

ଭିଜିଲାନ୍ସ ଦ୍ୱାରା ପୂର୍ବତନ ମୋଟଙ୍ଗା ସବଇନିସ୍ପେକ୍ଟର ଦୋଷୀ ସାବ୍ୟସ୍ତ ,୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ହଜାର…
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନାର ପୂର୍ବତନ ସବଇନିସ୍ପେକ୍ଟରଙ୍କୁ ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ ଗତ ୨୦୧୭ ମସିହାରେ ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହତି ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର!-->…
୩ ଦଫା ଦାବି କୁ ସମର୍ଥନ ଜଣାଇଲା କଂଗ୍ରେସ
ଭୁବନ ବ୍ଲକ ଗୋଷ୍ଟୀ ଶିକ୍ଷା କେନ୍ଦ୍ର ସମ୍ମୁଖରେ ୩ ଦଫା ଦାବି ପୂରଣ ନିମନ୍ତେ ଧାରଣାରେ ବସିଥିବା ଶିକ୍ଷକ ସଂଘ ର ଆନ୍ଦୋଳନକୁ ସମର୍ଥନ କରିଥିଲା କଂଗ୍ରେସ । ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ତଥା ଜିଲ୍ଲା କିସାନ କଂଗ୍ରେସ ସଭାପତି ବିପ୍ରବାର ସାହୁ ଆନ୍ଦୋଳନ କାରି ଙ୍କ ନିକଟରେ ପହଂଚି ସମର୍ଥନ!-->…
ତାଳ ଗଛ ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି ଶୁଭ୍ରାଂଶୁ
ଦିନକୁଦିନ ବଜ୍ରପାତ ଜନିତ ମୃତ୍ୟୁ ଲାଗି ରହୁଥିବା ବେଳେ ଏହାର ପ୍ରମୁଖ କାରଣ ତାଳଗଛ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ପୂର୍ବକାଳରେ ଗ୍ରାମର ମୁଖଶାଳା କିମ୍ବା ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା, ଯାହାକି ଚାଷୀ ଭାଇ ମାନଙ୍କୁ କିମ୍ବା ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ!-->…
ବନ୍ଦ ହେବା ସ୍ଥିତିରେ ଆଇ.ଆଇ.ଏମ.ସି ଢେଙ୍କାନାଳ !
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ.ସି) ର ପ୍ରଥମ ଶାଖା ଓଡିଶାର ଢେଙ୍କାନାଳରେ ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଓ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ହେଲେ ପୂର୍ବ ଭାରତର ଏହି ପ୍ରଥମ ଶାଖା ବନ୍ଦ ହେବା ସ୍ଥିତିରେ ପହଞ୍ଚିଲାଣି ।!-->…
ସଡ଼କ ଦୁର୍ଘଟଣାରେ ଜଣେ ମୃତ
ଗତକାଲି ବିଳମ୍ବିତ ରାତିରେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ଛକ ନିକଟରେ ଏକ ମର୍ମତୁନ୍ତ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ଠାରୁ ପ୍ରକାଶ ।
ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହି ଟ୍ରକ ଯାହାର ନଂ OR 06 F7087 ଢେଙ୍କାନାଳ ଆଡୁ ଆସୁଥିବା ସମୟରେ!-->!-->!-->…
ଶିକ୍ଷକ ମାନଙ୍କ ଆନ୍ଦୋଳନରେ ପାଠ ପଢା ଠପ
ଓଡାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଯାହାକି ଆଜି ଷଷ୍ଠ ଦିବସରେ ପହଞ୍ଚିଥିଲେ ମଧ୍ୟ ଧାରଣା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବାର ବ୍ଲକ ସଂଗଠନ ନେତୃତ୍ୱମାନେ ଏକ!-->…
ପୂଜା ଚାନ୍ଦା ୫ ଲକ୍ଷ ଦାବି, ଥାନାରେ ମାମଲା
ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ବାରଣ ରହିଥିଲା । ଚାନ୍ଦା ମାଗିବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଥିଲେ । ମାତ୍ର ଏହାକୁ କେତେକ ଯୁବକ ସଂଘ ନମାନି ସଂଧ୍ୟା ହେଲାମାତ୍ରେ ଘର, ବଜାର ବୁଲି ଚାନ୍ଦା ମାଗୁଛନ୍ତି ।
!-->!-->!-->…
ଠିକାଦାରୀକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ସକାଳେ ଏକ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମରୁ ଅଳ୍ପକେ ଜଣେ ଯୁବକ ବର୍ତ୍ତୀ ଯାଇ ଗୁରୁତର ଆହତ ହୋଇଥିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l
ହିନ୍ଦୋଳ ବ୍ଲକର ମାଧପୁର ପଂଚାୟତର ହିନ୍ଦୋଳ ଥାନା ଅନ୍ତର୍ଗତ କୁଡିଭଙ୍ଗା ଗ୍ରାମରେ ଏକ!-->!-->!-->…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା
କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ସ୍ୱାସ୍ଥ୍ୟ ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଂଟର ପାରିପାଶ୍ୱିର୍କ ଅଂଚଳରେ ଡେଙ୍ଗୁ ଓମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଅଭିଯାନ!-->…