News
lipub
samparksetu
Browsing Category

ଖବର

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଲାଟେଲି ଦିବସ ପାଳିତ

ଆଜି ଢେଙ୍କାନାଳ ଡକାମଣ୍ଡଳ ତରଫରୁ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଜାତୀୟ ଡାକ ସପ୍ତାହର ପଞ୍ଚମ ଦିନରେ ଫିଲଟେଲି ଦିବସ ପାଳନ ହୋଇଯାଇଅଛି। ଏହି ଅବସରରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀ ଜଗଦୀଶ ଦାଶ, ଅଫିସ ସୁପରଭାଇଜର ଶ୍ରୀ ଶୁଭେନ୍ଦ୍ର ଦାସ , ଢେଙ୍କାନାଳ ପ୍ରଧାନ

କୁନିପୁଅ ସୌମ୍ୟର ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

କଳା ପଲସର ଆତଙ୍କ, ୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା !

କାମାକ୍ଷାନଗରରେ କଳା ପଲସର ଆତଙ୍କ।୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା। ଥାନାରେ ମାମଲା ପରେ ପୋଲିସର ତନାଘନା ଆରମ୍ଭ।କାମାକ୍ଷାନଗର ଥାନା ମଢିସାହିର ସର୍ବେଶ୍ବର ବିଶ୍ବାଳ ଆଜି ଦିନ ୧୨.୩୦ ସମୟରେ ସହର ମଧ୍ୟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ

ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧ ରେ ସମ୍ମାନୀତ

ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧-ରେ ସମ୍ମାନୀତ ହୋଇଛି । ପରିବେଶକୁ ସୁହାଇଲାଭଳି କଂପାନିର ସପ୍ଲାଇ ଚେନ ଓ ଲଜିଷ୍ଚିକ୍ସସ ବିଭାଗର ଉତ୍କର୍ଷ  ପଦକ୍ଷେପ ପାଇଁ ଗୋଲ୍ଡ କ୍ୟାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି

ସ୍କୁଲରୁ ଶିକ୍ଷକ ସମେତ ୨୦ ଜଣ କରୋନା ପଜେଟିଭ ଚିହ୍ନଟ ; ସ୍କୁଲ ବନ୍ଦ କଲା ଜିଲ୍ଲା ପ୍ରଶାସନ

ବର୍ତ୍ତମାନ ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାର କାରଣ ସାଜିଛି । ଆଜି ଚିହ୍ନଟ ହୋଇଥିବା ମୋଟ୍ ୬୩୮ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୂରା ପଞ୍ଚାୟତରାଜ ହାଇସ୍କୁଲକୁ ୭ଦିନ ପାଇିଁ ବନ୍ଦ ପାଇଁ

କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ନିମନ୍ତେ ଜିଲ୍ଲା ଭାରତୀୟ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ…

ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁଁ ଧାନ ଫସଲ କରିଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ପାଇଁ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡି ସହାୟତା ଘୋଷଣା କରିବା ସହ ବିକଳ୍ପ ଚାଷ ପାଇଁ ମାଗଣାରେ

ତୁମୁସିଙ୍ଗା ରେ ଦନ୍ତାହାତୀ ଆତଙ୍କ, ୧ ମଇଁଷି ମୃତ ୬ ଗୁରୁତର

ଢେଙ୍କାନାଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ, କେତେବଳେ ଯାଉଛି ହାତୀର ଜୀବନ ତ କେତେବଳେ ଯାଉଛି ମଣିଷ ର । ତେବେ ଦନ୍ତା ର ଆତଙ୍କ ରେ ଫସିଛନ୍ତି ମଇଁଷି ଗୋଠରେ ବନ୍ଧା ହୋଇଥିବା ବେଳେ ଆକ୍ରମଣ କରିଛି ଦନ୍ତା । ଏଭଳି ଅଘଟଣ ଘଟିଛି କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ

ଆବାସ ଯୋଜନାରୁ ବଞ୍ଚିତ ଶିସୁଳା !

ସରକାର କାର୍ଯ୍ୟକାରୀ କରିଥିବା ଯୋଜନାର ସଫଳତା ନେଇ ପ୍ରତିଦିନ ବିଭିନ୍ନ ବିଜ୍ଞାପନ ଜରିଆରେ ପ୍ରଚାର ପ୍ରସାର କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନାହିଁ। ପ୍ରତ୍ୟେକ ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ନିତିଦିନିଆ ଖବର ହୋଇଗଲାଣି । ଏହାର ଏକ ନିଚ୍ଛକ

ବିଧାନ ସଭା ଘେରିବ କିନ୍ନର ସଂଘ

ଢେଙ୍କାନାଳ ଜିଲ୍ଲା କିନ୍ନର ମାନଙ୍କ ସମସ୍ୟା ନେଇ ଜିଲ୍ଲା ମା ବୁଢୀ ଠାକୁରାଣୀ କିନ୍ନର ସଙ୍ଘ ତରଫରୁ ରାଜ୍ୟ ସଙ୍ଘର ଅନୁରୋଧ କ୍ରମେ କିନ୍ନର ମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଅଧିକାର ପାଇଁ ବିଧାନସଭା ଘେରିବାକୁ ସଙ୍ଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।
error: Content is protected !!