Browsing Category
ସ୍ପେସିଆଲ ରିପୋର୍ଟ
ବାଜି ଲାଗୁଛି ପ୍ରସୂତୀଙ୍କ ଜୀବନ , ମନଇଚ୍ଛା ଅସ୍ତ୍ରୋପଚାର କରି ଲୁଟୁଥିବା ଅଭିଯୋଗ
ଘରୋଇ ଡାକ୍ତରଖାନା ମନଇଚ୍ଛା ଅସ୍ତ୍ରୋପଚାର ପ୍ରସବ କରାଇ ପ୍ରସୂତି ଓ ତାଙ୍କ ପରିବାରଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ହେଲେ ସରକାରଙ୍କ ନିୟମ ମାନି ଅଡିଟ୍ ରିପୋର୍ଟ ଦେବାକୁ ନାରାଜ। ତେବେ ନିୟମ ଉଲ୍ଲଂଘନ କରୁଥିବା ଏପରି ଘରୋଇ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ!-->!-->!-->…
ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର, ଢେଙ୍କାନାଳ ଜିଲ୍ଲାର ଦୁଇ ପଡୋଶୀ ଜିଲ୍ଲା ସାମିଲ
ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ରହିଛି । ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଥିବା ବେଳେ ପ୍ରଦୂଷଣର ମାତ୍ରା!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ମିକି
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->!-->!-->…
ଚାଲିଥିଲା ୩୦ରୁ ଉର୍ଦ୍ଧ୍ବ ବେଆଇନ ଇଟାଭାଟି, ଜାଣିନଥିଲେ ରାଜସ୍ବ ନିରୀକ୍ଷକ ଓ ତହସିଲ କର୍ତ୍ତୃପକ୍ଷ !
ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ପ୍ରାୟ ୪୦ଟି ଇଟାଭାଟିରେ ଚଢ଼ାଉ କରି ତାକୁ ଭଙ୍ଗା ଯାଇଥିବା ଜଣାଯାଇଛି ଅନ୍ୟପଟେ ଦୀର୍ଘଦିନ ଧରି ଏହି ଇଟା ଭାଟି ଗୁଡିକ ବେଫିକର ହୋଇ ବ୍ୟାପାର ଚଲାଇ ଆସିଥିବା ବେଳେ ଏ ନେଇ ରାଜସ୍ବ ନିରୀକ୍ଷା ଓ ତହସିଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ!-->!-->!-->…
ଢେଙ୍କାନାଳ ଜିଲ୍ଲାବାସୀଙ୍କ ସ୍ୱପ୍ନରେ ପଡିଲା ପୂର୍ଣ୍ଣଛେଦ ! ଆକାଂକ୍ଷା ଜିଲ୍ଲାସତ୍ୱେ ହୋଇପାରୁନି ମେଡ଼ିକାଲ କଲେଜ
ଢେଙ୍କାନାଳ ଜିଲ୍ଲାବାସୀଙ୍କ ସ୍ୱପ୍ନରେ ପଡିଲା ପୂର୍ଣ୍ଣଛେଦ, ତାଲଚେରରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବ ମେଡ଼ିକାଲ କଲେଜ । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ!-->!-->!-->…
ସହର ପାଇଁ ଲଜ୍ୟା ସାଉଁଟୁଛି ଢେଙ୍କାନାଳ ପୌରପାଳିକା , ବୋଇତ ବନ୍ଦାଣ ଉତ୍ସବରେ ମୁକସାକ୍ଷୀ ସାଯିବେ ଅଧିକାରୀ ଓ ଜନ…
ପରିତ୍ୟକ୍ତ ଅବସ୍ଥାରେ ଭାଗୀରଥୀ ସାଗର । ସହର ମଧ୍ୟରେ ରହିଛି ହାତ ଗଣତି ପୋଖରୀ ହେଲେ ତାକୁ ମଧ୍ୟ ସଫା ରଖିବାରେ ଅସମର୍ଥ ପୌରପାଳିକା । ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ରହିଛି । ପୂର୍ବରୁ ପୋଖରୀର ପାଣିକୁ ସହରବାସୀ ପିଇବା ପାଣି ରୂପେ!-->…
ଭୁବନ ବଳଦ ଯାତ୍ରା
ପଶୁ ମାନବ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ମନେ ପକାଇବା ନିମନ୍ତେ ଭୁବନରେ ଆରମ୍ଭ ହୋଇଛି ବଳଦ ଯାତ୍ରା । ମା' ବାଣିଜାରୀ ପୀଠରେ ଯାତ୍ରା ଉଦ୍ୟୋକ୍ତା ଥୋରିଆ ସମାଜ ପୂଜାର୍ଚନା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇଥିଲା । ଚଣ୍ଡୀ ପୀଠ, ଦଶରା ପଡିଆ, ଲୁଣ ମାପ, ପାଞ୍ଜି ପାଠ,!-->…
ତାଳ ଗଛ ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି ଶୁଭ୍ରାଂଶୁ
ଦିନକୁଦିନ ବଜ୍ରପାତ ଜନିତ ମୃତ୍ୟୁ ଲାଗି ରହୁଥିବା ବେଳେ ଏହାର ପ୍ରମୁଖ କାରଣ ତାଳଗଛ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ପୂର୍ବକାଳରେ ଗ୍ରାମର ମୁଖଶାଳା କିମ୍ବା ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା, ଯାହାକି ଚାଷୀ ଭାଇ ମାନଙ୍କୁ କିମ୍ବା ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ!-->…
ବନ୍ଦ ହେବା ସ୍ଥିତିରେ ଆଇ.ଆଇ.ଏମ.ସି ଢେଙ୍କାନାଳ !
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ.ସି) ର ପ୍ରଥମ ଶାଖା ଓଡିଶାର ଢେଙ୍କାନାଳରେ ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଓ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ହେଲେ ପୂର୍ବ ଭାରତର ଏହି ପ୍ରଥମ ଶାଖା ବନ୍ଦ ହେବା ସ୍ଥିତିରେ ପହଞ୍ଚିଲାଣି ।!-->…
ଦୁଇ ମାସ ହେଲା ସୂଚନା କେନ୍ଦ୍ରରେ ତାଲା, ନାହାନ୍ତି କର୍ମଚାରୀ
୨୮ବର୍ଷ ତଳେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସହାୟତାରେ ବିଜୁବାବୁଙ୍କ ସରକାର ଅମଳରେ ଭୁବନରେ ଗତ ତା ୧୫.୦୨.୧୯୯୨ ମସିହାରେ ସ୍ଥାପନ କରାଯାଇଥିଲା ସୂଚନା କେନ୍ଦ୍ର ଓ ପାଠାଗାର । ଦୀର୍ଘ ଦିନ ହେଲା ବହୁ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ବେଳେ ସରକାରଙ୍କ ଉଦାସୀନତା କାରଣରୁ ଏହା ଖୁବ ଶୀଘ୍ର!-->…