Browsing Category
ଜୀବନଚର୍ଯ୍ୟା
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ଅନ୍ୟର କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି। ପାରିବାରିକ, ପ୍ରଶାସନିକ କ୍ଷେତ୍ର!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ:
ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରନ୍ତି କିମ୍ବା ସେଥିପାଇଁ ଚିନ୍ତା କରିପାରନ୍ତି । କର୍ମରେ ଅଧିକ ସଫଳତା ମିଳିବ ଓ ଦରମାରେ କିଛି ବୃଦ୍ଧି!-->!-->!-->…
ଶୀତୁଆ ସକାଳର ଗରମ ଚା ସହ ବନାନ୍ତୁ ଫ୍ରେଞ୍ଚ ଫ୍ରାଇଜ୍
ଫ୍ରେଞ୍ଚ ଫ୍ରାଇଜ୍ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ
ଦୁଇ ବଡ ସିଝା ଆଳୁ
ଏକ ଚାରି ଚାମଚ ଜିରା ପାଉଡର
ଚାରି ଚାମଚ ଗୋଲ ମରୀଚ ପାଉଡର
ଏକ ଚାରି ଚାମଚ ଲୁଣ କିମ୍ବା ସ୍ୱାଦାନୁସାରେ
ଏକ ଗିନା ଚୁଡା
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଆମେ ଆଳୁର ଚୋପା ଛଡାଇ ଚକଟି!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି ଚିନ୍ତାରେ ପାଖ ମାଡିବେ ନାହିଁ। ମହିଳାମାନେ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।
!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିରଦିନ
ମେଷ
ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ।!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜିର ଗ୍ରହପ୍ରଭାବରେ ଅନୁକୂଳ ପରିବେଶ କାମ ହାସଲ କରିବାରେ ସାହାଯ୍ୟ କରିବ। ଚନ୍ଦ୍ର ସମାଗମସ୍ଥ ହେତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁ ଅନୁତପ୍ତ ହେବେ। ପ୍ରତୀକ୍ଷିତ ବନ୍ଧୁଟି ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ପାଖରେ ପହଞ୍ଚିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ!-->!-->!-->!-->!-->…
ଜାଣନ୍ତୁ କିପରି ତିଆରି କରିବେ ମକର ଚାଉଳ
ଆବଶ୍ୟକ ସାମଗ୍ରୀ :
ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ଛୋଟ ଛୋଟ ଆଖୁ ଖଣ୍ଡ, ପାଚିଲା କଦଳୀ, ଚିନି, ଗୋଲ ମରିଚ ଗୁଣ୍ଡ, ଛେନା, ସରୁ ସରୁ କଟା ହୋଇଥିବା ଅଦା ଓ ଡାଳିମ୍ବ।
ପ୍ରସ୍ତୁତି ପ୍ରଣାଳୀ:
ମକର ଚାଉଳ ପ୍ରସ୍ତୁତ କରିବା ପୂର୍ବ ରାତିରେ ଅରୁଆ ଚାଉଳକୁ ବତୁରାଇ ଦିଅନ୍ତୁ। ପରଦିନ!-->!-->!-->!-->!-->!-->!-->…
ଆଜି ବୁଧବାର ରେ ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ମଟନ୍
ବୁଧବାରରେ ନିରାମିଶାସିଙ୍କ ପସନ୍ଦ ଥାଏ ମଟନ, ହେଲେ ରେଷ୍ଟୁରାଣ୍ଟ ସ୍ୱାଦ ପରି ଘରେ ସ୍ୱାଦିଷ୍ଟ ନହେବାରୁ ସମସ୍ତେ ରେଷ୍ଟୁରାଣ୍ଟ ମୁହାଁ ହୋଇଥାନ୍ତି, ହେଲେ ଆଜି ଆମେ ଆପଣଙ୍କୁ ବତାଇବୁ କିଭଳି ଘରେ ବନାଇବେ ରେଷ୍ଟୁରାଣ୍ଟ ସ୍ୱାଦର ମଟନ୍ ।
ଆଵଶ୍ୟକିୟ ସାମଗ୍ରୀ
ଏକ କିଲୋ ମଟନ୍
ଏକ!-->!-->!-->!-->!-->!-->!-->…
ଘର ତିଆରି କରୁଛନ୍ତି କି ତେବେ ଏହି ଦିଗ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ
ତେବେ ବସ୍ତୁଶାସ୍ତ୍ର କାହାକୁ କୁହାଯାଏ ? ଯେକୌଣସି ଘରେ କିମ୍ବା ଭବନରେ ପାଞ୍ଚ ଭୁତର ସଠିକ ସନ୍ତୁଳନକୁ ବସ୍ତୁ ଶାସ୍ତ୍ର କୁହାଯାଏ । ଯଦି ତାକୁ ସରଳ ଭାଷାରେ କହିବା ବସ୍ତୁ ହେଉଛି ଗୋଟିଏ ପ୍ରାଚୀନ ବିଜ୍ଞାନ , ଯାହାକୁ ପୂର୍ଵ କାଳର ଲୋକମାନ ପ୍ରୟୋଗ କରି ନିଜର ମନ ପସନ୍ଦର ଗୃହ ନିର୍ମାଣ!-->…