

ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଚାଳକ ସୁରକ୍ଷିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ସାପୁଆଝର ନିକଟରେ ଏକ କାର୍ ଟ୍ରକ ସହ ଦୁର୍ଘଟଣାରୁ ବର୍ତ୍ତିବାକୁ ଯାଇ କେନାଲକୁ ଖସିପଡ଼ିଥିଲା । ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ, ଓଡ୍ରାଫ୍ଟ ଟିମ ଘଟଣା ସ୍ଥଳରେ ପହଂଚି ବହୁତ ଚେଷ୍ଟା ଫଳରେ ଦୀର୍ଘ ୬ ଘଣ୍ଟା ପରିଶ୍ରମ କରି ଏକ କ୍ରେନ ସାହାଯ୍ୟରେ!-->…
ସହରରେ ବୁଲୁଛି ଭାଲୁ ; ଯୁବକଙ୍କୁ କାମୁଡିଲା, ଚା’ ଦୋକାନୀଙ୍କୁ ଗୋଡେଇଲା !
ଢେଙ୍କାନାଳ ସହର ଭିତରେ ବୁଲୁଛି ଭାଲୁ । ଗାନ୍ଧି ମନ୍ଦିର ରୋଡରେ ଏକ ଭାଲୁ ଜଣେ ଯୁବକଙ୍କୁ କାମୁଡିବା ସହ ଜଣେ ଚା’ ଦୋକାନୀଙ୍କୁ ଆକ୍ରମଣ କରିବାକୁ ଗୋଡାଇଛି । ସହରରେ ଭାଲୁ ବୁଲୁଥିବା ପ୍ରଚାର ହେବା ସହ ଭୟ ଦେଖାଦେଇଛି ।
ଆକ୍ରମଣର ଶିକାର ହୋଇଥିବା ଯୁବକ ଗାନ୍ଧି ମନ୍ଦିର ରୋଡର ଆଲୋକ!-->!-->!-->…
ହାତୀ ଆକ୍ରମଣରେ ଗଲା ଜୀବନ
ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମାତ୍ର କୌଣସି ପ୍ରତିକାର ବ୍ୟବସ୍ଥା କାମ ଦେଉ ନାହିଁ । ବନବିଭାଗ ଏକ ପ୍ରକାର ଏଠାରେ ଫେଲ ମାରିଛି ।
ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ!-->!-->!-->…
ଠକେଇ ଅଭିଯୋଗ ଆଣି ବ୍ୟାଙ୍କ ସମ୍ମୁଖରେ ଧାରଣା
ଢେଙ୍କାନାଳ ଏଚ.ଡି.ଏଫ.ସି ମୁଖ୍ୟ ବ୍ରାଞ୍ଚ ନାମରେ ଅଭିଯୋଗ ଆଣିଛନ୍ତି ଶରତ ସାହୁ । ସୂଚନା ମତାବକ ୨୦୧୫ରେ ବ୍ୟାଙ୍କରେ ଖାତା ଖୋଲିଥିଲେ ଶରତ , ସେ ଜଣେ ଛୋଟ ମିକ୍ସଚର ବ୍ୟବସାୟୀ । ତାଙ୍କର ୨ଟି ପିଲା ଙ୍କୁ ସେ ବହୁ କଷ୍ଟରେ ପାଠପଢ଼ାନ୍ତି ଏବଂ ଦୁଖଃ କଷ୍ଟରେ ରହି ବ୍ୟାଙ୍କରେ ୪ଲକ୍ଷରୁ ଉର୍ଦ୍ଧ!-->…
ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ମଧୁସାହୁପାଟଣା ଗ୍ରାମର ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ କରିବାକୁ ଦାବିକରି ବାସହୀନ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ମାନେ ପୂର୍ବରୁ ଜମିପଟ୍ଟା ପାଇଁ ଜିଲ୍ଲା ପାଳଙ୍କ ନିକଟରେ ଆବେଦନ କରିଥିବା ବେଳେ ଏହା ଅନୁମୋଦନ ପାଇଁ!-->…
ଖରିଫ ଧାନ ପଞ୍ଜିକରଣ କରିବାକୁ ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତରେ ଚଳିତ ବର୍ଷ ଖରିଫ ଋତୁରେ ଧାନ ମଣ୍ଡି ପାଇଁ ପଞ୍ଜିକରଣ ହୋଇ ନଥିବାରୁ ଚାଷୀ ମାନେ ତୁରନ୍ତ ପଞ୍ଜିକରଣ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗେଙ୍ଗୁଟିଆ ପଞ୍ଚାୟତରେ ଥିବା ୫ଶହରୁ ଅଧିକ ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ!-->…
ହିନ୍ଦୋଳ ବ୍ଲକ ରେ ଟଙ୍କା ଦେଲେ ମିଳୁଛି ଆବାସ ଗୃହ
ହିନ୍ଦୋଳ ବ୍ଲକ ଅଂଚଳରେ ଦିନକୁ ଦିନ ଆବାସ ଦୁର୍ନୀତି ବଢ଼ିବାରେ ଲାଗିଛି ।ଏଠି ଗରିବ ହିତାଧିକାରୀ ଟିଏ ଆବାସ ଗୃହ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଧନୀ ଶ୍ରେଣୀର ଲୋକ ବିଭାଗୀୟ ହିତାଧିକାରୀ ଙ୍କୁ ହାତଗୁଂଜା ଦେଇ ହାତେଇ ନେଉଛି ଆବାସ ଗୃହ ।
ଏ ସମ୍ପର୍କ ରେ ଗରିବ ହିତାଧିକାରୀ ଟିଏ!-->!-->!-->…
ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନାଳି ପଞ୍ଚାୟତ ଖରଚୁଲି ଠାରେ ଆଜି ପୋଲ ତଳକୁ ଏକ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ସଂପୃକ୍ତ ଟ୍ରାକଟର ଚାଳକ ମୃତ୍ୟୁ ବରଣ କରିଥିବାର ଜଣା ଯାଇଛି।
ସୂଚନା ଅନୁଯାୟୀ , ନବକିଶୋର ପୁର ଶବର ସାହି ର ପୁନିଆ ନାହାକ ଙ୍କ ପୁଅ!-->!-->!-->…
ରାସ୍ତା ଖୋଳି କଲେ କେନାଲ !
ଭୁବନ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ବାରିଜାଙ୍ଗ ମୌଜାକୁ କେନାଲ ପାଣି ନେବା ନିମନ୍ତେ ଠିକାଦାର ପକ୍ଷରୁ ରାସ୍ତା ଖୋଲା ଯିବା ୩ ମାସ ପରେ ବି ପୋତା ନଯିବାରୁ ପଥଚାରୀ ଗାଡ଼ିରୁ ପଡି କଲବଲ ହେଉଛନ୍ତି ।
ଏହି ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ!-->!-->!-->…
ମଶାଣିରୁ ଫେରିଲା ଶବ
ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଂଚଳର ନଟାକଟା ମୌଜାରେ ଥିବା ଦେଶୀ ମଦ ଭାଟିରୁ ମଦ ପି ଜଣେ ଯୁବକ ର ମୃତ୍ୟୁ ହୋଇଯାଇଛି ବୋଲି ପରିବାର ପକ୍ଷରୁ ଭୁବନ ଥାନା ରେ ଏତଲା ହୋଇଛି ।ମୃତକ ହେଲେ ଦୟା ନାୟକଙ୍କ ପୁଅ ସନାତନ ନାୟକ (୩୫) ।
ସୂଚନା ଅନୁଯାୟୀ , ଗତକାଲି ସକାଳୁ ଘରୁ କୋଡିଏ!-->!-->!-->…