ଖବର ପ୍ରସାରଣର ପ୍ରଭାବ ; ହଳଧରଙ୍କୁ ମିଳିଲା ଟ୍ରାଇସାଇକେଲ
କଙ୍କଡାହାଡ ବ୍ଲକ ବିରାଶାଳ ପଞ୍ଚାୟତର ଦିବ୍ଯାଙ୍ଗ ହଳଧରଙ୍କ କଥା। ଦିବ୍ଯାଙ୍ଗ ହଳଧରଙ୍କର ଦୁଇ ପୁଅ ଏବେ ବି ନାବାଳକ। ପାଠଶାଠ କହିଲେ ଚତୁର୍ଥ କି ପଞ୍ଚମ ପର୍ଯ୍ୟନ୍ତ ପଢ଼ିଛନ୍ତି। ସରକାରୀ ସ୍ତରରୁ ଭତ୍ତା ବା ରାସନ୍ ମିଳୁଛି ଯାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ। ଚାରି ପ୍ରାଣୀ ପେଟ!-->…
ଭଙ୍ଗାକୁଡ଼ିଆରେ ଦିନ କାଟୁଛନ୍ତି ବଂଶୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ କଳିଙ୍ଗା ଗ୍ରାମ ୱାର୍ଡ.ନଂ- ୪ର ସ୍ବର୍ଗତ ଜଗବନ୍ଧୁ ବେହେରାଙ୍କ ପୁଅ ବଂଶୀଧର ବେହେରା । ପେଷାରେ ଜଣେ ଛେଳି ଚରାଳି ତେଲ ଲୁଣ ସଂସାର ହାତକୁ ପେଟ, ରହିବାକୁ ନାହିଁ ଖଣ୍ଡିଏ ଉପଯୋଗି ଘର । ଭଙ୍ଗା କୁଡ଼ିଆରେ ନିଜ ସ୍ତ୍ରୀ ଓ ଝିଅ ସହ ଦୁଃଖର ସହ!-->…
ପରିଣତ ବୟସରେ ଅଲୋଡା ବୋଝ
ଯୋଜନା ଉପରେ ଯୋଜନା କନ୍ୟାରତ୍ନ ଠାରୁ ହରିଶ୍ଚନ୍ଦ୍ର ବିଭିନ୍ନ ବର୍ଗଙ୍କ ପାଇଁ ବିଭିନ୍ନ ଯୋଜନା ହେଲେ କିଛି ମାତ୍ରାରେ ସାଧାରଣଙ୍କ ପାଖରେ ପହଁଚିପାରିନଥାଏ ଏ ଯୋଜନା ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କଣ୍ଟାପାଳ ଗ୍ରାମର ଶାନ୍ତି ଲତା ମହାଖୁଡ ବୟସ ପାଖାପାଖି ୬୫ ୭ ମାସ ପୂର୍ବରୁ!-->!-->!-->…
ଖବର ପ୍ରସାରଣ ପରେ ଶୁଣିଲେ ସରକାର ; ସଞ୍ଜୁ ଙ୍କୁ ମିଳିଲା ବିଧବା ଭତ୍ତା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ଲୋଧଣୀ ପଞ୍ଚାୟତର ପାଳସାହିର ସଞ୍ଜୁ ସାହୁ । ଆରପାରିରେ ସଞ୍ଜୁଙ୍କ ସ୍ୱାମୀ, ଜମିବାଡ଼ି କହିଲେ କିଛି ନାହିଁ । ହେଲେ ବିଧବା ଭତ୍ତା ଟିକିଏ ପାଇଁ ଏ ଦ୍ୱାର ସେ ଦ୍ୱାର ଦଉଡି ଦଉଡି ହତାସ ହେଉଥିଲେ , ଏ ଖବର ଆମେ ଗତ ଜୁନ ମାସ ୧୪ ତାରିଖରେ ପ୍ରକାଶ!-->…
“ରାକେଶ ” କୁ ନେଇ ସୋସିଆଲ ମିଡିଆ ରେ ଵାଦ ବିବାଦ ; ସାମ୍ନାକୁ ଆସିଲା ରାକେଶ ର ବର୍ତ୍ତମାନ ର ଭିଡିଓ
ଅନୁଗୋଳ ଜିଲ୍ଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀ ୨୨ ଜାନୁୟାରୀ ରେ କପିଳାସ ପ୍ରାଣୀଉଦ୍ୟାନରେ ପହଞ୍ଚିଥିଲା ଢେଙ୍କାନାଳ ଜିଳ୍ଲା। ଏଥିପାଇଁ ୬ ଦିନ ହେବ ଅକ୍ଲାନ୍ତ ପରିଶ୍ରମ କରି ନୟାନ୍ତ ହେବାପରେ ଶେଷରେ ନନ୍ଦନକାନନରୁ ଏକ ଟିମ ଆସି ହାତୀକୁ!-->…
ଖବର ପ୍ରସାରଣ ପରେ ତୁମୁସିଂହା ଗାଁ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
କାମାକ୍ଷାନଗର ବ୍ଲକ ତୁମୁସିଂହା ପଞ୍ଚାୟତର ତୁମୁସିଂହା ଗାଁର ଜଣେ ତେଜରାତି ଦୋକାନୀ କରୋନା ସଂକ୍ରମଣ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ତେଣୁ ପ୍ରଶାସନ ପକ୍ଷରୁ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ୨୧-୯-୨୦୨୦ ଠାରୁ!-->…
ବୟସ ଷାଠିଏ ପାର କିନ୍ତୁ ମିଳିନି ବାର୍ଦ୍ଧକ୍ୟ ଭତ୍ତା ; କଷ୍ଟେ ମଷ୍ଟେ ଜୀଵନ ବିତାଉଛନ୍ତି ଆଦିବାସୀ ବୃଦ୍ଧ ଦମ୍ପତ୍ତି
ଆଦିବାସୀ ଦମ୍ପତ୍ତିଙ୍କ ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ସ୍ବାମୀଙ୍କ ବୟସ ୬୮ ଓ ପତ୍ନୀଙ୍କ ବୟସ ୬୪। ଅନ୍ୟ ପଟେ ପତ୍ନୀଙ୍କୁ ଆଜକୁ ପନ୍ଦର ବର୍ଷ ହେଲା ଆଖିକୁ ଭଲ ଦେଖା ଯାଉ ନାହିଁ। ପରିବାର ଚଳାଇବା ପାଇଁ ଆଉ ସାମର୍ଥ୍ୟ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୨୫ କିଗ୍ରା ଚାଉଳ!-->…
ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ମାଙ୍କଡ଼ା ପଥର ଖଣି ମାଫିଆ , ବନ ବିଭାଗ ଚୁପ
କଥାରେ ଅଛି ବୃକ୍ଷ ହିଁ ଜୀବନ। ବୃକ୍ଷ ରୁପଣ କରି ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ଜଙ୍ଗଲ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ଜଂଗଲୀ ଚୋର ।
ଘଟଣା ଟି ହେଉଛି କାମାକ୍ଷାନଗର ବ୍ଲକ ତୁମୁସିଂହା ଗ୍ରାମର ଖୁଦଖାଇ ରଗୋଡି ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ!-->!-->!-->…
୩ ମାସ ହେଲାଣି ଅଚଳ ଷ୍ଟ୍ରୀଟ ଲାଇଟ ; ଅନ୍ଧାରରେ ନାଠୁଆ ବିଶ୍ରାମ ଗାର ଅଞ୍ଚଳ
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ସୁଗରପଶି ପଞ୍ଚାୟତ ର ନାଠୁଆ ଗ୍ରାମରେ ଥିବା ବିଶ୍ରାମ ଗାର ନିକଟରେ ଥିବା ଷ୍ଟ୍ରୀଟ ଲାଇଟ ଗତ ୩ମାସ ହେବ ଅଚଳ ହୋଇପଡିଛି । ଯାହା ଫଳରେ ସଂନ୍ଧ୍ୟା ହେବା ମାତ୍ରେ ଏହି ଅଞ୍ଚଳ ରେ ଜାତାୟତ ରେ ଅସୁବିଧା ହେବ ସହ ଵିଶ୍ରାମ ଗାଁର ଟି ମଧ୍ୟ ଅନ୍ଧକାର ରେ!-->…
ଖବର ପ୍ରସାରଣ ପରେ ଦୂର ହେଲା ଗେହ୍ଲୀ ମାଉସୀ ଙ୍କ ଦୁଃଖ ;୧୨ ବର୍ଷ ଅପେକ୍ଷା ପରେ ମିଳିଲା ବିଧବା ଭତ୍ତା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବାବନ୍ଧ ଗ୍ରାମ ହରିଜନ ସାହିର ଜୈନିକା ୬୯ ବର୍ଷ ବୟସ୍କା ବିଧବା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଥିବା ଗତ ୧୩ ସେପ୍ଟେମ୍ବର ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ ହୋଇଥିଲା ।
ପୁର୍ବରୁ ପ୍ରସାରିତ ଖବର
ହରିଜନ ସାହିର!-->!-->!-->!-->!-->…