମ ପୁଅ ହୋଇଥିବାରୁ ଏବେ ପରିବାର ଭରଣ ପୋଷଣ!-->…
ବିଦ୍ୟୁତ ତାରରେ ପକ୍ଷୀ ମୃତ୍ୟୁ ଘଟଣା: ମାଟିତଳେ ବିଛାଯିବ ୧୧କେଭି ; ସୂଚନା ଦେଲେ କର୍ତ୍ତୃପକ୍ଷ
ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ୧୧ କେଭି ତାର ଦ୍ୱାରା ବହୁ ବିରଳ ପକ୍ଷୀ ପ୍ରତିଟି ଦିନ ମୃତ୍ଯୁବରଣ କରୁଛନ୍ତି । ତେବେ ଏଭଳି ଯଦି ପ୍ରତିଦିନ ଘଟେ ଆକାଶରୁ ପକ୍ଷୀ ଲୋପ ପାଇଯିବେ । ଏନେଇ ଢେଙ୍କାନାଳ ଅପଡେଟ୍ ରେ ୬ ସେପ୍ଟେମ୍ବର ଦିନ ଏକ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି!-->…
ଖବର ପ୍ରସାରଣ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଲେ ଆଦିବାସୀ ସମ୍ପ୍ରଦାୟ
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମ ଯୋଡ଼ି ପଞ୍ଚାୟତର ଆଲୁଅଝରଣ ଗାଆଁର ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ଖବର ଆମେ ଗତ ମଇ ୧୭ ତାରିଖରେ ପ୍ରକାଶ କରିଥିଲୁ ତେବେ ଖବର ପ୍ରସାରଣ ପରେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବାର!-->…
ଜରି କୁଡ଼ିଆରୁ ମୁକ୍ତି ପାଇବେ ବସ୍ତିବାସିନ୍ଦା
ଢେଙ୍କାନାଳ ପୋୖରାଞ୍ଚଳ ରେ ଅନେକ ବସ୍ତି ଅଛି ଯେଉଁଠାରେ ଭୂମି ହୀନ ମାନେ ବହୁତ ଅବହେଳିତ ଭାବରେ ବାସ କରୁଛନ୍ତି । ତେବେ ଏ ନେଇ ସମାଜ ସେବୀ ପଙ୍କଜ କୁମାର ନାୟକ ଙ୍କ ସହଯୋଗରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହ ଢେଙ୍କାନାଳ ଉପଡେଟ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା ।
ତେବେ!-->!-->!-->!-->!-->…