Browsing Category
ଫୁରସତ
ସାବିତ୍ରୀ ବ୍ରତ
ଯତି ସତୀ ଦେଶ ଏ ଭାରତ ବର୍ଷ ଧନ୍ୟ କରିଲ ସାବିତ୍ରୀ ତବ ନାରୀ ଧର୍ମ ବଶ ହେଲେ ଧର୍ମ ଲଭିଲ ଅକ୍ଷୟ !-->…
ହୃଦୟ ମନ୍ଦିରେ
ହୃଦୟ ମନ୍ଦିରେ ମନ ସଳିତାରେ ଲୁହର ଦୀପାଳୀ ଜାଳିସାଜି ପୂ ଜାରିଣୀ କରିଛି ପ୍ରତୀକ୍ଷା ଧରି ନିରାଜନା ଥାଳି ||0||
ମନ ଯମୁନାରେ ଉଜାଣି ଉଠୁଛି ଝରେ ପ୍ରେମ ସୁଦ୍ଧା ବାରିଆଶା ଉପବନେ ଭକତି!-->!-->!-->…
ଅନ୍ତହୀନ ଦିଗନ୍ତ
ଜୀବନର ଚୋରା ଚଇତାଳି ପରିଅଦିନିଆ ସମୟ ଗୁଡ଼ିକଚିତ୍କାର ପରେ ଚିତ୍କାରକରି ଉଠେ ।
କେତେବେଳେ ମୁଠାଏ ଭାତ,ବୁନ୍ଦାଏ ପାଣି, ଚିରୁଡ଼ାଏ କନା,ଟିକିଏ ଶାନ୍ତି ପାଇଁ ।ଉଛୁଳା ନଈ,ସମୁଦ୍ରର ଜୁଆର-ଭଟ୍ଟା ପରିଅହରହ ଜୀବନ ।
କେବେ ଅଟକି ଯାଏନା,କି ଥକି ବସିପଡ଼େନା,କ'ଣ ବା ଅଛିକେତେ ସମୟ ପାଇଁ!-->!-->!-->!-->!-->…
ବୋଉ , ମା , ମାମ୍ମା
ସେମାନେ ଖଣ୍ଡେ କାଗଜ ଧରେଇଦେଇ ମୋତେ କହିଲେ "ମା ର ପରିଭାଷା ଲେଖେ"। ମୁଁ ତାଙ୍କୁ ଅନେଇଲି । ଯେମିତି ଅନାଏ ଗୁଣ୍ଡୁଚିମୂଷାକୁ କିମ୍ବା ଆମ ମଶାଣିରେ ଫୁଟିଥିବା ମଲ୍ଲି ଫୁଲକୁ । "ମଶାଣୀ ଫୁଲ ର ବାସ୍ନା ତୁମେ କେବେ ଶୁଙ୍ଘିଛ କି"? ଏ ପ୍ରଶ୍ନ ରେ ସେ ହାତବାକ୍ ହେଲା ନାହିଁ!-->…
ମହାନଦୀର ମମତା
ଦେଖ ହେ କେମିତି ନୀରବେ କାନ୍ଦୁଛି ଆମ ମହାନଦୀ ମାତାକଲ୍ଲୋଳିନୀର ନାହିଁ କୋଳାହଳ, ସ୍ତବ୍ଧ ଖରସ୍ରୋତା ।କରୁଣାର ଧାରା ସଦା ପ୍ରବାହିତ ଉତ୍କଳ ମହାନଦୀଦେଖିଛ କି କେହି କେଉଁ କାଳ!-->…
ନାଚିଯାଏ ଯେବେ ମନ ଆଇନାରେ
ନାଚିଯାଏ ଯେବେ ମନ ଆଇନରେ ଆମର ପୁରୁଣା ଦିନ ଭାବି ଭାବି ପ୍ରିୟା ଗଡି ଯାଏ!-->…
ବଳିରୁ କଳି
କେତେ ଥର କହିଲିଣି ,ହେଲେ ମୋ କଥା କିଏ ଶୁଣୁଛି । ହଁ ମୋର ତ ଏ ଘରେ ଓଜନ ନାହିଁ କି କଥାର କିଛି ମୁଲ୍ୟ ନାହିଁ । ଯାହା ବି କହିଲେ ଶୁଣେ କିଏ ? ଏତେ ଅବସ୍ଥା ହେଲା ପରେ ବି ତୁମ ମୁଣ୍ଡକୁ କେବେ ଯାଇ ବୁଦ୍ଧି ଆସିବ ସେ ମା ବନଚଣ୍ଡୀ ହିଁ ଜାଣେ । ମା ଲୋ ମା ବନଚଣ୍ଡି ତୁ ହି ଭରସା !
ଏତେ!-->!-->!-->…
ଏ ବଡ଼ ଅଡ଼ୁଆ ଧନ୍ଦା
ବାବା ହେବା ମଜା ବାହାରି ପଡ଼ିଲା ଜଟା ଛିଣ୍ଡି ହେଲି ଚନ୍ଦା ହୋ,ଜାଣିଥିଲେ ବାବା ହୋଇ ମୁଁ ନଥାନ୍ତି ଏ ବଡ଼ ଅଡ଼ୁଆ ଧନ୍ଦା ହୋ ।।୦।।
!-->!-->!-->…
ଅଦୃଷ୍ଟ ଈଶ୍ୱର
ବିଶ୍ୱ ବ୍ରହ୍ମାଣ୍ଡର ବୈଭବ ଠାକୁରପରଂବ୍ରହ୍ମ ଜଗନ୍ନାଥଚିର ଜାଗରିତ ଚିନ୍ମୟ ଚେତନାତୁମେ ପଞ୍ଚ ମହାଭୂତ ll
ମାଟିରୁ ଆକାଶ ଅନ୍ତୁଡ଼ିରୁ ଜୁଇକେବଳ ତୁମେ ହିଁ ତୁମେଅଦୃଷ୍ଟ ଈଶ୍ୱର ପ୍ରଭୁ ପରାତ୍ପରବ୍ୟାପୀ ଅଛ ତ୍ରିଭୁବନେ ll
ତୁମ ସର୍ଜନାର ବିନ୍ଦୁଟିଏ ମାତ୍ରକ୍ଷୁଦ୍ର ମୁଁ ଭକତ ଛାରଭାବନାରେ!-->!-->!-->!-->!-->…
ସ୍ୱାଗତୋକ୍ତି ଅନୁରାଗ
ସବୁ ବୈଠକରେ ତୁମେହିଁ ପ୍ରବକ୍ତାତୁମେହିଁ ବିଦଗ୍ଧ ଶ୍ରୋତାସବୁ ମିଳନରେ ତୁମେହିଁ ମାଧୁର୍ଯ୍ୟମୁକୁଳିତ ପ୍ରାଣ ସତ୍ତା ll
ତୁମେହିଁ ଭକ୍ତିର କୋଟି ଫୁଲହାରମଧୁମୟ ନିବେଦନଘେନ ପ୍ରଭୁ ମୋର ଶ୍ରଦ୍ଧାର ଅଞ୍ଜଳିଭାବମୟ ସମର୍ପଣ ll
ଶରଧା ବାଲିର ମହକ ମଞ୍ଜୁଳଅସ୍ପଷ୍ଟ ସେ ପଦ ରେଣୁଯିବା ଆସିବାର!-->!-->!-->!-->!-->…