

Browsing Category
ଖବର
ବ୍ୟାଙ୍କରେ ଋଣ ପ୍ରଦାନରେ ଅନିୟମିତତା ; ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଏସଏସଜି ଗୋଷ୍ଠି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଗୋପାଳପରୁ ଖଣ୍ଡବନ୍ଧ ପଞ୍ଚାୟତ ଗ୍ରାମର ଶକ୍ତି ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦନରେ ଓଡିଶା ଗ୍ରାମ୍ୟବ୍ୟାଙ୍କ ତରଫରୁ ଋଣ ପ୍ରଦାନରେ ଟାଳଟଳୁ ନିତୀ ଅବଲମ୍ବନ କରୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯାଗ ହୋଇଛି ।
ସଦସ୍ୟ ମାନଙ୍କ!-->!-->!-->!-->!-->…
ଶିକ୍ଷାର ଶିକ୍ଷକ
ଗୁରୁ ତୁମ୍ଭେ ପର°ବ୍ରହ୍ମସାକ୍ଷାତ ଈଶ୍ୱରଗୁରୁ ତୁମ୍ଭେ ସର୍ବ ଶ୍ରେଷ୍ଠଅଟଇ ଶିଷ୍ୟର ……
ଶିଷ୍ୟର ଉନ୍ନତି ପଥେକରି ଶିକ୍ଷା ଦାନଭବିଷ୍ୟତ ମହାମେରୁସାଜି ସଜାଅ ସମ୍ମାନ
ହେ ଗୁରୁ …….ହେ ଗୁରୁ କେତେ ଗଢ଼ିଛ ଜୀବନଚିର ୠଣୀ ହୃଦୟରୁମୋ ଘେନ ଏ ପ୍ରଣାମ
ତୁମ୍ଭ ମାର୍ଗର ଏ ସଦ୍ ଜ୍ଞାନଆଲୋକିତ!-->!-->!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 04-09-2021Number of new Positive cases-11Institutional Quarantine-NilHome Quarantine-09Local Contacts-NilIn Hospital-02
Block/ULB wise new Positive cases :
Sadar block-03(!-->!-->!-->!-->!-->!-->!-->…
ବାପା
ମୋ ଅତି ଆଦରର ବାପା ଏ ଧରାଧାମ ରୁ ବିଦାୟ ନେଇ ଗଲେଣି ସେ ଅଫେରା ରାଇଜକୁ ଖାଲି ଛାଡି ଯାଇଛନ୍ତି ପୁରୁଣା ସ୍ମୃତି ସବୁ... ଯାହା ଏବେବି ମନେ ପଡୁଛି.... ଆଉ ଆଖିଟା ଲୁହରେ ଭର୍ତ୍ତି ହୋଇ ଯାଉଚି. ସେ ବାପାଙ୍କ ସ୍ନେହ ଯେତେ ଖୋଜିଲେ ବି ଆଉ ଜୀବନରେ ମିଳେନି... ସବୁଦିନ ପାଇଁ ମୋ ଜୀବନ!-->…
ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ପରିଦର୍ଶନରେ ଜିଲ୍ଲାପାଳ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଖଣୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତ ଠାରେ ଅବସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ ଗ୍ରହଣ କରିଥିଲେ। ମନ୍ତ୍ରୀ ଏହି ସ୍କୁଲ କୁ ପୋଷ୍ୟ!-->…
ଡିଜେ ସାଉଣ୍ଡ ଏବଂ ଶୋଭାଯାତ୍ରାକୁ ଅନୁମତି ଦାବି
ଢେଙ୍କାନାଳ ଜିଲ୍ଲାରେ ୨ଶହରୁ ଆଧିକ ସାଉଣ୍ଡ,ଲାଇଟ୍ ମାଲିକ ରହିଥବା ବେଳେ ୬ ହଜାରରୁ ଅଧିକ କର୍ମଚାରୀ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କରୋନାମହାମାରୀ ହେତୁ ଦିର୍ଘ ୧୭ ମାସ ଧରି ବନ୍ଦ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗଣେଶ ପୂଜାଠାରୁ ଡିଜେ ସାଉଣ୍ଡ ଏବଂ!-->…
“ଭଗବାନ- ଆପଣ କେଉଁଠାରେ ଅଛନ୍ତି ?”
ପିଲାଦିନୁ "ଆହେ ଦୟାମୟ ବିଶ୍ବ ବିହାରୀ…." ଜଣାଣ ମାଧ୍ୟମ ରେ ଭଗବାନଙ୍କୁ ପ୍ରତ୍ଯହ ପ୍ରାର୍ଥନା କରି ଆସିଛେ। ଏଥିରେ ଭଗବାନଙ୍କୁ ଶୁଭ ବୁଦ୍ଧି,ଭଲ ରାସ୍ତା , ପ୍ରତ୍ଯେକ କର୍ମ କୁ ସରସ କରିବା, ଜୀବନ ରେ ଚିର ହରଷ ଆଣିଦେବା ପାଇଁ ଆମ୍ଭେମାନେ ନିବେଦନ କରିଥାଉ। ଭଗବାନ ମନୁଷ୍ଯ କୁ ସର୍ବଶ୍ରେଷ୍ଠ!-->…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଜିଲ୍ଲାପରିଷଦ ଦୁଇ ନମ୍ବର ଜୋନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ଜିଲ୍ଲା ପରିଷଦ ସଭ୍ୟା ଅଭିଯୋଗ କରିଛନ୍ତି ।
ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ସିମିନଈ,ଗଦାଶିଳା,!-->!-->!-->…
ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ହାତାହାତି, ଉଭୟ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ
ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ଅଂଚଳରେ ଥିବା ଜୁଆଙ୍ଗ ବସ୍ତି ନିକଟସ୍ଥ ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି । ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଟାଉନ୍ ଲିଖିତ ଅଭିଯୋଗ କରାଯାଇଛି।
ଅଭିଯୋଗ ମୁତାବକ, ଶ୍ରୀମତୀ ଗିତାଞ୍ଜଳି ମହାପାତ୍ର (୬୦) ସ୍ଵାମୀ!-->!-->!-->…
ଏଣିକି ହ୍ୱାଟ୍ସଆପରୁ ଡାଉନଲୋଡ଼ କରିହେବ ଟିକାର ପ୍ରମାଣପତ୍ର, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା
ବିଦେଶ ଗସ୍ତ ଓ ଅନ୍ୟାନ୍ୟ କ୍ଷେତ୍ରରେ କୋଭିଡ୍ ସାର୍ଟିଫିକେଟ ଆବଶ୍ୟକ ହେଉଥିବାରୁ, କିପରି ସହଜରେ ପ୍ରମାଣପତ୍ର ମିଳିବ, ଏ ନେଇ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି କିଛି ସେକେଣ୍ଡ ଭିତରେ ହ୍ଵାଟ୍ସଆପ ରେ ମିଳିଯିବ କରୋନା ଟିକା ସାର୍ଟିଫିକେଟ୍ । ଏ ନେଇ ସୂଚନା ଦେଇଛି!-->!-->!-->…