News
lipub
samparksetu
Browsing Category

ଖବର

ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲାର ୭୧ଟି ସ୍କୁଲ ର ମାଟ୍ରିକ ମେଧାବୀ ମାନଙ୍କୁ ତୃପ୍ତି ପାଠାଗାର ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ ସାମ୍ବାଦିକ ସଂଘ ଗଁଦିଆ ଡିଜିଟାଲ ମିଡ଼ିଆ ସଙ୍ଘ ଶ୍ରୀ ବିନାୟକ ଶିକ୍ଷା କେନ୍ଦ୍ର ର ମିଳିତ ସହଯୋଗ କ୍ରମେ ସ୍ଥାନୀୟ ବାଜିରାଉତ ସ୍ମୃତି ସଭାଘର ଠାରେ ଅନୁଷ୍ଠିତ

ଭାଗିରଥି ସାଗର ସୁରକ୍ଷା ପାଇଁ ପାଞ୍ଚ ଦଫା ଦାବିପତ୍ର

ଢେଙ୍କାନାଳ ପୌରାଞ୍ଚଳର କେନ୍ଦ୍ର ବିନ୍ଦୁରେ ଥିବା ଭାଗିରଥି ସାଗରର ସୁରକ୍ଷା ସମ୍ପର୍କରେ ସୁରକ୍ଷା ସମିତିର ପାଞ୍ଚ ଦଫା ସମ୍ବଳିତ ଏକ ଦାବି ପତ୍ର ସଦର ତହସିଲଦାର ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ

ଆସିଲା ନୂଆ ଗାଇଡଲାଇନ, ଢେଙ୍କାନାଳ ଜିଲ୍ଲାରେ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର, ଖୋଲିବ ଜିମ୍ ଓ ପାର୍ଲର

ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ । କଟକଣା ଭିତରେ ସମଗ୍ର ରାଜ୍ୟରେ ପାର୍ଲର, ସେଲୁନ, ବିୟୁଟି ପାର୍ଲର କାଲିଠୁ ଖୋଲା, ସମସ୍ତ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ । କାଟେଗୋରୀ ‘A’ରେ ଥିବା ୨୦ ଜିଲ୍ଲା :

‘ ୱାଜା ଓଡ଼ିଶା ’ ର ଅଧ୍ୟକ୍ଷା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ

  ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି । ଜାତୀୟ ସ୍ତରରେ ଲେଖକ ଓ ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ ବା “ୱାଜା ଇଣ୍ଡିଆ” ର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ,

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ମନ୍ତ୍ରାଳୟ

ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ ଶେଷ ହୋଇଛି କାଉଣ୍ଟଡାଉନ । ରାଷ୍ଟ୍ରପତି ଭବନରେ ମୋଦିଙ୍କ ନୂଆ ଟିମର ହୋଇଛି ଶପଥ ଉତ୍ସବ। କେନ୍ଦ୍ର କ୍ୟାବିନେଟର ନୂତନ ମନ୍ତ୍ରୀ ମଣ୍ଡଳ ଘୋଷଣା ହୋଇଛି । କିଛି ନୂଆ ମୁହଁ ମିଳିଥିବା ବେଳେ କିଛି ଜଣଙ୍କୁ ନିଜ ପଦବୀ ହରାଇବାକୁ ପଡିଛି । ରାଜ୍ୟପାହ୍ୟା ଟିମ୍ ରେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ କରୋନା ଆକ୍ର।ନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ସଦର ବ୍ଳକ୍ ବିମ୍ବୋଳ ୪ , କୋଇଲିପଙ୍ଗି ୪ , ତରଭା ୨ , ତାଳବରକୋଟ ୨ , ବଣସିଂହ ୧ , ବାଉତିବେରଣା ୧ , ମଜୁରୀ ୧ , ଭାଗିରଥିପୁର ୧ ,

ଆସିଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ ଢେଙ୍କାନାଳ ଜିଲ୍ଲା ପାଇଁ କଣ ହେଲା କୋହଳ

ସଂକ୍ରମଣ କମିଥିବାରୁ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲା କାଟାଗୋରୀ Aରେ ଥିବା ସୂଚନା । କାଟାଗୋରୀ- A ରେ ଥିବା ଜିଲ୍ଲା ଗୁଡ଼ିଆ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର,

ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ; ୯୭.୮୯ ପ୍ରତିଶତ ପିଲା କଲେ ପାସ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏଥର ୯୭.୮୯ ପ୍ରତିଶତ ପିଲା କଲେ ପାସ । ଛାତ୍ରଛାତ୍ରୀ ମାନେ www.bseodisha.ac.in କୁ ଯାଇ ରେଜଲ୍ଟ

ରାଜ୍ୟରେ ୨ ସପ୍ତାହ ପାଇଁ ଲାଗୁ ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କଣ କଟକଣା କଣ ହେଲା କୋହଳ

ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ ଢେଙ୍କାନାଳ ସମେତ ୧୩ ଜିଲ୍ଲାର ରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ସମସ୍ତ ଜିଲ୍ଲାରେ

ଢେଙ୍କାନାଳ ରେ ଆରମ୍ଭ ହେବ ୟୁ-ଟ୍ୟୁବ୍‌ କ୍ଳାସ, ୟୁ-ଟ୍ୟୁବ ଲାଇଭ ରେ ପଢିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ହେତୁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ସମ୍ଭବ ହୋଇପାରି ନାହିଁ। ଯେତେବେଳେ କି ୯ମ ରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା ।
error: Content is protected !!