Browsing Category
ଜୀବନଚର୍ଯ୍ୟା
ଆସିଛି ପ୍ରେମ ଋତୁ
ଆସିଛି ପ୍ରେମଋତୁସଭିଙ୍କର ମନ କୁତୁକୁତୁ।୦।ଚାରିଆଖି ହେଲେ ମିଳନଚାଲିଆସେ ପ୍ରେମଫଗୁଣସପନର ହୁଏ ମେଲଣରଙ୍ଗ ଭରା ଲାଗେ ଜୀବନପ୍ରେମତ ଶାସ୍ଵତ ନୁହେଁତ ଦୈହିକଦେହଧର୍ମୀ ପ୍ରେମ ଦେଇଥାଏ ଦୁଃଖପଵିତ୍ର ପ୍ରେମରେ ଏ ମନ ମାତୁ।୧।
ପ୍ରେମରେ ରହିଲେ ସର୍ତ୍ତଛଳନା ସନ୍ଦେହ ସ୍ଵାର୍ଥପ୍ରେମ!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ଅତ୍ୟଧିକ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପରିବହନରେ ଲାଭବାନ୍ ହେବେ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ନ୍ୟାୟୋଚିତ କଥା କହି ପରିସ୍ଥିତିକୁ!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ମୁଖ୍ୟତଃ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ, କିନ୍ତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ସାଙ୍ଗକୁ ବନ୍ଧୁ ମହଲରେ ପ୍ରଶଂସାର ପାତ୍ର ହେବେ। ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ!-->!-->!-->…
ଆଜି ପ୍ରେମୀଯୁଗଳ ପାଳନ କରୁଛନ୍ତି ଟେଡି ଡେ
ଫେବ୍ରୁଆରୀ ଆସିଲେ ପ୍ରେମୀ ଯୁଗଳ ଉତ୍ସାହିତ ହୋଇପଡନ୍ତି। କେମିତି ଭାଲେଣ୍ଟାଇନ ୱିକ ପାଳନ କରିବେ ତାକୁ ନେଇ ଅନେକ ପ୍ଲାନିଂ କରିଥାନ୍ତି। ପ୍ରେମ ସପ୍ତାହ ତ ୭ ତାରିଖରୁ ଆରମ୍ଭ ହୋଇଯାଇଛି।
ପ୍ରଥମ ଦିନରେ ରୋଡ ଡେ, ଦ୍ବିତୀୟ ଦ୍ବିନରେ ପ୍ରପୋଜ ଡେ ଆଉ ୩ୟ ଦିନରେ ଚକୋଲେଟ ଡେ ପରେ!-->!-->!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ପୂର୍ବଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି । ଯେ କୌଣସି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଶନିଙ୍କ କୁପ୍ରଭାବରୁ ଧନହାନି, ଜମିଜମା କଳହ ଓ ସ୍ବାସ୍ଥ୍ୟହାନି ଆଶଙ୍କା ରହିଛି। ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ!-->!-->!-->!-->!-->…
ଆଜି କୋଲେଟ ଡେ, ନିଜ ପାର୍ଟନରକୁ ଦିଅନ୍ତୁ ମନ ପସନ୍ଦର ଚକୋଲେଟ
ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥା ଚକୋଲେଟ ଡେ। ଆଜିର ଦିନର ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା ହୁଅନ୍ତୁ।
ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ମନର!-->!-->!-->!-->!-->…
ଶୀତୁଆ ପାଗରେ କ୍ରିସ୍ପି ଦୋସା ର ମଜା
ଶୀତୁଆ ପାଗରେ ନିଅନ୍ତୁ କ୍ରିସ୍ପି ଦୋସା ର ମଜା
ଆବଶ୍ୟକ ସାମଗ୍ରୀ
ବିରି ଡାଲି – ୧୦୦ ଗ୍ରାମ୍, ଚଣା ଡାଲି – ୫୦ ଗ୍ରାମ୍ଚାଉଳ ଓ ଲୁଣ – ସ୍ୱାଦ ଅନୁଯାୟୀତେଲ – ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ଚାଉଳ ଏବଂ ବିରି ମିଶାଇ ରାତି ସାରା ଭିଜାଇ ଦିଅନ୍ତୁ। ସକାଳୁ!-->!-->!-->!-->!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକିବ ନାହିଁ। କିନ୍ତୁ ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ମଧ୍ୟାହ୍ନ ପରେ ପରେ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ପାରିବାରିକ!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ଆପଣଙ୍କ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେବାର ପ୍ରଯତ୍ନ କରିବେ। ଅବଶ୍ୟ ଆବଶ୍ୟକତା ପୂରଣ ସକାଶେ ଧାରକରଜ ଲାଗି ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଘର!-->!-->!-->!-->!-->…
ଚାଲନ୍ତୁ ଫିଟ ରୁହନ୍ତୁ ; ଆଜିର ଫିଟନେସ ଫଣ୍ଡା
ଆଜିକାଲି ସମସ୍ତେ ଫିଟ୍ ରହିବାକୁ ଚାହୁଁଛନ୍ତି। ତେଣୁ ପତାଳା ହେବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ତେବେ କିଛି ଲୋକ ବିନା କୌଣସି ପରାମର୍ଶରେ ନିଜ ମନଇଚ୍ଛା ଓଜନ କମ୍ କରିବାରେ ଲାଗିପଡ଼ନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ବର୍ତ୍ତମାନ ସମୟରେ ୧୦ ହଜାର ପାଦ!-->!-->!-->…