

Browsing Category
ଖବର
ମାର୍ଥାପୁର ଡାକ ଘରକୁ ଡିଜିଟାଲାଇଜେସନ
ସୁବିଧା ଆଳ ଦେଖାଇ ଡାକଘରଟିକୁ ଉଠାଇନେବାକୁ ଚକ୍ରାନ୍ତ ଶେଷରେ ପଣ୍ଡ ହୋଇଛି । ଦୀର୍ଘ ଶହେ ବର୍ଷର ଡାକଘର ପୁଣି ମାର୍ଥାପୁରରୁ ନୁତନ ରୂପରେ ନୁତନ ଢଙ୍ଗରେ ଚାଲିବା ଆରମ୍ଭ ହୋଇଛି । କୋର ବ୍ୟାଙ୍କିଙ୍ଗର ଉଦଘାଟନ ଉତ୍ସବରେ ସ୍ଥାନୀୟ ଉପ ଡାକମାଷ୍ଟର ଟୁକୁନା ସାହୁଙ୍କ ଅଧକ୍ଷତାରେ ଏକ ଉତ୍ସବ!-->…
କୁନିପୁଅ ପ୍ରତ୍ୟୁଷର ନିଆରା ଢଙ୍ଗରେ ଜନ୍ମଦିନ ପାଳନ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ; ସଂଗୃହିତ ହେଲା ୭୧ ୟୁନିଟ ରକ୍ତ
ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ପରଜଙ୍ଗ ବ୍ଲକ ପାଟରପଦl ଗ୍ରାମରେ ଯୁବ ଗୋଷ୍ଠୀ ରକ୍ତ ଦାନ କରି ପଞ୍ଚୁକ ପାଳିଥିଲେ l ଗ୍ରାମ୍ୟ କମିଟି ସଭାପତି ବିଜୟ ସାହୁ ଦୀପ ପ୍ରଜ୍ବଳନ କରି ଶିବିର କୁ ଉଦଘାଟନ କରିଥିଲେ l
ତାଳଚେର ରକ୍ତ ଭଣ୍ଡାର ର ଡାକ୍ତର ପଞ୍ଚାନନ!-->!-->!-->…
ବିିଷାକ୍ତ ବର୍ଜ୍ୟଜଳର ପରିଚାଳନା ପାଇଁ ୟୁଭି ଅକ୍ସିଡେସନ୍ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଟାଟା ଷ୍ଟିଲ୍…
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) କାରଖାନାକୁ ଏହାର କୋକ୍ ଓଭେନ୍ରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟଜଳ ପରିଚାଳନା କାର୍ଯ୍ୟକାରୀ କରାଯାଇଥିବା ଅଲଟ୍ରାଭାୟୋଲେଟ୍ (ୟୁଭି) ଅକ୍ସିଡେସନ୍ ପ୍ରକଳ୍ପ ପାଇଁ ଟାଟା ଗ୍ରୁପ୍ କଂପାନିର ପ୍ରମୁଖ ନବସୃଜନ!-->…
ଦୂଷିତ ଢେଙ୍କାନାଳ ର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ; ଭାସୁଛି ମେଞ୍ଚା ମେଞ୍ଚା ଫେଣ
ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ହେଉଛି ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ । ମଙ୍ଗଳବାର ଦିନ ବ୍ରାହ୍ମଣୀ ନଦୀରେମେଞ୍ଚା ମେଞ୍ଚା ଫେଣ ଭାସୁଥିବାର ଦେଖିବାକୁ ମିଳିଥିଲା । ନଦୀ କୂଳରେ ରହୁଥିବା ଶହ ଶହଗ୍ରାମ ବାସୀଙ୍କ ସହିତ ଗୃହପାଳିତ ପଶୁ ମାନେ ଏହି ଫେଣ ଯୁକ୍ତ ପାଣି ପିଇବା ଦ୍ୱାରା ରୋଗରେ!-->…
ବାଇକ ରୁ ପଡି ମହିଳା ଗୁରୁତର
ଭୁବନ ଥାନା ସମ୍ମୁଖରେ ବାଇକରୁ ପଡି ଜଣେ ମହିଳା ଗୁରୁତର ହୋଇପଡିଛନ୍ତି । ବୁଧବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଜ କୈଣସି କାମରେ ଭୁବନ ଆଡୁ ଘର କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମକୁ ମୋଟର ସାଇକେଲ ରେ ଫେରୁଥିଲେ ।ଜାତୀୟ ରାଜପଥ ୫୩ ଭୁବନ ଥାନା ଭୂଷଳ ଛକ ନିକଟରେ ମହିଳା ବାଇକରୁ ଖସି!-->…
ମୃତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ଙ୍କ ଢେଙ୍କାନାଳ ଗସ୍ତ
ମୃତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସଦର ବ୍ଳକ୍ କାକୁଡିଭାଗ ପଞ୍ଚାୟତ ପର୍ଶୁପାଳ ଗ୍ରାମକୁ ଯାଇ କ୍ଷେତ୍ର ପୋଖରୀ ପରିଦର୍ଶନ କରିଥିଲେ । ଗ୍ରାମର ହିତାଧିକାରୀ ଗୋକୁଳାନନ୍ଦ ନାୟକ, ପାତୁ ନାୟକ ବ୍ରହ୍ମାନନ୍ଦ ନାୟକ ,!-->…
ଦିତୀୟ ଦିନରେ ବିସ୍ଥାପିତ ପ୍ରଜାମଞ୍ଚ ଙ୍କ ଅଭିନବ ଉପାୟରେ ପ୍ରତିବାଦ
ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜା ଙ୍କ ଦିତୀୟ ଦିନରେ ଅଭିନବ ଉପାୟରେ ପ୍ରତିବାଦ ଜାରି ରହିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତର ଭେଜିଆ କଲୋନୀ ନଂ ୩ ଓ ୪ ପ୍ରଜାମାନେ ଓ ସମାଜସେବୀ ଦିଲୀପ କୁମାର ନାଥ ଙ୍କ ନେତୃତ୍ୱ ରେ ପ୍ରତିବାଦ କରିଥିଲେ ।
!-->!-->!-->…
ପଞ୍ଚୁକର ପ୍ରଥମ ଦିନରେ ଶିବାଳୟରୁ ଦୁଇଟି ଚନ୍ଦନ ଗଛ ଚୋରି !
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଲିଯୋରନ୍ଦା ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବ ମନ୍ଦିରରୁ କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ମନ୍ଦିର ପରିସରରେ ଲଗାଯାଇଥିବା ଦୁଇଟି ଚନ୍ଦନ ଗଛ ଚୋର ମାନେ କାଟି ନେଇଛନ୍ତି l
ରାତ୍ରି ପ୍ରାୟ ଦୁଇ ରୁ ସାଢେ ଦୁଇଟା ମଧ୍ୟରେ ଚୋରମାନେ ପ୍ରଥମେ!-->!-->!-->…
ପିଡିଏସ ଚାଉଲ ହଡପ ଅଭିଯୋଗ ,ଭିଜିଲାନସ କୋର୍ଟରେ ବାଟଗାଁ ପୂର୍ବତନ ସମ୍ପାଦକଙ୍କୁ ୬ ବର୍ଷ ୬ ମାସ କାରାଦଣ୍ଡ
ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ ବାଟଗାଁ ପଞ୍ଚାୟତ ପୂର୍ବତନ ସମ୍ପାଦକଙ୍କୁ ୨୦୦୬ ମସିହାରେ ପିଡିଏସଚାଉଳ ହେରଫେର ନେଇ ଢେଙ୍କାନାଳ ଭିଜିଲାନ୍ସ ସ୍ପେସାଲ ଜଜ୍ ୬ ବର୍ଷ ୬ମାସ କାରାଦଣ୍ଡରେ ଦଣ୍ଡିତକରିଥିବାର ଜଣାପଡଛି ।
ବାଟଗାଁ ପଞ୍ଚାୟତର ପୂର୍ବତନ ସମ୍ପାଦକ ଅନ୍ତର୍ଯ୍ୟାମୀ ବରାଳଙ୍କ!-->!-->!-->…