News
lipub
samparksetu
Browsing Category

ଖବର

ରୁଙ୍ଗଟା କାରଖାନାରେ ଅଘଟଣ

ଢେଙ୍କାନାଳ ଜିଲ୍ଲା ଝାଡବନ୍ଧ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ କାରଖାନାରେ ଗତକାଲି ସକାଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଗୋଟିଏ କ୍ରେନ୍ ଜଳି ଯାଇଥିବା ସୂଚନା । କାରଖାନାର ଏସ.ଏମ.ଏସ.- 1ସିରେ ବିସ୍ଫୋରଣ ହୋଇଥିବାର ସୂଚନା ରହିଥିବା ବେଳେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି

ଶଙ୍ଖ ଭଵନରେ ଢେଙ୍କାନାଳ ବିଜେଡିର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନବୀନ

ଦଳକୁ ପୁଣି ଥରେ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ । ନିୟମିତ ବିଭିନ୍ନ ଜିଲ୍ଲାର ନେତା, କର୍ମକର୍ତ୍ତାଙ୍କ ସହ ବୈଠକ କରି ମନୋବଳ ବଢ଼ାଇବା ସହ ନିରାଶ କର୍ମୀଙ୍କ ଭିତରେ ଉତ୍ସାହ ଭରୁଛନ୍ତି । ଗୁରୁମନ୍ତ୍ର ଦେଇ କହୁଛନ୍ତି, ଲୋକଙ୍କ ପାଇଁ କାମ

ମା’ ଆସୁଛନ୍ତି ,ଦୁଲୁକିବ ଢେଙ୍କାନାଳ

ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହେବ ଏବଂ ୨୭ ତାରିଖ ଦିନ

ବନମାଳୀ ପ୍ରସାଦ ଅଞ୍ଚଳରେ ମହିଳାଙ୍କୁ ମାରଣାତ୍ମକ ଆକ୍ରମଣ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦରେ ରହୁଥିବା ଜଣେ ମହିଳା ସଂଘବଦ୍ଧଭାବେ ଆକ୍ରମଣର ଶିକାର ହୋଇଥିବାର ଜଣାଯାଇଛି । ମହିଳାଙ୍କ ମୁହଁ ଓ ଶରୀରରେ ମାଡର ହୋଇଥିବା ବେଳେ, ପିସିଆର ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ତେବେ ଆକ୍ରମଣର ଶିକାର ହୋଇଥିବା ମହିଳା ସନ୍ଧ୍ୟାରାଣୀ ବିଶ୍ୱାଳ

ଫେରାର ବେପାରୁଆ ଗାଡ଼ି ଚାଳକଙ୍କ ଶେଷ ଠିକଣା, ଢେଙ୍କାନାଳ !

ପ୍ରଧାନମନ୍ତ୍ରୀଙ୍କ ଥିଲା ଦିନିକିଆ ଓଡ଼ିଶା ଗସ୍ତ । ସୁରକ୍ଷା ବଳୟ ଭିତରେ ଥାଏ ସ୍ମାର୍ଟସିଟି ଭୁବନେଶ୍ୱର । ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ୮୧ ପ୍ଲାଟୁନ୍ ଫୋର୍ସ, ୧୧ ଡିସିପି ପଦାଧିକାରୀ ଅଫିସର, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦

ଛୁଆ ହାତୀର ମୃତ୍ୟୁ,ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ସୁରକ୍ଷିତ ନୁହନ୍ତି ଗଜରାଜ, କେତେବେଳେ ଜନ୍ତୁ ଶିକାର ପାଇଁ ବିଛଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ହାତୀ ମୃତ୍ୟୁ ହେଉଥିବା ବେଳେ ଦନ୍ତା ହାତୀର ଦାନ୍ତ ଲୋଭରେ ଶିକାରୀ ଙ୍କ ଗୁଳିରେ ହାତୀର ଜୀବନ ଚାଲିଯାଉଛି ଆଉ ବର୍ଷ ତମାମ ହାତୀ ଆକ୍ରମଣ

ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ଶନିବାର ଦିନ ହେବାକୁ ଥିବା ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ଯେପରି

ଦୁର୍ଘଟଣାରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ। ଅନୁଗୋଳ ରୁ କଟକ

ବମ୍ପା ଜଙ୍ଗଲ ରେ ୩ ବର୍ଷ ର ହାତୀ ଛୁଆର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ହାତୀ ଆକ୍ରମଣ ରେ ସାଧାରଣ ମଣିଷ ମୃତ୍ୟୁ ହେବା ଓ ଶିକାରୀ ଆକ୍ରମଣ ରେ ହାତୀ ମୃତ୍ୟୁ ଘଟଣା ଲାଗି ରହିଛି । ଗତକାଲି ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅନ୍ତର୍ଗତ ବମ୍ପା ଗ୍ରାମଠାରୁ ଚାରି କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଏକ ଛୁଆ ହାତୀର

୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ,ପ୍ଲାଷ୍ଟିକ ପାତ୍ରରେ ପାଣିକୁ ବାରଣ

ପ୍ରସିଦ୍ଧ ଶୈବପୀଠ କପିଳାସରେ ଚଳିତ ଶ୍ରାବଣମାସ ଜୁଲାଇ ୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର କପିଳାସ ପୀଠ ସହିତ ଜିଲ୍ଲାର ପ୍ରମୁଖ ଶୈବପୀଠରେ ଜଳାଭିଷେକ ଅନୁଷ୍ଠିତ ହେବ । ଶ୍ରାବଣ ମାସର କାଉଡ଼ି ଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
error: Content is protected !!